Home 🎬 Bollywood 🎵 Pakistani 🎤 English Pop

Sister Sridevi

👤 Tariq Aziz 🎼 Sister Sridevi (Original Motion Picture Soundtrack) ⏱️ 4:14
🎵 3440 characters
⏱️ 4:14 duration
🆔 ID: 10472403

📜 Lyrics

(ଶ୍ରୀଦେବୀ, ଶ୍ରୀଦେବୀ, ଶ୍ରୀଦେବୀ)
(ଶ୍ରୀଦେବୀ, ଶ୍ରୀଦେବୀ, ଏଇ ଶ୍ରୀଦେବୀ)
ମୋତେ first time ଯିଏ ଦେଖିବ
ତାକୁ romantic ଝଟକା ଲାଗିବ
ସିଏ ବୁଲି-ବୁଲି ଖାଲି କହିବ, ଆରେ, wow, wow, wow, wow, wow
Wow, wow
ହେଲେ China ମାଲ quality, no warranty, no guarantee
ଯିଏ ରଖିବ ପାନେ ଚାଖିବ, ହଁ, wow, wow, wow, wow, wow
Wow, wow

ଥରେ ହଲେଇଦେଲେ ଦିଲ୍ ମୋର ଉଠିଯାଏ bill
Hot-hot figure ବାବା बड़ी मुश्किल
ରଙ୍ଗୀନ-ରଙ୍ଗୀନ ଲାଗେ ସିନା black and white T.V

ଓ, sister ଶ୍ରୀଦେବୀ, ହାଏ ହାଏରେ ଶ୍ରୀଦେବୀ
ଆରେ sister ଶ୍ରୀଦେବୀ, ଶ୍ରୀଦେବୀ, ହା
ଓ, sister ଶ୍ରୀଦେବୀ, ହାଏ ହାଏରେ ଶ୍ରୀଦେବୀ
ଆରେ sister ଶ୍ରୀଦେବୀ, ଶ୍ରୀଦେବୀ, ହା
ଆରେ, Chennai ହିଲେଇଲା, Bombay ହିଲେଇଲା
ଏବେ ହଲିଯିବ କଟକରୁ ରାଉରକେଲା
ହଁ, ବୁଝିବ ସିନା ବୁଝିଲାବାଲା, କିଏ ଏଠି ମଜନୁ ପୁଣି କିଏ ତ ଲୈଲା

ବୋତଲ ସିନା ନୂଆ ହେଲେ ପୁରୁଣା दारू
ଛୁଇଁଦେଲେ solid ନିଶା ହବ ରେ सुरु
ଆରେ, ପ୍ରେମ-ତାଲା ଖୋଲିବି ବୋଲି ଲୁଚେଇଛି ଚାବି

ଓ, sister ଶ୍ରୀଦେବୀ, ହାଏ ହାଏରେ ଶ୍ରୀଦେବୀ
ଆରେ sister ଶ୍ରୀଦେବୀ, ଶ୍ରୀଦେବୀ, ହା
ଓ, sister ଶ୍ରୀଦେବୀ, ହାଏ ହାଏରେ ଶ୍ରୀଦେବୀ
ଆରେ sister ଶ୍ରୀଦେବୀ, ଶ୍ରୀଦେବୀ, ହା
ଦିଲ୍, ହାଏ-ହାଏ-ହାଏ, ତୁ ମୋର ଦିଲ୍
କେବେ ତୁ ବୁଝିବୁ ମୋ feel?
ତୋ ପାଇଁ ଛାତି ତଳେ thrill
ଆଏ-ହାଏ ଦିଲ୍, ଓଏ-ହୋଏ ଦିଲ୍
ଆଏ-ହାଏ ଦିଲ୍, ଓଏ-ହୋଏ ଦିଲ୍

ଦିଲ୍, ହାଏ-ହାଏ-ହାଏ, ତୁ ମୋର ଦିଲ୍
କେବେ ତୁ ବୁଝିବୁ ମୋ feel?
ତୋ ପାଇଁ ଛାତି ତଳେ thrill
ଆଏ-ହାଏ ଦିଲ୍, ଓଏ-ହୋଏ ଦିଲ୍
ଆଏ-ହାଏ ଦିଲ୍, ଓଏ-ହୋଏ ଦିଲ୍

जान भी देगा, प्राण भी देगा
Love ପାଇଁ ଶ୍ରୀଦେବୀ ତୋ कुछ भी करेगा
କୁକୁଡ଼ାରୁ ଅଣ୍ଡା? ନା ଅଣ୍ଡାରୁ କୁକୁଡ଼ା?
Final କଥା ଜାଣିଥା ଭାଇ Chicken-पकोड़ा

ଲୁଚକାଳି ଖେଳେ ସିନା ଏଇ ମନଟା
ପାଖକୁ ଗଲେ signal ଦିଏ ପ୍ରେମର କଣ୍ଟା
ଆଉ କେତେ ଦିନ ତାକୁ ମୁଁ balance କରୁଥିବି?

ଓ, sister ଶ୍ରୀଦେବୀ, ହାଏ ହାଏରେ ଶ୍ରୀଦେବୀ
ଆରେ sister ଶ୍ରୀଦେବୀ, ଶ୍ରୀଦେବୀ, ହା
ଓ, sister ଶ୍ରୀଦେବୀ, ହାଏ ହାଏରେ ଶ୍ରୀଦେବୀ
ଆରେ sister ଶ୍ରୀଦେବୀ, ଶ୍ରୀଦେବୀ, ହା

⏱️ Synced Lyrics

[00:12.83] (ଶ୍ରୀଦେବୀ, ଶ୍ରୀଦେବୀ, ଶ୍ରୀଦେବୀ)
[00:16.10] (ଶ୍ରୀଦେବୀ, ଶ୍ରୀଦେବୀ, ଏଇ ଶ୍ରୀଦେବୀ)
[00:19.80]
[00:33.23] ମୋତେ first time ଯିଏ ଦେଖିବ
[00:35.13] ତାକୁ romantic ଝଟକା ଲାଗିବ
[00:36.79] ସିଏ ବୁଲି-ବୁଲି ଖାଲି କହିବ, ଆରେ, wow, wow, wow, wow, wow
[00:41.87] Wow, wow
[00:43.55] ହେଲେ China ମାଲ quality, no warranty, no guarantee
[00:46.89] ଯିଏ ରଖିବ ପାନେ ଚାଖିବ, ହଁ, wow, wow, wow, wow, wow
[00:52.03] Wow, wow
[00:53.57] ଥରେ ହଲେଇଦେଲେ ଦିଲ୍ ମୋର ଉଠିଯାଏ bill
[00:57.36] Hot-hot figure ବାବା बड़ी मुश्किल
[01:00.75] ରଙ୍ଗୀନ-ରଙ୍ଗୀନ ଲାଗେ ସିନା black and white T.V
[01:05.43] ଓ, sister ଶ୍ରୀଦେବୀ, ହାଏ ହାଏରେ ଶ୍ରୀଦେବୀ
[01:08.06] ଆରେ sister ଶ୍ରୀଦେବୀ, ଶ୍ରୀଦେବୀ, ହା
[01:15.54] ଓ, sister ଶ୍ରୀଦେବୀ, ହାଏ ହାଏରେ ଶ୍ରୀଦେବୀ
[01:19.00] ଆରେ sister ଶ୍ରୀଦେବୀ, ଶ୍ରୀଦେବୀ, ହା
[01:22.81]
[01:44.26] ଆରେ, Chennai ହିଲେଇଲା, Bombay ହିଲେଇଲା
[01:47.67] ଏବେ ହଲିଯିବ କଟକରୁ ରାଉରକେଲା
[01:54.31] ହଁ, ବୁଝିବ ସିନା ବୁଝିଲାବାଲା, କିଏ ଏଠି ମଜନୁ ପୁଣି କିଏ ତ ଲୈଲା
[02:01.48] ବୋତଲ ସିନା ନୂଆ ହେଲେ ପୁରୁଣା दारू
[02:04.75] ଛୁଇଁଦେଲେ solid ନିଶା ହବ ରେ सुरु
[02:07.91] ଆରେ, ପ୍ରେମ-ତାଲା ଖୋଲିବି ବୋଲି ଲୁଚେଇଛି ଚାବି
[02:13.13] ଓ, sister ଶ୍ରୀଦେବୀ, ହାଏ ହାଏରେ ଶ୍ରୀଦେବୀ
[02:16.51] ଆରେ sister ଶ୍ରୀଦେବୀ, ଶ୍ରୀଦେବୀ, ହା
[02:23.17] ଓ, sister ଶ୍ରୀଦେବୀ, ହାଏ ହାଏରେ ଶ୍ରୀଦେବୀ
[02:26.70] ଆରେ sister ଶ୍ରୀଦେବୀ, ଶ୍ରୀଦେବୀ, ହା
[02:30.32]
[02:50.59] ଦିଲ୍, ହାଏ-ହାଏ-ହାଏ, ତୁ ମୋର ଦିଲ୍
[02:55.99] କେବେ ତୁ ବୁଝିବୁ ମୋ feel?
[02:59.12] ତୋ ପାଇଁ ଛାତି ତଳେ thrill
[03:01.73] ଆଏ-ହାଏ ଦିଲ୍, ଓଏ-ହୋଏ ଦିଲ୍
[03:03.38] ଆଏ-ହାଏ ଦିଲ୍, ଓଏ-ହୋଏ ଦିଲ୍
[03:05.75] ଦିଲ୍, ହାଏ-ହାଏ-ହାଏ, ତୁ ମୋର ଦିଲ୍
[03:10.84] କେବେ ତୁ ବୁଝିବୁ ମୋ feel?
[03:14.50] ତୋ ପାଇଁ ଛାତି ତଳେ thrill
[03:16.99] ଆଏ-ହାଏ ଦିଲ୍, ଓଏ-ହୋଏ ଦିଲ୍
[03:18.62] ଆଏ-ହାଏ ଦିଲ୍, ଓଏ-ହୋଏ ଦିଲ୍
[03:20.98] जान भी देगा, प्राण भी देगा
[03:24.45] Love ପାଇଁ ଶ୍ରୀଦେବୀ ତୋ कुछ भी करेगा
[03:27.82] କୁକୁଡ଼ାରୁ ଅଣ୍ଡା? ନା ଅଣ୍ଡାରୁ କୁକୁଡ଼ା?
[03:31.11] Final କଥା ଜାଣିଥା ଭାଇ Chicken-पकोड़ा
[03:34.52] ଲୁଚକାଳି ଖେଳେ ସିନା ଏଇ ମନଟା
[03:37.89] ପାଖକୁ ଗଲେ signal ଦିଏ ପ୍ରେମର କଣ୍ଟା
[03:40.97] ଆଉ କେତେ ଦିନ ତାକୁ ମୁଁ balance କରୁଥିବି?
[03:46.05] ଓ, sister ଶ୍ରୀଦେବୀ, ହାଏ ହାଏରେ ଶ୍ରୀଦେବୀ
[03:49.34] ଆରେ sister ଶ୍ରୀଦେବୀ, ଶ୍ରୀଦେବୀ, ହା
[03:56.11] ଓ, sister ଶ୍ରୀଦେବୀ, ହାଏ ହାଏରେ ଶ୍ରୀଦେବୀ
[03:59.55] ଆରେ sister ଶ୍ରୀଦେବୀ, ଶ୍ରୀଦେବୀ, ହା
[04:03.20]

⭐ Rate These Lyrics

Average: 0.0/5 • 0 ratings