Home 🎬 Bollywood 🎵 Pakistani 🎤 English Pop

Kichi Hau Hau Kichi Hela

👤 Babul Supriyo, Abhijit Mazumdar 🎼 Balunga Toka ⏱️ 3:56
🎵 2955 characters
⏱️ 3:56 duration
🆔 ID: 10440261

📜 Lyrics

କିଛି ହଉ-ହଉ କିଛି ହେଲାରେ, ଇଲା-ଇଲା-ଇଲା
ସିଟି ମାରୁ-ମାରୁ station ଛାଡ଼ି ଗାଡ଼ି ଗଡ଼ିଗଲା

ମୁଁ ତ ଚଗଲି, ତୁ ତ ଚଗଲା
ଯାହା ହେଲା ଭଲହେଲା
Line clear ହେଇନାହିଁ ଆମ signal ଭାଙ୍ଗିଗଲା

ଲାଗିଲା ଧକା ଲାଗିଲା, ଧକା ଲାଗିଲା (ଲାଗିଲା ଧକା ଲାଗିଲା, ଧକା ଲାଗିଲା)

ଧକା ଲାଗୁ-ଲାଗୁ ପ୍ରେମ ହେଲାରେ, ବହି ଜଳିଗଲା
ଆରେ କିଛି ହଉ-ହଉ କିଛି ହେଲାରେ, ଇଲା-ଇଲା-ଇଲା

ଯେଉଁ କଥା ଆଖି ତୋର ଦଉଥିଲା ଫାଙ୍କି
ସେଇ କଥା ଓଠ ତୋର ଦେଲା ଆଜି ଲେଖି
ହେ, ଯେଉଁ କଥା ଆଖି ତୋର ଦେଉଥିଲା ଫାଙ୍କି
ସେଇ କଥା ଓଠ ତୋର ଦେଲା ଆଜି ଲେଖି

ହୋ, ଆଜି ଯାଏଁ ମନରେ ମୋ ପଡ଼ିଥିଲା ତାଲା
ଲାଗେ ଆଜି ସେଇ ମନକୁ ଚୋର ନେଇଗଲା

ତୁ ତ ରଙ୍ଗିଲି, ମୁଁ ତ ରଙ୍ଗିଲା
ଯାହା ହେଲା ଭଲହେଲା
ପାଉଁଶ ତଳ ନିଆଁଟା ଆଜି ହୁତ୍-ହୁତ୍ ଜଳିଗଲା

ଫୁଟିଲା ବୋମା ଫୁଟିଲା, ବୋମା ଫୁଟିଲା (ଫୁଟିଲା ବୋମା ଫୁଟିଲା, ବୋମା ଫୁଟିଲା)

ବୋମା ଫୁଟୁ ଫୁଟୁ ପ୍ରେମ ହେଲାରେ, ବହି ଜଳିଗଲା
ଆରେ କିଛି ହଉ ହଉ କିଛି ହେଲାରେ, ଇଲା-ଇଲା-ଇଲା

ଲାଗୁଥିଲା ଭଅଁରଟା ନିହାତି ଅନାଡ଼ି
ଫୁଲ ଗାଲେ ଲେଖିଦେଲା ପ୍ରେମ ABCD
ଆରେ ଲାଗୁଥିଲା ଭଅଁରଟା ନିହାତି ଅନାଡ଼ି
ଫୁଲ ଗାଲେ ଲେଖିଦେଲା ପ୍ରେମ ABCD

ଆରେ ବୟସର ଦୋଷ ଇଏ ଆମ ଦୋଷ ନୁହେଁ
ପ୍ରେମ ବାଟେ ସବୁବେଳେ ପାଦ ଖସିଯାଏ

ଆରେ ମୁଁବି କୁଆଁରୀ, ତୁବି କୁଆଁରା
ଯାହା ହେଲା ଭଲହେଲା
ଆଜିଠାରୁ ଆମ ଖୁଲମ-ଖୁଲା Licence ମିଳିଗଲା

ଜମିଲା ଯୋଡ଼ି ଜମିଲା, ଯୋଡ଼ି ଜମିଲା (ଜମିଲା ଯୋଡ଼ି ଜମିଲା, ଯୋଡ଼ି ଜମିଲା)
ଯୋଡ଼ି ଜମୁ ଜମୁ ପ୍ରେମ ହେଲାରେ, ବହି ଜଳିଗଲା

ଆରେ କିଛି ହଉ ହଉ କିଛି ହେଲାରେ, ଇଲା-ଇଲା-ଇଲା
ଆରେ ସିଟି ମାରୁ ମାରୁ station ଛାଡ଼ି ଗାଡ଼ି ଗଡ଼ିଗଲା

⏱️ Synced Lyrics

[00:29.92] କିଛି ହଉ-ହଉ କିଛି ହେଲାରେ, ଇଲା-ଇଲା-ଇଲା
[00:37.23] ସିଟି ମାରୁ-ମାରୁ station ଛାଡ଼ି ଗାଡ଼ି ଗଡ଼ିଗଲା
[00:43.98] ମୁଁ ତ ଚଗଲି, ତୁ ତ ଚଗଲା
[00:46.05] ଯାହା ହେଲା ଭଲହେଲା
[00:47.44] Line clear ହେଇନାହିଁ ଆମ signal ଭାଙ୍ଗିଗଲା
[00:51.00] ଲାଗିଲା ଧକା ଲାଗିଲା, ଧକା ଲାଗିଲା (ଲାଗିଲା ଧକା ଲାଗିଲା, ଧକା ଲାଗିଲା)
[00:54.79] ଧକା ଲାଗୁ-ଲାଗୁ ପ୍ରେମ ହେଲାରେ, ବହି ଜଳିଗଲା
[01:01.02] ଆରେ କିଛି ହଉ-ହଉ କିଛି ହେଲାରେ, ଇଲା-ଇଲା-ଇଲା
[01:05.86]
[01:33.58] ଯେଉଁ କଥା ଆଖି ତୋର ଦଉଥିଲା ଫାଙ୍କି
[01:36.95] ସେଇ କଥା ଓଠ ତୋର ଦେଲା ଆଜି ଲେଖି
[01:44.22] ହେ, ଯେଉଁ କଥା ଆଖି ତୋର ଦେଉଥିଲା ଫାଙ୍କି
[01:47.71] ସେଇ କଥା ଓଠ ତୋର ଦେଲା ଆଜି ଲେଖି
[01:51.32] ହୋ, ଆଜି ଯାଏଁ ମନରେ ମୋ ପଡ଼ିଥିଲା ତାଲା
[01:54.99] ଲାଗେ ଆଜି ସେଇ ମନକୁ ଚୋର ନେଇଗଲା
[01:58.37] ତୁ ତ ରଙ୍ଗିଲି, ମୁଁ ତ ରଙ୍ଗିଲା
[02:00.55] ଯାହା ହେଲା ଭଲହେଲା
[02:01.94] ପାଉଁଶ ତଳ ନିଆଁଟା ଆଜି ହୁତ୍-ହୁତ୍ ଜଳିଗଲା
[02:05.11] ଫୁଟିଲା ବୋମା ଫୁଟିଲା, ବୋମା ଫୁଟିଲା (ଫୁଟିଲା ବୋମା ଫୁଟିଲା, ବୋମା ଫୁଟିଲା)
[02:08.95] ବୋମା ଫୁଟୁ ଫୁଟୁ ପ୍ରେମ ହେଲାରେ, ବହି ଜଳିଗଲା
[02:15.50] ଆରେ କିଛି ହଉ ହଉ କିଛି ହେଲାରେ, ଇଲା-ଇଲା-ଇଲା
[02:19.75]
[02:46.18] ଲାଗୁଥିଲା ଭଅଁରଟା ନିହାତି ଅନାଡ଼ି
[02:49.56] ଫୁଲ ଗାଲେ ଲେଖିଦେଲା ପ୍ରେମ ABCD
[02:56.48] ଆରେ ଲାଗୁଥିଲା ଭଅଁରଟା ନିହାତି ଅନାଡ଼ି
[03:00.04] ଫୁଲ ଗାଲେ ଲେଖିଦେଲା ପ୍ରେମ ABCD
[03:03.98] ଆରେ ବୟସର ଦୋଷ ଇଏ ଆମ ଦୋଷ ନୁହେଁ
[03:06.92] ପ୍ରେମ ବାଟେ ସବୁବେଳେ ପାଦ ଖସିଯାଏ
[03:10.55] ଆରେ ମୁଁବି କୁଆଁରୀ, ତୁବି କୁଆଁରା
[03:12.46] ଯାହା ହେଲା ଭଲହେଲା
[03:14.21] ଆଜିଠାରୁ ଆମ ଖୁଲମ-ଖୁଲା Licence ମିଳିଗଲା
[03:17.65] ଜମିଲା ଯୋଡ଼ି ଜମିଲା, ଯୋଡ଼ି ଜମିଲା (ଜମିଲା ଯୋଡ଼ି ଜମିଲା, ଯୋଡ଼ି ଜମିଲା)
[03:21.25] ଯୋଡ଼ି ଜମୁ ଜମୁ ପ୍ରେମ ହେଲାରେ, ବହି ଜଳିଗଲା
[03:27.83] ଆରେ କିଛି ହଉ ହଉ କିଛି ହେଲାରେ, ଇଲା-ଇଲା-ଇଲା
[03:35.08] ଆରେ ସିଟି ମାରୁ ମାରୁ station ଛାଡ଼ି ଗାଡ଼ି ଗଡ଼ିଗଲା
[03:55.14]

⭐ Rate These Lyrics

Average: 0.0/5 • 0 ratings