Home 🎬 Bollywood 🎵 Pakistani 🎤 English Pop

To Nare Kehi Kahile

👤 Kumar Bapi 🎼 Chandini ⏱️ 5:34
🎵 1984 characters
⏱️ 5:34 duration
🆔 ID: 11224535

📜 Lyrics

ତୋ ନା'ରେ କେହି କହିଲେ
ତୋ ଛାଇକୁ କେହି ଛୁଇଁଲେ
ମତେ କାହିଁକି ବାଧେ?

ତୁ ମତେ, ଭଲ ପାଉଛୁ ବୋଧେ
ତୁ ମତେ, ଭଲ ପାଉଛୁ ବୋଧେ

ତୋ ପାଦରେ କଣ୍ଟା ଫୁଟିଲେ
ତୋ ଦେହରେ ଖରା ପଡ଼ିଲେ
ମତେ କାହିଁକି ବାଧେ?

ତୁ ମତେ, ଭଲ ପାଉଛୁ ବୋଧେ
ତୁ ମତେ, ଭଲ ପାଉଛୁ ବୋଧେ

ଭୁଲି ମୁଁ ଯାଇଛି ଆଜି କି ଦିନ, କି ରାତି
ରାତି, ଦିନ ତୁ ବୋଧେ ଖୋଜୁଛୁ ତୋ ସାଥୀ
ସାଥୀ କରିବାକୁ ତତେ ମନ କହେ ଡ଼ାକି
ଡ଼ାକି ଆଣିଲା କି ତତେ ଏଇ ମୋର ଆଖି?

ତୋ ଆଖିରେ ଲୁହ ଦେଖିଲେ
ତୋ ସାଥିରେ କେହି ଗପିଲେ
ମତେ କାହିଁକି ବାଧେ?

ତୁ ମତେ, ଭଲ ପାଉଛୁ ବୋଧେ
ତୁ ମତେ, ଭଲ ପାଉଛୁ ବୋଧେ

ରାତିରେ ହଉନି ନିଦ, ଦେଖୁଛି ମୁଁ ଜହ୍ନ
ସେ ଜହ୍ନକୁ ତୁ ବୋଧେ ଦେଇଛୁ ତୋ ମନ
ମନ ସାରା କିଏ ଦେଲା ମିଠା-ମିଠା ଚିହ୍ନ
ସେଇ ଚିହ୍ନ ଲିଭିବନି ନାଆଁ ତାର ପ୍ରେମ

ତୋ ପ୍ରେମରେ କେହି ପଡ଼ିଲେ
ତୋ ବାଟରେ କେହି ଚାଲିଲେ
ମତେ କାହିଁକି ବାଧେ?

ତୁ ମତେ, ଭଲ ପାଉଛୁ ବୋଧେ
ହଁ, ତତେ ଭଲ ପାଉଛି ବୋଧେ

ତୋ ନା'ରେ କେହି କହିଲେ
ତୋ ଛାଇକୁ କେହି ଛୁଇଁଲେ
ମତେ କାହିଁକି ବାଧେ?

ତୁ ମତେ, ଭଲ ପାଉଛୁ ବୋଧେ
ମୁଁ ତତେ, ଭଲ ପାଉଛି ବୋଧେ

⏱️ Synced Lyrics

[00:28.56] ତୋ ନା'ରେ କେହି କହିଲେ
[00:33.28] ତୋ ଛାଇକୁ କେହି ଛୁଇଁଲେ
[00:38.06] ମତେ କାହିଁକି ବାଧେ?
[00:42.95] ତୁ ମତେ, ଭଲ ପାଉଛୁ ବୋଧେ
[00:52.43] ତୁ ମତେ, ଭଲ ପାଉଛୁ ବୋଧେ
[01:02.24] ତୋ ପାଦରେ କଣ୍ଟା ଫୁଟିଲେ
[01:07.00] ତୋ ଦେହରେ ଖରା ପଡ଼ିଲେ
[01:11.68] ମତେ କାହିଁକି ବାଧେ?
[01:16.54] ତୁ ମତେ, ଭଲ ପାଉଛୁ ବୋଧେ
[01:26.29] ତୁ ମତେ, ଭଲ ପାଉଛୁ ବୋଧେ
[01:35.07]
[02:10.14] ଭୁଲି ମୁଁ ଯାଇଛି ଆଜି କି ଦିନ, କି ରାତି
[02:17.48] ରାତି, ଦିନ ତୁ ବୋଧେ ଖୋଜୁଛୁ ତୋ ସାଥୀ
[02:24.51] ସାଥୀ କରିବାକୁ ତତେ ମନ କହେ ଡ଼ାକି
[02:31.76] ଡ଼ାକି ଆଣିଲା କି ତତେ ଏଇ ମୋର ଆଖି?
[02:40.65] ତୋ ଆଖିରେ ଲୁହ ଦେଖିଲେ
[02:45.36] ତୋ ସାଥିରେ କେହି ଗପିଲେ
[02:50.02] ମତେ କାହିଁକି ବାଧେ?
[02:55.05] ତୁ ମତେ, ଭଲ ପାଉଛୁ ବୋଧେ
[03:04.63] ତୁ ମତେ, ଭଲ ପାଉଛୁ ବୋଧେ
[03:13.22]
[03:43.82] ରାତିରେ ହଉନି ନିଦ, ଦେଖୁଛି ମୁଁ ଜହ୍ନ
[03:50.94] ସେ ଜହ୍ନକୁ ତୁ ବୋଧେ ଦେଇଛୁ ତୋ ମନ
[03:58.40] ମନ ସାରା କିଏ ଦେଲା ମିଠା-ମିଠା ଚିହ୍ନ
[04:05.40] ସେଇ ଚିହ୍ନ ଲିଭିବନି ନାଆଁ ତାର ପ୍ରେମ
[04:14.01] ତୋ ପ୍ରେମରେ କେହି ପଡ଼ିଲେ
[04:18.82] ତୋ ବାଟରେ କେହି ଚାଲିଲେ
[04:23.73] ମତେ କାହିଁକି ବାଧେ?
[04:28.69] ତୁ ମତେ, ଭଲ ପାଉଛୁ ବୋଧେ
[04:38.18] ହଁ, ତତେ ଭଲ ପାଉଛି ବୋଧେ
[04:47.77] ତୋ ନା'ରେ କେହି କହିଲେ
[04:52.65] ତୋ ଛାଇକୁ କେହି ଛୁଇଁଲେ
[04:57.20] ମତେ କାହିଁକି ବାଧେ?
[05:02.23] ତୁ ମତେ, ଭଲ ପାଉଛୁ ବୋଧେ
[05:11.74] ମୁଁ ତତେ, ଭଲ ପାଉଛି ବୋଧେ
[05:20.56]

⭐ Rate These Lyrics

Average: 0.0/5 • 0 ratings