Home 🎬 Bollywood 🎵 Pakistani 🎤 English Pop

Gazal Gazal

👤 Humane Sagar 🎼 Abhay (Original Motion Picture Soundtrack) ⏱️ 4:21
🎵 2292 characters
⏱️ 4:21 duration
🆔 ID: 10414131

📜 Lyrics

ଏତେ ଭଲ ମୋତେ ପାଇଲୁ ତୁ
ହୃଦୟକୁ ଏତେ ଛୁଇଁଲୁ ତୁ
ଛାତି ତଳେ ମୋର ହେଲା ହଲଚଲ୍, ହାଏ
ଏତେ ମିଠା ତୋର ରାଗ, ରୁଷା
ରାଗ ତଳେ ଏତେ ମହୁ-ବର୍ଷା
ମନ ତଳେ ମୋର ହେଲା ଝଲମଲ୍

ହଁ, ହସ ତୋର ହାତବୁଣା ରେଶମୀ-ରୁମାଲ

ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल

ସ୍ବପ୍ନ, ହଁ, ତୁ ସ୍ବପ୍ନ
ଧୀରେ-ଧୀରେ ଆସିଲୁ, ଆଖିସାରା ବସିଲୁ
ନେଇଗଲୁ ମୋର ମନ
ଜହ୍ନ, ହଁ, ତୁ ଜହ୍ନ
ଧୀରେ-ଧୀରେ ଉଇଁଲୁ, ଏମିତି ତୁ ଛୁଇଁଲୁ
ଦେହସାରା ଚିହ୍ନ-ଚିହ୍ନ

ନୀଳ ନୀଳ ଆଖି ନିଶା-ନିଶା
ତାରକସି ତୋ ରୂପର नक्शा
ଦିନ, ରାତି ହାଏ, ହେଲା ଝଲମଲ୍

ଓ, ଚାହାଣିରେ ଚୁନା-ଚୁନା ଚୁମକିର पायल

ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल

ବାସ୍ନା, ହଁ, ତୋ ବାସ୍ନା
ଧୀରେ-ଧୀରେ ବୋହିଲୁ, ବାଟସାରା ଛୁଇଁଲୁ
ମାଟି ହେଲା ସୁନା-ସୁନା
ସୁନା, ହଁ, ତୁ ସୁନା
ଚିକିମିକ୍ ତୋ ରଙ୍ଗରେ ଚମକିଲୁ ଭାଗ୍ୟରେ
ତୋ'ବିନା ମୁଁ ଚୁନା-ଚୁନା

ଝୁମା-ଝୁମା ଲାଗେ ସାରାଦିନ
ଚୁମା-ଚୁମା ଲାଗେ ସାରାରାତି
ଏ କି ରୋଗ ମୋତେ କଲା କଲବଲ୍?

ହୋ, ଦୁନିଆଁରେ ତୁ ଏକା ପୁଅଟେ କମାଲ୍

ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल

⏱️ Synced Lyrics

[00:23.71] ଏତେ ଭଲ ମୋତେ ପାଇଲୁ ତୁ
[00:26.56] ହୃଦୟକୁ ଏତେ ଛୁଇଁଲୁ ତୁ
[00:29.36] ଛାତି ତଳେ ମୋର ହେଲା ହଲଚଲ୍, ହାଏ
[00:34.85] ଏତେ ମିଠା ତୋର ରାଗ, ରୁଷା
[00:37.51] ରାଗ ତଳେ ଏତେ ମହୁ-ବର୍ଷା
[00:40.37] ମନ ତଳେ ମୋର ହେଲା ଝଲମଲ୍
[00:45.02] ହଁ, ହସ ତୋର ହାତବୁଣା ରେଶମୀ-ରୁମାଲ
[00:50.79] ହାଏ ତୋ ପ୍ରେମ...
[00:54.03] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[00:58.92] ହାଏ ତୋ ପ୍ରେମ...
[01:02.47] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[01:07.44]
[01:30.49] ସ୍ବପ୍ନ, ହଁ, ତୁ ସ୍ବପ୍ନ
[01:36.30] ଧୀରେ-ଧୀରେ ଆସିଲୁ, ଆଖିସାରା ବସିଲୁ
[01:41.91] ନେଇଗଲୁ ମୋର ମନ
[01:47.02] ଜହ୍ନ, ହଁ, ତୁ ଜହ୍ନ
[01:53.12] ଧୀରେ-ଧୀରେ ଉଇଁଲୁ, ଏମିତି ତୁ ଛୁଇଁଲୁ
[01:58.70] ଦେହସାରା ଚିହ୍ନ-ଚିହ୍ନ
[02:04.19] ନୀଳ ନୀଳ ଆଖି ନିଶା-ନିଶା
[02:07.06] ତାରକସି ତୋ ରୂପର नक्शा
[02:09.86] ଦିନ, ରାତି ହାଏ, ହେଲା ଝଲମଲ୍
[02:14.44] ଓ, ଚାହାଣିରେ ଚୁନା-ଚୁନା ଚୁମକିର पायल
[02:19.81] ହାଏ ତୋ ପ୍ରେମ...
[02:23.47] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[02:28.42] ହାଏ ତୋ ପ୍ରେମ...
[02:31.62] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[02:36.37]
[03:12.34] ବାସ୍ନା, ହଁ, ତୋ ବାସ୍ନା
[03:18.04] ଧୀରେ-ଧୀରେ ବୋହିଲୁ, ବାଟସାରା ଛୁଇଁଲୁ
[03:23.71] ମାଟି ହେଲା ସୁନା-ସୁନା
[03:28.85] ସୁନା, ହଁ, ତୁ ସୁନା
[03:34.98] ଚିକିମିକ୍ ତୋ ରଙ୍ଗରେ ଚମକିଲୁ ଭାଗ୍ୟରେ
[03:40.43] ତୋ'ବିନା ମୁଁ ଚୁନା-ଚୁନା
[03:46.16] ଝୁମା-ଝୁମା ଲାଗେ ସାରାଦିନ
[03:48.85] ଚୁମା-ଚୁମା ଲାଗେ ସାରାରାତି
[03:51.79] ଏ କି ରୋଗ ମୋତେ କଲା କଲବଲ୍?
[03:56.32] ହୋ, ଦୁନିଆଁରେ ତୁ ଏକା ପୁଅଟେ କମାଲ୍
[04:01.76] ହାଏ ତୋ ପ୍ରେମ...
[04:05.27] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[04:10.25] ହାଏ ତୋ ପ୍ରେମ...
[04:13.86] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[04:18.10]

⭐ Rate These Lyrics

Average: 0.0/5 • 0 ratings