O Lala O Lala
🎵 3079 characters
⏱️ 3:50 duration
🆔 ID: 10522924
📜 Lyrics
ହାଁ, ଧୀରେ-ଧୀରେ ପବନଟା କଲା ମୋତେ ହଲଚଲ୍
ମନ କହେ ନାଚି-ଗାଇ ଝୁମିଯିବି हर पल
ଧୀରେ-ଧୀରେ ପବନଟା କଲା ମୋତେ ହଲଚଲ୍
ମନ କହେ ନାଚି-ଗାଇ ଝୁମିଯିବି हर पल
नमकीन ବୟସଟା twist ମାଇଲା
ଉଲ୍ଲାଲା-ଉଲ୍ଲାଲା, ଚାଲ୍ ଦୁଷ୍ଟାମୀ କରିବା ସାଲା
ହେଲେ ପଛେ ହେଇଯାଉ, ହଲ୍ଲାଗୁଲ୍ଲା
ଉଲ୍ଲାଲା-ଉଲ୍ଲାଲା, ଚାଲ୍ ଦୁଷ୍ଟାମୀ କରିବା ସାଲା
ହେଲେ ପଛେ ହେଇଯାଉ, ହଲ୍ଲାଗୁଲ୍ଲା
ନା ରେ ବାବା ସମ୍ଭାଳି ଯା, ହନା ତୁ ହଲଚଲ୍
ସଞ୍ଜ-ସଞ୍ଜ ମୁହଁ ତୋର ଚାନ୍ଦ ପରି ଝଲମଲ୍
ଭୁଲ ଟିକେ ହେଇଗଲେ ଭାରି ଝାମେଲା
ଉଲ୍ଲାଲା-ଉଲ୍ଲାଲା, ଚାଲ୍ ଦୁଷ୍ଟାମୀ କରିବା ସାଲା
ହେଲେ ପଛେ ହେଇଯାଉ, ହଲ୍ଲାଗୁଲ୍ଲା
ଉଲ୍ଲାଲା-ଉଲ୍ଲାଲା, ଚାଲ୍ ଦୁଷ୍ଟାମୀ କରିବା ସାଲା
ହେଲେ ପଛେ ହେଇଯାଉ, ହଲ୍ଲାଗୁଲ୍ଲା
ହଁ, ସିଲିସିଲି मौसम ଟା ମହୁ ଝରାଏ, ଭାରି ମଜା ଲାଗେ
ହଁ, ଏତେ ଚଗଲି କେମିତି ହେଲୁ, ବିଜୁଳି ପରି ଚମକୁ ବର୍ଷା ମେଘେ
ହାଁ, ଆକାଶଟା ମୋ ପାଇଁକି ଗାଏ ଆଜି ସରଗମ୍
ଇଚ୍ଛାହୁଏ ଗୁଡ଼ି ପରି ଉଡିବାକୁ हर दम
ନଟେଇର ସୁତା କିଏ କାଟେଇ ଦେଲା
ଉଲ୍ଲାଲା-ଉଲ୍ଲାଲା, ଚାଲ୍ ଦୁଷ୍ଟାମୀ କରିବା ସାଲା
ହେଲେ ପଛେ ହେଇଯାଉ, ହଲ୍ଲାଗୁଲ୍ଲା
(ଉଲ୍ଲାଲା-ଉଲ୍ଲାଲା, ଉଲ୍ଲାଲା, ଉଲ୍ଲାଲା)
ଆରେ, ଲାଗୁଛି ଆଜି ପାଇଛି ଖୋଜି
ମନ ତଳେ ମୋ ଥିଲା ଯେତେ ଆଶା
ହଁ, ତୋରି ହସ, ତୋରି ଖୁସି
ସାଜିଛି ମୋର ଜୀବନର ନିଶା
ଉଁମ୍, କହିଲେ ତ କହୁ ପଛେ ଏ ଦୁନିଆଁ बेशरम
ବଦମାସି ଖୋଜେ ମନ, ଟିକେ ବେଶୀ ଟିକେ କମ୍
ଧର-ଧର ହାତ ମୋର ପାଦ ଖସିଲା
ଏ-ଏ, ଆରେ-ରେ-ରେ

⏱️ Synced Lyrics
[00:25.04] ହାଁ, ଧୀରେ-ଧୀରେ ପବନଟା କଲା ମୋତେ ହଲଚଲ୍
[00:31.86] ମନ କହେ ନାଚି-ଗାଇ ଝୁମିଯିବି हर पल
[00:37.65] ଧୀରେ-ଧୀରେ ପବନଟା କଲା ମୋତେ ହଲଚଲ୍
[00:41.54] ମନ କହେ ନାଚି-ଗାଇ ଝୁମିଯିବି हर पल
[00:45.30] नमकीन ବୟସଟା twist ମାଇଲା
[00:51.16] ଉଲ୍ଲାଲା-ଉଲ୍ଲାଲା, ଚାଲ୍ ଦୁଷ୍ଟାମୀ କରିବା ସାଲା
[00:54.91] ହେଲେ ପଛେ ହେଇଯାଉ, ହଲ୍ଲାଗୁଲ୍ଲା
[00:58.97] ଉଲ୍ଲାଲା-ଉଲ୍ଲାଲା, ଚାଲ୍ ଦୁଷ୍ଟାମୀ କରିବା ସାଲା
[01:02.83] ହେଲେ ପଛେ ହେଇଯାଉ, ହଲ୍ଲାଗୁଲ୍ଲା
[01:07.08] ନା ରେ ବାବା ସମ୍ଭାଳି ଯା, ହନା ତୁ ହଲଚଲ୍
[01:11.12] ସଞ୍ଜ-ସଞ୍ଜ ମୁହଁ ତୋର ଚାନ୍ଦ ପରି ଝଲମଲ୍
[01:14.95] ଭୁଲ ଟିକେ ହେଇଗଲେ ଭାରି ଝାମେଲା
[01:20.73] ଉଲ୍ଲାଲା-ଉଲ୍ଲାଲା, ଚାଲ୍ ଦୁଷ୍ଟାମୀ କରିବା ସାଲା
[01:24.51] ହେଲେ ପଛେ ହେଇଯାଉ, ହଲ୍ଲାଗୁଲ୍ଲା
[01:28.56] ଉଲ୍ଲାଲା-ଉଲ୍ଲାଲା, ଚାଲ୍ ଦୁଷ୍ଟାମୀ କରିବା ସାଲା
[01:32.46] ହେଲେ ପଛେ ହେଇଯାଉ, ହଲ୍ଲାଗୁଲ୍ଲା
[01:36.51]
[01:55.65] ହଁ, ସିଲିସିଲି मौसम ଟା ମହୁ ଝରାଏ, ଭାରି ମଜା ଲାଗେ
[02:03.51] ହଁ, ଏତେ ଚଗଲି କେମିତି ହେଲୁ, ବିଜୁଳି ପରି ଚମକୁ ବର୍ଷା ମେଘେ
[02:11.27] ହାଁ, ଆକାଶଟା ମୋ ପାଇଁକି ଗାଏ ଆଜି ସରଗମ୍
[02:16.13] ଇଚ୍ଛାହୁଏ ଗୁଡ଼ି ପରି ଉଡିବାକୁ हर दम
[02:19.99] ନଟେଇର ସୁତା କିଏ କାଟେଇ ଦେଲା
[02:25.64] ଉଲ୍ଲାଲା-ଉଲ୍ଲାଲା, ଚାଲ୍ ଦୁଷ୍ଟାମୀ କରିବା ସାଲା
[02:29.42] ହେଲେ ପଛେ ହେଇଯାଉ, ହଲ୍ଲାଗୁଲ୍ଲା
[02:33.30]
[02:53.07] (ଉଲ୍ଲାଲା-ଉଲ୍ଲାଲା, ଉଲ୍ଲାଲା, ଉଲ୍ଲାଲା)
[02:56.59] ଆରେ, ଲାଗୁଛି ଆଜି ପାଇଛି ଖୋଜି
[02:58.81] ମନ ତଳେ ମୋ ଥିଲା ଯେତେ ଆଶା
[03:04.32] ହଁ, ତୋରି ହସ, ତୋରି ଖୁସି
[03:06.83] ସାଜିଛି ମୋର ଜୀବନର ନିଶା
[03:12.23] ଉଁମ୍, କହିଲେ ତ କହୁ ପଛେ ଏ ଦୁନିଆଁ बेशरम
[03:16.90] ବଦମାସି ଖୋଜେ ମନ, ଟିକେ ବେଶୀ ଟିକେ କମ୍
[03:20.99] ଧର-ଧର ହାତ ମୋର ପାଦ ଖସିଲା
[03:24.56] ଏ-ଏ, ଆରେ-ରେ-ରେ
[03:26.66] ଉଲ୍ଲାଲା-ଉଲ୍ଲାଲା, ଚାଲ୍ ଦୁଷ୍ଟାମୀ କରିବା ସାଲା
[03:30.55] ହେଲେ ପଛେ ହେଇଯାଉ, ହଲ୍ଲାଗୁଲ୍ଲା
[03:34.31] ଉଲ୍ଲାଲା-ଉଲ୍ଲାଲା, ଚାଲ୍ ଦୁଷ୍ଟାମୀ କରିବା ସାଲା
[03:38.47] ହେଲେ ପଛେ ହେଇଯାଉ, ହଲ୍ଲାଗୁଲ୍ଲା
[03:42.42]