Home 🎬 Bollywood 🎵 Pakistani 🎤 English Pop

Sa Ra Ra Sili Sili

👤 Sourin Bhatt 🎼 Namita Agrawal Top Film Duets Vol 2 ⏱️ 3:51
🎵 2544 characters
⏱️ 3:51 duration
🆔 ID: 10413604

📜 Lyrics

ସାରାରା
ସାରାରା
ସିଲି ସିଲି
ସିଲି ସିଲି

ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି

ମୁଁ ପଢ଼ିଦେଲି ପଢ଼ିଦେଲି
ତୋ ମନ କଥା ପଢ଼ିଦେଲି
ପଢୁ-ପଢୁ ଭଲ ପାଇଗଲି, ପାଇଗଲି

ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି

ମୋ ବାଟରେ ମୁଁ ଯାଉଥିଲି
ମୁଁ ତତେ ଦେଖି ରହିଗଲି
ଦେଖୁ-ଦେଖୁ ମନ ଦେଇଦେଲି, ଦେଇଦେଲି

ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି

ହୃଦୟର ଚିଠି ନେଇ ଦବା ପାଇଁ ଜଣକୁ
ଆଖି ଦୁଇ ପକ୍ଷୀ ମୋର ଉଡ଼ି ଗଲେ ଦୂରକୁ
ଦୂରେ-ଦୂରେ ଖୋଜି ଖୋଜି ପାଇଗଲି ଜଣକୁ
ଆଜି ଯାଏ ମନେମନେ ଖୋଜୁଥିଲି ଯାହାକୁ

ମୁଁ ଛୁଇଁଦେଲି ଛୁଇଁଦେଲି
ତୋ ମନକୁ ମୁଁ ଛୁଇଁଦେଲି
ଛାତି ତଳେ ତୋର ଘର କଲି, ଘର କଲି

ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି

ପ୍ରେମଋତୁ ଅଚାନକ ଛୁଇଁ ଯାଏ ଏମିତି
ଭଲଲାଗେ ପୃଥିବୀଟା ନୂଆ ନୂଆ ଯେମିତି
ଆଖି କଥା ଆଖି ବୁଝେ, ମନ ଜାଣି ହୁଏନା
ଅଧାକଥା ବୁଝିହୁଏ, ଅଧା ବୁଝି ହୁଏନା

ମୋ ନିଦକୁ ମୁଁ ହଜେଇଲି
ମୋ ସପନ ମୁଁ ସଜେଇଲି
ନୂଆ ଦୁନିଆରେ ପାଦ ଦେଲି, ପାଦ ଦେଲି

ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି

ମୁଁ ପଢ଼ିଦେଲି ପଢ଼ିଦେଲି
ତୋ ମନ କଥା ପଢ଼ିଦେଲି
ପଢୁ-ପଢୁ ଭଲ ପାଇଗଲି, ପାଇଗଲି

ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି
ସାରାରା ସାରାରା ସିଲି ସିଲି

⏱️ Synced Lyrics

[00:02.19] ସାରାରା
[00:08.63] ସାରାରା
[00:10.83] ସିଲି ସିଲି
[00:12.69] ସିଲି ସିଲି
[00:18.36] ସାରାରା ସାରାରା ସିଲି ସିଲି
[00:21.84] ସାରାରା ସାରାରା ସିଲି ସିଲି
[00:25.10] ମୁଁ ପଢ଼ିଦେଲି ପଢ଼ିଦେଲି
[00:28.80] ତୋ ମନ କଥା ପଢ଼ିଦେଲି
[00:32.62] ପଢୁ-ପଢୁ ଭଲ ପାଇଗଲି, ପାଇଗଲି
[00:38.38] ସାରାରା ସାରାରା ସିଲି ସିଲି
[00:41.85] ସାରାରା ସାରାରା ସିଲି ସିଲି
[00:45.23] ମୋ ବାଟରେ ମୁଁ ଯାଉଥିଲି
[00:48.81] ମୁଁ ତତେ ଦେଖି ରହିଗଲି
[00:52.62] ଦେଖୁ-ଦେଖୁ ମନ ଦେଇଦେଲି, ଦେଇଦେଲି
[00:58.40] ସାରାରା ସାରାରା ସିଲି ସିଲି
[01:01.97] ସାରାରା ସାରାରା ସିଲି ସିଲି
[01:23.86] ହୃଦୟର ଚିଠି ନେଇ ଦବା ପାଇଁ ଜଣକୁ
[01:31.25] ଆଖି ଦୁଇ ପକ୍ଷୀ ମୋର ଉଡ଼ି ଗଲେ ଦୂରକୁ
[01:38.51] ଦୂରେ-ଦୂରେ ଖୋଜି ଖୋଜି ପାଇଗଲି ଜଣକୁ
[01:45.75] ଆଜି ଯାଏ ମନେମନେ ଖୋଜୁଥିଲି ଯାହାକୁ
[01:52.50] ମୁଁ ଛୁଇଁଦେଲି ଛୁଇଁଦେଲି
[01:56.09] ତୋ ମନକୁ ମୁଁ ଛୁଇଁଦେଲି
[01:59.76] ଛାତି ତଳେ ତୋର ଘର କଲି, ଘର କଲି
[02:05.78] ସାରାରା ସାରାରା ସିଲି ସିଲି
[02:09.15] ସାରାରା ସାରାରା ସିଲି ସିଲି
[02:31.39] ପ୍ରେମଋତୁ ଅଚାନକ ଛୁଇଁ ଯାଏ ଏମିତି
[02:38.62] ଭଲଲାଗେ ପୃଥିବୀଟା ନୂଆ ନୂଆ ଯେମିତି
[02:45.76] ଆଖି କଥା ଆଖି ବୁଝେ, ମନ ଜାଣି ହୁଏନା
[02:53.07] ଅଧାକଥା ବୁଝିହୁଏ, ଅଧା ବୁଝି ହୁଏନା
[02:59.51] ମୋ ନିଦକୁ ମୁଁ ହଜେଇଲି
[03:03.35] ମୋ ସପନ ମୁଁ ସଜେଇଲି
[03:07.15] ନୂଆ ଦୁନିଆରେ ପାଦ ଦେଲି, ପାଦ ଦେଲି
[03:12.93] ସାରାରା ସାରାରା ସିଲି ସିଲି
[03:16.59] ସାରାରା ସାରାରା ସିଲି ସିଲି
[03:19.85] ମୁଁ ପଢ଼ିଦେଲି ପଢ଼ିଦେଲି
[03:23.40] ତୋ ମନ କଥା ପଢ଼ିଦେଲି
[03:27.12] ପଢୁ-ପଢୁ ଭଲ ପାଇଗଲି, ପାଇଗଲି
[03:32.94] ସାରାରା ସାରାରା ସିଲି ସିଲି
[03:36.49] ସାରାରା ସାରାରା ସିଲି ସିଲି
[03:40.05] ସାରାରା ସାରାରା ସିଲି ସିଲି
[03:43.83] ସାରାରା ସାରାରା ସିଲି ସିଲି
[03:46.73]

⭐ Rate These Lyrics

Average: 0.0/5 • 0 ratings