Mahanadi Kete Sua
🎵 1383 characters
⏱️ 4:03 duration
🆔 ID: 10027388
📜 Lyrics
ମୋର ଗୋଟିଏ ବୋଲି ମନ
ମୁଁ ଦେବି କାହାକୁ??
ମୋର ଗୋଟିଏ ବୋଲି ମନ
ମୁଁ ଦେବି କାହାକୁ??
ସେଇ ପୁଅଟି କିଏରେ?
ସେଇ ପୁଅଟି କିଏରେ?
ମନ ଖୋଜେ, ମନ ଖୋଜେ ଯାହାକୁ, ଯାହାକୁ
ମୋର ଗୋଟିଏ ବୋଲି ମନ
ମୁଁ ଦେବି କାହାକୁ?
କେବେ ସେ ଆସିବ ପାଲିଙ୍କିରେ ଚଢ଼ି?
ମୋ ପାଇଁ ଆଣିବ ଫୁଲର ସବାରୀ
କେବେ ସେ ଆସିବ ପାଲିଙ୍କିରେ ଚଢ଼ି?
ମୋ ପାଇଁ ଆଣିବ ଫୁଲର ସବାରୀ
ଆଣିବ ସିନ୍ଦୂର, ଆଣିବ ଅଳତା
ସାଜିବ ମୋ ମୁହଁ, ବାଜିବ ମହୁରୀ
ସେଇ ସିନ୍ଦୂର କାହାର?
ସେଇ ସିନ୍ଦୂର କାହାର?
ମଥା ଖୋଜେ, ମଥା ଖୋଜେ ଯାହାକୁ, ଯାହାକୁ
ମୋର ଗୋଟିଏ ବୋଲି ମନ
ମୁଁ ଦେବି କାହାକୁ?
ମୋର ଗୋଟିଏ ବୋଲି ମନ
ମୁଁ ଦେବି କାହାକୁ?
ସେଇ ପୁଅଟି କିଏରେ?
ସେଇ ପୁଅଟି କିଏରେ?
ମନ ଖୋଜେ, ମନ ଖୋଜେ ଯାହାକୁ, ଯାହାକୁ
ମୁଁ ଦେବି କାହାକୁ??
ମୋର ଗୋଟିଏ ବୋଲି ମନ
ମୁଁ ଦେବି କାହାକୁ??
ସେଇ ପୁଅଟି କିଏରେ?
ସେଇ ପୁଅଟି କିଏରେ?
ମନ ଖୋଜେ, ମନ ଖୋଜେ ଯାହାକୁ, ଯାହାକୁ
ମୋର ଗୋଟିଏ ବୋଲି ମନ
ମୁଁ ଦେବି କାହାକୁ?
କେବେ ସେ ଆସିବ ପାଲିଙ୍କିରେ ଚଢ଼ି?
ମୋ ପାଇଁ ଆଣିବ ଫୁଲର ସବାରୀ
କେବେ ସେ ଆସିବ ପାଲିଙ୍କିରେ ଚଢ଼ି?
ମୋ ପାଇଁ ଆଣିବ ଫୁଲର ସବାରୀ
ଆଣିବ ସିନ୍ଦୂର, ଆଣିବ ଅଳତା
ସାଜିବ ମୋ ମୁହଁ, ବାଜିବ ମହୁରୀ
ସେଇ ସିନ୍ଦୂର କାହାର?
ସେଇ ସିନ୍ଦୂର କାହାର?
ମଥା ଖୋଜେ, ମଥା ଖୋଜେ ଯାହାକୁ, ଯାହାକୁ
ମୋର ଗୋଟିଏ ବୋଲି ମନ
ମୁଁ ଦେବି କାହାକୁ?
ମୋର ଗୋଟିଏ ବୋଲି ମନ
ମୁଁ ଦେବି କାହାକୁ?
ସେଇ ପୁଅଟି କିଏରେ?
ସେଇ ପୁଅଟି କିଏରେ?
ମନ ଖୋଜେ, ମନ ଖୋଜେ ଯାହାକୁ, ଯାହାକୁ