Home 🎬 Bollywood 🎵 Pakistani 🎤 English Pop

A Naira Tuthe Jiye

👤 Mohammad Aziz 🎼 Samaya Hatare Dori (Original Motion Picture Soundtrack) ⏱️ 5:37
🎵 1360 characters
⏱️ 5:37 duration
🆔 ID: 10157381

📜 Lyrics

ଏ ନଈର ତୁଠେ ଯିଏ ପାଦ ଦେଇଥିଲା
ଏ ନଈର ତୁଠେ ଯିଏ ପାଦ ଦେଇଥିଲା

ମିଛର ହିସାବ ଖାତା ଯାଇଛି ତା ଚିରି

ସମୟ ହାତରେ ଡୋରି
ହୋ, ସମୟ ହାତରେ ଡୋରି

ଜୀବନଠୁ ଦିନେ ଯିଏ ମାଗିନି ପାଉଣା
ଜୀବନଠୁ ଦିନେ ଯିଏ ମାଗିନି ପାଉଣା

ମଣିଷର ମୁଖା ଦେଖି ଯାଏ ସିଏ ହାରି

ସମୟ ହାତରେ ଡୋରି
ହୋ, ସମୟ ହାତରେ ଡୋରି

ସୁଅ ଠେଲି ନିଏନା, କେବେ କୂଳ ଛୁଏଁ, ହୋ
ସୁଅ ଠେଲି ନିଏନା, କେବେ କୂଳ ଛୁଏଁ

ଛାଇ ଆଲୁଅ ଖେଳରେ ଯାଇଛି କେ ସରି

ସମୟ ହାତରେ ଡୋରି
ହୋ, ସମୟ ହାତରେ ଡୋରି

ଭୁଲ୍, ଠିକ୍, ସତ, ମିଛ ଭୁଲିଯାଏ କିଏ
ଭୁଲ୍, ଠିକ୍, ସତ, ମିଛ ଭୁଲିଯାଏ କିଏ

ରାମ ନାମ ଡାକେ ନୀତି ପଞ୍ଜୁରୀରେ ଶାରୀ

ସମୟ ହାତରେ ଡୋରି
ହୋ, ସମୟ ହାତରେ ଡୋରି
ସମୟ ହାତରେ ଡୋରି
ହୋ, ସମୟ ହାତରେ ଡୋରି

⏱️ Synced Lyrics

[00:59.02] ଏ ନଈର ତୁଠେ ଯିଏ ପାଦ ଦେଇଥିଲା
[01:11.39] ଏ ନଈର ତୁଠେ ଯିଏ ପାଦ ଦେଇଥିଲା
[01:17.70] ମିଛର ହିସାବ ଖାତା ଯାଇଛି ତା ଚିରି
[01:23.70] ସମୟ ହାତରେ ଡୋରି
[01:28.73] ହୋ, ସମୟ ହାତରେ ଡୋରି
[01:34.73]
[02:12.76] ଜୀବନଠୁ ଦିନେ ଯିଏ ମାଗିନି ପାଉଣା
[02:25.27] ଜୀବନଠୁ ଦିନେ ଯିଏ ମାଗିନି ପାଉଣା
[02:31.40] ମଣିଷର ମୁଖା ଦେଖି ଯାଏ ସିଏ ହାରି
[02:37.62] ସମୟ ହାତରେ ଡୋରି
[02:42.59] ହୋ, ସମୟ ହାତରେ ଡୋରି
[02:48.64]
[03:19.08] ସୁଅ ଠେଲି ନିଏନା, କେବେ କୂଳ ଛୁଏଁ, ହୋ
[03:31.06] ସୁଅ ଠେଲି ନିଏନା, କେବେ କୂଳ ଛୁଏଁ
[03:37.43] ଛାଇ ଆଲୁଅ ଖେଳରେ ଯାଇଛି କେ ସରି
[03:43.43] ସମୟ ହାତରେ ଡୋରି
[03:48.45] ହୋ, ସମୟ ହାତରେ ଡୋରି
[03:54.53]
[04:45.07] ଭୁଲ୍, ଠିକ୍, ସତ, ମିଛ ଭୁଲିଯାଏ କିଏ
[04:57.26] ଭୁଲ୍, ଠିକ୍, ସତ, ମିଛ ଭୁଲିଯାଏ କିଏ
[05:03.50] ରାମ ନାମ ଡାକେ ନୀତି ପଞ୍ଜୁରୀରେ ଶାରୀ
[05:09.78] ସମୟ ହାତରେ ଡୋରି
[05:14.63] ହୋ, ସମୟ ହାତରେ ଡୋରି
[05:21.96] ସମୟ ହାତରେ ଡୋରି
[05:26.90] ହୋ, ସମୟ ହାତରେ ଡୋରି
[05:33.87]

⭐ Rate These Lyrics

Average: 0.0/5 • 0 ratings