Home 🎬 Bollywood 🎵 Pakistani 🎤 English Pop

Sun Sathiya

👤 Mk Mukesh 🎼 Sun Sathiya ⏱️ 5:07
🎵 1787 characters
⏱️ 5:07 duration
🆔 ID: 10234697

📜 Lyrics

ଏ ମନ ବୁଝେନା ଜମା
କହୁଛି ପ୍ରେମ କରିଛି
ସମୟ ଜାଣି ହୁଏନା
ଲାଗୁଛି ଥମି ଯାଇଛି

ଯେବେ ତୁ ଆସି ମୋତେ
ଦେଇଗଲୁ ପ୍ରଥମ ଛୁଆଁ
ସେ ଛୁଆଁ ପାଇ ମନ
ଗୀତ ଗାଏ ନୂଆ-ନୂଆ

सुन साथिया, सुन ମୋ प्रिया
ତୁ ମୋର, ମୁଁ ତୋର, କହେ ଦୁନିଆଁ
सुन साथिया, सुन ମୋ प्रिया
ତୋ ବିନା ଅଧୁରା ମୋ ଦୁନିଆଁ

ସେ ଛାଇ ଧାରେ ମୁଁ ବଗିଚାରେ
ହଁ, ବସିଯାଏ ତୋ ଇଶା
ତୁ ହାତ ଧରି ନେ ମୋତେ ଭରି
ହଁ, ଭରିଯିବ ତୋ ମୋ ଆଶା

ଶୁଭେ ମୋ ଛାତି ତଳେ
ତୋ ସ୍ପନ୍ଦନ ରାତିସାରା
ଆଖିରେ ଭାସିଯାଏ
ତୋ ଚାନ୍ଦ ପରି ଚେହେରା

सुन साथिया, सुन ମୋ प्रिया
ତୁ ମୋର, ମୁଁ ତୋର, କହେ ଦୁନିଆଁ
सुन साथिया, सुन ମୋ प्रिया
ତୋ ବିନା ଅଧୁରା ମୋ ଦୁନିଆଁ

ତୋ ବାଟ ଚାହିଁ ମୁଁ ଚାଲେ କାହିଁ?
ହଁ, ଆଜି ନେଇ ସପନ
ତୁ ଆସୁ ଯଦି ମୋ ସାଥି ସାଜି
ହଁ, ଭରିଯିବ ଜୀବନ

ଛିଡା ତୋ ଛାଇ ତଳେ
ମୋ ମନର ମଧୁରାତି
ସେ ଛାଇ ଛୁଇଁବାକୁ
ଅଳି କରେ ମୋର ସ୍ମୃତି

सुन साथिया, सुन ମୋ प्रिया
ତୁ ମୋର, ମୁଁ ତୋର, କହେ ଦୁନିଆଁ

⏱️ Synced Lyrics

[01:06.17] ଏ ମନ ବୁଝେନା ଜମା
[01:11.51] କହୁଛି ପ୍ରେମ କରିଛି
[01:16.77] ସମୟ ଜାଣି ହୁଏନା
[01:22.29] ଲାଗୁଛି ଥମି ଯାଇଛି
[01:27.16] ଯେବେ ତୁ ଆସି ମୋତେ
[01:32.36] ଦେଇଗଲୁ ପ୍ରଥମ ଛୁଆଁ
[01:37.74] ସେ ଛୁଆଁ ପାଇ ମନ
[01:43.25] ଗୀତ ଗାଏ ନୂଆ-ନୂଆ
[01:49.20] सुन साथिया, सुन ମୋ प्रिया
[01:54.59] ତୁ ମୋର, ମୁଁ ତୋର, କହେ ଦୁନିଆଁ
[01:59.64] सुन साथिया, सुन ମୋ प्रिया
[02:05.39] ତୋ ବିନା ଅଧୁରା ମୋ ଦୁନିଆଁ
[02:10.24]
[02:31.53] ସେ ଛାଇ ଧାରେ ମୁଁ ବଗିଚାରେ
[02:36.68] ହଁ, ବସିଯାଏ ତୋ ଇଶା
[02:42.22] ତୁ ହାତ ଧରି ନେ ମୋତେ ଭରି
[02:47.47] ହଁ, ଭରିଯିବ ତୋ ମୋ ଆଶା
[02:52.56] ଶୁଭେ ମୋ ଛାତି ତଳେ
[02:57.77] ତୋ ସ୍ପନ୍ଦନ ରାତିସାରା
[03:03.23] ଆଖିରେ ଭାସିଯାଏ
[03:08.65] ତୋ ଚାନ୍ଦ ପରି ଚେହେରା
[03:14.43] सुन साथिया, सुन ମୋ प्रिया
[03:19.83] ତୁ ମୋର, ମୁଁ ତୋର, କହେ ଦୁନିଆଁ
[03:25.04] सुन साथिया, सुन ମୋ प्रिया
[03:30.71] ତୋ ବିନା ଅଧୁରା ମୋ ଦୁନିଆଁ
[03:35.65]
[03:56.71] ତୋ ବାଟ ଚାହିଁ ମୁଁ ଚାଲେ କାହିଁ?
[04:02.11] ହଁ, ଆଜି ନେଇ ସପନ
[04:07.62] ତୁ ଆସୁ ଯଦି ମୋ ସାଥି ସାଜି
[04:12.74] ହଁ, ଭରିଯିବ ଜୀବନ
[04:17.79] ଛିଡା ତୋ ଛାଇ ତଳେ
[04:23.18] ମୋ ମନର ମଧୁରାତି
[04:28.38] ସେ ଛାଇ ଛୁଇଁବାକୁ
[04:33.85] ଅଳି କରେ ମୋର ସ୍ମୃତି
[04:39.81] सुन साथिया, सुन ମୋ प्रिया
[04:45.23] ତୁ ମୋର, ମୁଁ ତୋର, କହେ ଦୁନିଆଁ
[04:50.14]

⭐ Rate These Lyrics

Average: 0.0/5 • 0 ratings