Lage Prema Najar - Title Track, From "Lage Prema Najar"
🎵 2314 characters
⏱️ 4:25 duration
🆔 ID: 10051193
📜 Lyrics
ତୁ ଏମିତି ବନ୍ଦୀ କଲୁ ତୋ ହୃଦୟରେ
ଫେରିବାର ବାଟ ନାହିଁ ଆଉ
ତୁ ଏମିତି ଛନ୍ଦି ଦେଲୁ ତୋ ଭାଗ୍ୟ ରେଖାରେ
ମୁଁ କିଏ ମନେ ନାହିଁ ଆଉ
ଇସାରାରେ ତୋର, ହେଲି ମୁଁ ପାଗଳ
ଇସାରାରେ ତୋର, ହେଲି ମୁଁ ପାଗଳ
କରିନେଲୁ ଯେବେ ନିଜର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ଲାଗେ ପ୍ରେମ ନଜର
ଭଲ ଠାରୁ ତୁ ବେଶି ଭଲ ବୋଲି
ଭଲ ତୋତେ ପାଇଲି ମୁଁ
ଅନୁମତି ନନେଇ ତୋ'ଠାରୁ
ତୋ ମନରେ ରହିଲି ମୁଁ
ହୋ, ଭଲ ଠାରୁ ତୁ ବେଶି ଭଲ ବୋଲି
ଭଲ ତୋତେ ପାଇଲି ମୁଁ
ଅନୁମତି ନନେଇ ତୋ'ଠାରୁ
ତୋ ମନରେ ରହିଲି ମୁଁ
ମନ ତୋର ଯେବେ, ଡାକେ ମୋ ମନକୁ
ମନ ତୋର ଯେବେ, ଡାକେ ମୋ ମନକୁ
ତୋ ପାଖରେ ହୁଏ ହାଜର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ହୋ, ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ଲାଗେ ପ୍ରେମ ନଜର
ବାଟବଣା ଥିଲି ମୁଁ କାଲି ଯାଏଁ
ହେଲୁ ମୋର ଠିକଣା ତୁ
ଅଧିକାର ମୋ ଠାରୁ ମୋ ଉପରେ
ତୋର ବେଶି ଜାଣୁନା ତୁ
ହୁଁ, ବାଟବଣା ଥିଲି ମୁଁ କାଲି ଯାଏଁ
ହେଲୁ ମୋର ଠିକଣା ତୁ
ଅଧିକାର ମୋ ଠାରୁ ମୋ ଉପରେ
ତୋର ବେଶି ଜାଣୁନା ତୁ
ଏମିତି ଅଧିକ ଦେଲୁ ଅଧିକାର
ଏମିତି ଅଧିକ ଦେଲୁ ଅଧିକାର
ହେଲିନି ମୁଁ ଆଉ କାହାର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ଲାଗେ ପ୍ରେମ ନଜର
ଫେରିବାର ବାଟ ନାହିଁ ଆଉ
ତୁ ଏମିତି ଛନ୍ଦି ଦେଲୁ ତୋ ଭାଗ୍ୟ ରେଖାରେ
ମୁଁ କିଏ ମନେ ନାହିଁ ଆଉ
ଇସାରାରେ ତୋର, ହେଲି ମୁଁ ପାଗଳ
ଇସାରାରେ ତୋର, ହେଲି ମୁଁ ପାଗଳ
କରିନେଲୁ ଯେବେ ନିଜର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ଲାଗେ ପ୍ରେମ ନଜର
ଭଲ ଠାରୁ ତୁ ବେଶି ଭଲ ବୋଲି
ଭଲ ତୋତେ ପାଇଲି ମୁଁ
ଅନୁମତି ନନେଇ ତୋ'ଠାରୁ
ତୋ ମନରେ ରହିଲି ମୁଁ
ହୋ, ଭଲ ଠାରୁ ତୁ ବେଶି ଭଲ ବୋଲି
ଭଲ ତୋତେ ପାଇଲି ମୁଁ
ଅନୁମତି ନନେଇ ତୋ'ଠାରୁ
ତୋ ମନରେ ରହିଲି ମୁଁ
ମନ ତୋର ଯେବେ, ଡାକେ ମୋ ମନକୁ
ମନ ତୋର ଯେବେ, ଡାକେ ମୋ ମନକୁ
ତୋ ପାଖରେ ହୁଏ ହାଜର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ହୋ, ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ଲାଗେ ପ୍ରେମ ନଜର
ବାଟବଣା ଥିଲି ମୁଁ କାଲି ଯାଏଁ
ହେଲୁ ମୋର ଠିକଣା ତୁ
ଅଧିକାର ମୋ ଠାରୁ ମୋ ଉପରେ
ତୋର ବେଶି ଜାଣୁନା ତୁ
ହୁଁ, ବାଟବଣା ଥିଲି ମୁଁ କାଲି ଯାଏଁ
ହେଲୁ ମୋର ଠିକଣା ତୁ
ଅଧିକାର ମୋ ଠାରୁ ମୋ ଉପରେ
ତୋର ବେଶି ଜାଣୁନା ତୁ
ଏମିତି ଅଧିକ ଦେଲୁ ଅଧିକାର
ଏମିତି ଅଧିକ ଦେଲୁ ଅଧିକାର
ହେଲିନି ମୁଁ ଆଉ କାହାର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ଲାଗେ ପ୍ରେମ ନଜର
⏱️ Synced Lyrics
[00:22.18] ତୁ ଏମିତି ବନ୍ଦୀ କଲୁ ତୋ ହୃଦୟରେ
[00:26.23] ଫେରିବାର ବାଟ ନାହିଁ ଆଉ
[00:30.72] ତୁ ଏମିତି ଛନ୍ଦି ଦେଲୁ ତୋ ଭାଗ୍ୟ ରେଖାରେ
[00:34.94] ମୁଁ କିଏ ମନେ ନାହିଁ ଆଉ
[00:39.20] ଇସାରାରେ ତୋର, ହେଲି ମୁଁ ପାଗଳ
[00:43.58] ଇସାରାରେ ତୋର, ହେଲି ମୁଁ ପାଗଳ
[00:47.67] କରିନେଲୁ ଯେବେ ନିଜର
[00:51.72] ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
[01:00.23] ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
[01:08.72] ଲାଗେ ପ୍ରେମ ନଜର
[01:12.79]
[01:30.81] ଭଲ ଠାରୁ ତୁ ବେଶି ଭଲ ବୋଲି
[01:35.19] ଭଲ ତୋତେ ପାଇଲି ମୁଁ
[01:39.51] ଅନୁମତି ନନେଇ ତୋ'ଠାରୁ
[01:43.73] ତୋ ମନରେ ରହିଲି ମୁଁ
[01:51.27] ହୋ, ଭଲ ଠାରୁ ତୁ ବେଶି ଭଲ ବୋଲି
[01:56.65] ଭଲ ତୋତେ ପାଇଲି ମୁଁ
[02:00.82] ଅନୁମତି ନନେଇ ତୋ'ଠାରୁ
[02:05.12] ତୋ ମନରେ ରହିଲି ମୁଁ
[02:09.19] ମନ ତୋର ଯେବେ, ଡାକେ ମୋ ମନକୁ
[02:13.40] ମନ ତୋର ଯେବେ, ଡାକେ ମୋ ମନକୁ
[02:17.61] ତୋ ପାଖରେ ହୁଏ ହାଜର
[02:21.83] ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
[02:29.86] ହୋ, ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
[02:38.66] ଲାଗେ ପ୍ରେମ ନଜର
[02:42.88]
[03:05.19] ବାଟବଣା ଥିଲି ମୁଁ କାଲି ଯାଏଁ
[03:09.32] ହେଲୁ ମୋର ଠିକଣା ତୁ
[03:13.68] ଅଧିକାର ମୋ ଠାରୁ ମୋ ଉପରେ
[03:17.88] ତୋର ବେଶି ଜାଣୁନା ତୁ
[03:25.76] ହୁଁ, ବାଟବଣା ଥିଲି ମୁଁ କାଲି ଯାଏଁ
[03:30.73] ହେଲୁ ମୋର ଠିକଣା ତୁ
[03:35.13] ଅଧିକାର ମୋ ଠାରୁ ମୋ ଉପରେ
[03:39.24] ତୋର ବେଶି ଜାଣୁନା ତୁ
[03:43.47] ଏମିତି ଅଧିକ ଦେଲୁ ଅଧିକାର
[03:47.75] ଏମିତି ଅଧିକ ଦେଲୁ ଅଧିକାର
[03:52.19] ହେଲିନି ମୁଁ ଆଉ କାହାର
[03:56.08] ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
[04:04.53] ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
[04:13.16] ଲାଗେ ପ୍ରେମ ନଜର
[04:16.30]
[00:26.23] ଫେରିବାର ବାଟ ନାହିଁ ଆଉ
[00:30.72] ତୁ ଏମିତି ଛନ୍ଦି ଦେଲୁ ତୋ ଭାଗ୍ୟ ରେଖାରେ
[00:34.94] ମୁଁ କିଏ ମନେ ନାହିଁ ଆଉ
[00:39.20] ଇସାରାରେ ତୋର, ହେଲି ମୁଁ ପାଗଳ
[00:43.58] ଇସାରାରେ ତୋର, ହେଲି ମୁଁ ପାଗଳ
[00:47.67] କରିନେଲୁ ଯେବେ ନିଜର
[00:51.72] ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
[01:00.23] ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
[01:08.72] ଲାଗେ ପ୍ରେମ ନଜର
[01:12.79]
[01:30.81] ଭଲ ଠାରୁ ତୁ ବେଶି ଭଲ ବୋଲି
[01:35.19] ଭଲ ତୋତେ ପାଇଲି ମୁଁ
[01:39.51] ଅନୁମତି ନନେଇ ତୋ'ଠାରୁ
[01:43.73] ତୋ ମନରେ ରହିଲି ମୁଁ
[01:51.27] ହୋ, ଭଲ ଠାରୁ ତୁ ବେଶି ଭଲ ବୋଲି
[01:56.65] ଭଲ ତୋତେ ପାଇଲି ମୁଁ
[02:00.82] ଅନୁମତି ନନେଇ ତୋ'ଠାରୁ
[02:05.12] ତୋ ମନରେ ରହିଲି ମୁଁ
[02:09.19] ମନ ତୋର ଯେବେ, ଡାକେ ମୋ ମନକୁ
[02:13.40] ମନ ତୋର ଯେବେ, ଡାକେ ମୋ ମନକୁ
[02:17.61] ତୋ ପାଖରେ ହୁଏ ହାଜର
[02:21.83] ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
[02:29.86] ହୋ, ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
[02:38.66] ଲାଗେ ପ୍ରେମ ନଜର
[02:42.88]
[03:05.19] ବାଟବଣା ଥିଲି ମୁଁ କାଲି ଯାଏଁ
[03:09.32] ହେଲୁ ମୋର ଠିକଣା ତୁ
[03:13.68] ଅଧିକାର ମୋ ଠାରୁ ମୋ ଉପରେ
[03:17.88] ତୋର ବେଶି ଜାଣୁନା ତୁ
[03:25.76] ହୁଁ, ବାଟବଣା ଥିଲି ମୁଁ କାଲି ଯାଏଁ
[03:30.73] ହେଲୁ ମୋର ଠିକଣା ତୁ
[03:35.13] ଅଧିକାର ମୋ ଠାରୁ ମୋ ଉପରେ
[03:39.24] ତୋର ବେଶି ଜାଣୁନା ତୁ
[03:43.47] ଏମିତି ଅଧିକ ଦେଲୁ ଅଧିକାର
[03:47.75] ଏମିତି ଅଧିକ ଦେଲୁ ଅଧିକାର
[03:52.19] ହେଲିନି ମୁଁ ଆଉ କାହାର
[03:56.08] ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
[04:04.53] ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
[04:13.16] ଲାଗେ ପ୍ରେମ ନଜର
[04:16.30]