Hey Ishwara
🎵 2737 characters
⏱️ 6:04 duration
🆔 ID: 11249905
📜 Lyrics
କେମିତି ଗଢ଼ିଛ ଏମିତି ସମ୍ପର୍କ?
ବନ୍ଧନ ସାତ ଜନ୍ମର
କେମିତି ଗଢ଼ିଛ ଏମିତି ସମ୍ପର୍କ?
ବନ୍ଧନ ସାତ ଜନ୍ମର
ହେ ଈଶ୍ୱର, ଏ କି ସଂଯୋଗ ତୁମର?
ହେ ଈଶ୍ଵର, ଏ କି ସଂଯୋଗ ତୁମର?
କୋଉଠି ଲେଖୁଛ? ଏଇଠି ହଉଛି
ମିଳନ ଦୁଇ ମନର
ହେ ଈଶ୍ଵର, ଏ କି ସଂଯୋଗ ତୁମର?
ହେ ଈଶ୍ୱର, ଏ କି ସଂଯୋଗ ତୁମର?
ଜଣଙ୍କ ବିନା ଆଉ ଜଣେ ଏଠି ରହିପାରେ ନାହିଁ ଜମା
ପାଣି ବିନା ମାଛ ରହି କି ପାରିବ? ଯିଏ ଯେତେ ନେଲେ ଜିମା
ଏମିତି ଏ ପ୍ରେମ ସାତ ରଙ୍ଗ ଆଣି ଜୀବନେ ଦିଏ ଅଜାଡ଼ି
ଯୋଉଠି ଥିଲେ ବି ଦୁଇଟି ହୃଦୟ ହେଇଯାଏ ଆପେ ଯୋଡ଼ି
ଗୋଟିଏ ଗଛର ସିଅ
ଗୋଟିଏ ସୂତାର ଖିଅ
ଦୁଇଟି ପାର୍ଶ୍ବ ଗୋଟିଏ ମୁଦ୍ରାର
କେମିତି ଗଢ଼ିଛ ଏମିତି ସମ୍ପର୍କ?
ବନ୍ଧନ ସାତ ଜନ୍ମର
ହେ ଈଶ୍ୱର, ଏ କି ସଂଯୋଗ ତୁମର?
ହେ ଈଶ୍ଵର, ଏ କି ସଂଯୋଗ ତୁମର?
କୋଉଠି ଲେଖୁଛ? ଏଇଠି ହଉଛି
ମିଳନ ଦୁଇ ମନର
ହେ ଈଶ୍ଵର, ଏ କି ସଂଯୋଗ ତୁମର?
ହେ ଈଶ୍ୱର, ଏ କି ସଂଯୋଗ ତୁମର?
ଜଣଙ୍କ ଖୁସିରେ ଜଣେ ଭାଗିଦାର
ଜଣଙ୍କ ଦୁଃଖରେ ଜଣେ
ଦୁହେଁ ଦୁହିଁଙ୍କର ପରିପୂରକ
ଜଣଙ୍କ ଭାଗ୍ୟରେ ଜଣେ
ନିଃସ୍ୱାର୍ଥ ପ୍ରେମରେ ନିସର୍ତ୍ତ କଥାରେ
ବନ୍ଧା ହୁଏ ଏଠି ନିଡ଼
ରାତି ପଛେ ଏଠି କମ୍ ପଡ଼ିଯିବ
ସରେନି ସପନ ଭିଡ଼
ଗୋଟିଏ ଗପରେ ଦେଖା
ଗୋଟିଏ ଗୀତରେ ଲେଖା
ଦୁଇଟି ଦେହ ଗୋଟିଏ ଆତ୍ମାର
କେମିତି ଗଢ଼ିଛ ଏମିତି ସମ୍ପର୍କ?
ବନ୍ଧନ ସାତ ଜନ୍ମର
ହେ ଈଶ୍ୱର, ଏ କି ସଂଯୋଗ ତୁମର?
ହେ ଈଶ୍ଵର, ଏ କି ସଂଯୋଗ ତୁମର?
କୋଉଠି ଲେଖୁଛ? ଏଇଠି ହଉଛି
ମିଳନ ଦୁଇ ମନର
ହେ ଈଶ୍ଵର, ଏ କି ସଂଯୋଗ ତୁମର?
ହେ ଈଶ୍ୱର, ଏ କି ସଂଯୋଗ ତୁମର?
ବନ୍ଧନ ସାତ ଜନ୍ମର
କେମିତି ଗଢ଼ିଛ ଏମିତି ସମ୍ପର୍କ?
ବନ୍ଧନ ସାତ ଜନ୍ମର
ହେ ଈଶ୍ୱର, ଏ କି ସଂଯୋଗ ତୁମର?
ହେ ଈଶ୍ଵର, ଏ କି ସଂଯୋଗ ତୁମର?
କୋଉଠି ଲେଖୁଛ? ଏଇଠି ହଉଛି
ମିଳନ ଦୁଇ ମନର
ହେ ଈଶ୍ଵର, ଏ କି ସଂଯୋଗ ତୁମର?
ହେ ଈଶ୍ୱର, ଏ କି ସଂଯୋଗ ତୁମର?
ଜଣଙ୍କ ବିନା ଆଉ ଜଣେ ଏଠି ରହିପାରେ ନାହିଁ ଜମା
ପାଣି ବିନା ମାଛ ରହି କି ପାରିବ? ଯିଏ ଯେତେ ନେଲେ ଜିମା
ଏମିତି ଏ ପ୍ରେମ ସାତ ରଙ୍ଗ ଆଣି ଜୀବନେ ଦିଏ ଅଜାଡ଼ି
ଯୋଉଠି ଥିଲେ ବି ଦୁଇଟି ହୃଦୟ ହେଇଯାଏ ଆପେ ଯୋଡ଼ି
ଗୋଟିଏ ଗଛର ସିଅ
ଗୋଟିଏ ସୂତାର ଖିଅ
ଦୁଇଟି ପାର୍ଶ୍ବ ଗୋଟିଏ ମୁଦ୍ରାର
କେମିତି ଗଢ଼ିଛ ଏମିତି ସମ୍ପର୍କ?
ବନ୍ଧନ ସାତ ଜନ୍ମର
ହେ ଈଶ୍ୱର, ଏ କି ସଂଯୋଗ ତୁମର?
ହେ ଈଶ୍ଵର, ଏ କି ସଂଯୋଗ ତୁମର?
କୋଉଠି ଲେଖୁଛ? ଏଇଠି ହଉଛି
ମିଳନ ଦୁଇ ମନର
ହେ ଈଶ୍ଵର, ଏ କି ସଂଯୋଗ ତୁମର?
ହେ ଈଶ୍ୱର, ଏ କି ସଂଯୋଗ ତୁମର?
ଜଣଙ୍କ ଖୁସିରେ ଜଣେ ଭାଗିଦାର
ଜଣଙ୍କ ଦୁଃଖରେ ଜଣେ
ଦୁହେଁ ଦୁହିଁଙ୍କର ପରିପୂରକ
ଜଣଙ୍କ ଭାଗ୍ୟରେ ଜଣେ
ନିଃସ୍ୱାର୍ଥ ପ୍ରେମରେ ନିସର୍ତ୍ତ କଥାରେ
ବନ୍ଧା ହୁଏ ଏଠି ନିଡ଼
ରାତି ପଛେ ଏଠି କମ୍ ପଡ଼ିଯିବ
ସରେନି ସପନ ଭିଡ଼
ଗୋଟିଏ ଗପରେ ଦେଖା
ଗୋଟିଏ ଗୀତରେ ଲେଖା
ଦୁଇଟି ଦେହ ଗୋଟିଏ ଆତ୍ମାର
କେମିତି ଗଢ଼ିଛ ଏମିତି ସମ୍ପର୍କ?
ବନ୍ଧନ ସାତ ଜନ୍ମର
ହେ ଈଶ୍ୱର, ଏ କି ସଂଯୋଗ ତୁମର?
ହେ ଈଶ୍ଵର, ଏ କି ସଂଯୋଗ ତୁମର?
କୋଉଠି ଲେଖୁଛ? ଏଇଠି ହଉଛି
ମିଳନ ଦୁଇ ମନର
ହେ ଈଶ୍ଵର, ଏ କି ସଂଯୋଗ ତୁମର?
ହେ ଈଶ୍ୱର, ଏ କି ସଂଯୋଗ ତୁମର?
⏱️ Synced Lyrics
[00:21.66] କେମିତି ଗଢ଼ିଛ ଏମିତି ସମ୍ପର୍କ?
[00:26.05] ବନ୍ଧନ ସାତ ଜନ୍ମର
[00:39.06] କେମିତି ଗଢ଼ିଛ ଏମିତି ସମ୍ପର୍କ?
[00:43.32] ବନ୍ଧନ ସାତ ଜନ୍ମର
[00:47.19] ହେ ଈଶ୍ୱର, ଏ କି ସଂଯୋଗ ତୁମର?
[00:53.73] ହେ ଈଶ୍ଵର, ଏ କି ସଂଯୋଗ ତୁମର?
[01:00.85] କୋଉଠି ଲେଖୁଛ? ଏଇଠି ହଉଛି
[01:05.24] ମିଳନ ଦୁଇ ମନର
[01:09.08] ହେ ଈଶ୍ଵର, ଏ କି ସଂଯୋଗ ତୁମର?
[01:15.54] ହେ ଈଶ୍ୱର, ଏ କି ସଂଯୋଗ ତୁମର?
[01:57.82] ଜଣଙ୍କ ବିନା ଆଉ ଜଣେ ଏଠି ରହିପାରେ ନାହିଁ ଜମା
[02:06.54] ପାଣି ବିନା ମାଛ ରହି କି ପାରିବ? ଯିଏ ଯେତେ ନେଲେ ଜିମା
[02:23.80] ଏମିତି ଏ ପ୍ରେମ ସାତ ରଙ୍ଗ ଆଣି ଜୀବନେ ଦିଏ ଅଜାଡ଼ି
[02:32.79] ଯୋଉଠି ଥିଲେ ବି ଦୁଇଟି ହୃଦୟ ହେଇଯାଏ ଆପେ ଯୋଡ଼ି
[02:41.27] ଗୋଟିଏ ଗଛର ସିଅ
[02:45.62] ଗୋଟିଏ ସୂତାର ଖିଅ
[02:50.03] ଦୁଇଟି ପାର୍ଶ୍ବ ଗୋଟିଏ ମୁଦ୍ରାର
[02:58.52] କେମିତି ଗଢ଼ିଛ ଏମିତି ସମ୍ପର୍କ?
[03:02.91] ବନ୍ଧନ ସାତ ଜନ୍ମର
[03:06.69] ହେ ଈଶ୍ୱର, ଏ କି ସଂଯୋଗ ତୁମର?
[03:13.41] ହେ ଈଶ୍ଵର, ଏ କି ସଂଯୋଗ ତୁମର?
[03:20.43] କୋଉଠି ଲେଖୁଛ? ଏଇଠି ହଉଛି
[03:24.77] ମିଳନ ଦୁଇ ମନର
[03:28.65] ହେ ଈଶ୍ଵର, ଏ କି ସଂଯୋଗ ତୁମର?
[03:35.02] ହେ ଈଶ୍ୱର, ଏ କି ସଂଯୋଗ ତୁମର?
[04:17.32] ଜଣଙ୍କ ଖୁସିରେ ଜଣେ ଭାଗିଦାର
[04:21.88] ଜଣଙ୍କ ଦୁଃଖରେ ଜଣେ
[04:26.39] ଦୁହେଁ ଦୁହିଁଙ୍କର ପରିପୂରକ
[04:30.60] ଜଣଙ୍କ ଭାଗ୍ୟରେ ଜଣେ
[04:43.53] ନିଃସ୍ୱାର୍ଥ ପ୍ରେମରେ ନିସର୍ତ୍ତ କଥାରେ
[04:48.16] ବନ୍ଧା ହୁଏ ଏଠି ନିଡ଼
[04:52.36] ରାତି ପଛେ ଏଠି କମ୍ ପଡ଼ିଯିବ
[04:56.59] ସରେନି ସପନ ଭିଡ଼
[05:00.72] ଗୋଟିଏ ଗପରେ ଦେଖା
[05:05.08] ଗୋଟିଏ ଗୀତରେ ଲେଖା
[05:09.58] ଦୁଇଟି ଦେହ ଗୋଟିଏ ଆତ୍ମାର
[05:18.26] କେମିତି ଗଢ଼ିଛ ଏମିତି ସମ୍ପର୍କ?
[05:22.54] ବନ୍ଧନ ସାତ ଜନ୍ମର
[05:26.53] ହେ ଈଶ୍ୱର, ଏ କି ସଂଯୋଗ ତୁମର?
[05:32.94] ହେ ଈଶ୍ଵର, ଏ କି ସଂଯୋଗ ତୁମର?
[05:39.97] କୋଉଠି ଲେଖୁଛ? ଏଇଠି ହଉଛି
[05:44.45] ମିଳନ ଦୁଇ ମନର
[05:48.39] ହେ ଈଶ୍ଵର, ଏ କି ସଂଯୋଗ ତୁମର?
[05:54.58] ହେ ଈଶ୍ୱର, ଏ କି ସଂଯୋଗ ତୁମର?
[06:01.93]
[00:26.05] ବନ୍ଧନ ସାତ ଜନ୍ମର
[00:39.06] କେମିତି ଗଢ଼ିଛ ଏମିତି ସମ୍ପର୍କ?
[00:43.32] ବନ୍ଧନ ସାତ ଜନ୍ମର
[00:47.19] ହେ ଈଶ୍ୱର, ଏ କି ସଂଯୋଗ ତୁମର?
[00:53.73] ହେ ଈଶ୍ଵର, ଏ କି ସଂଯୋଗ ତୁମର?
[01:00.85] କୋଉଠି ଲେଖୁଛ? ଏଇଠି ହଉଛି
[01:05.24] ମିଳନ ଦୁଇ ମନର
[01:09.08] ହେ ଈଶ୍ଵର, ଏ କି ସଂଯୋଗ ତୁମର?
[01:15.54] ହେ ଈଶ୍ୱର, ଏ କି ସଂଯୋଗ ତୁମର?
[01:57.82] ଜଣଙ୍କ ବିନା ଆଉ ଜଣେ ଏଠି ରହିପାରେ ନାହିଁ ଜମା
[02:06.54] ପାଣି ବିନା ମାଛ ରହି କି ପାରିବ? ଯିଏ ଯେତେ ନେଲେ ଜିମା
[02:23.80] ଏମିତି ଏ ପ୍ରେମ ସାତ ରଙ୍ଗ ଆଣି ଜୀବନେ ଦିଏ ଅଜାଡ଼ି
[02:32.79] ଯୋଉଠି ଥିଲେ ବି ଦୁଇଟି ହୃଦୟ ହେଇଯାଏ ଆପେ ଯୋଡ଼ି
[02:41.27] ଗୋଟିଏ ଗଛର ସିଅ
[02:45.62] ଗୋଟିଏ ସୂତାର ଖିଅ
[02:50.03] ଦୁଇଟି ପାର୍ଶ୍ବ ଗୋଟିଏ ମୁଦ୍ରାର
[02:58.52] କେମିତି ଗଢ଼ିଛ ଏମିତି ସମ୍ପର୍କ?
[03:02.91] ବନ୍ଧନ ସାତ ଜନ୍ମର
[03:06.69] ହେ ଈଶ୍ୱର, ଏ କି ସଂଯୋଗ ତୁମର?
[03:13.41] ହେ ଈଶ୍ଵର, ଏ କି ସଂଯୋଗ ତୁମର?
[03:20.43] କୋଉଠି ଲେଖୁଛ? ଏଇଠି ହଉଛି
[03:24.77] ମିଳନ ଦୁଇ ମନର
[03:28.65] ହେ ଈଶ୍ଵର, ଏ କି ସଂଯୋଗ ତୁମର?
[03:35.02] ହେ ଈଶ୍ୱର, ଏ କି ସଂଯୋଗ ତୁମର?
[04:17.32] ଜଣଙ୍କ ଖୁସିରେ ଜଣେ ଭାଗିଦାର
[04:21.88] ଜଣଙ୍କ ଦୁଃଖରେ ଜଣେ
[04:26.39] ଦୁହେଁ ଦୁହିଁଙ୍କର ପରିପୂରକ
[04:30.60] ଜଣଙ୍କ ଭାଗ୍ୟରେ ଜଣେ
[04:43.53] ନିଃସ୍ୱାର୍ଥ ପ୍ରେମରେ ନିସର୍ତ୍ତ କଥାରେ
[04:48.16] ବନ୍ଧା ହୁଏ ଏଠି ନିଡ଼
[04:52.36] ରାତି ପଛେ ଏଠି କମ୍ ପଡ଼ିଯିବ
[04:56.59] ସରେନି ସପନ ଭିଡ଼
[05:00.72] ଗୋଟିଏ ଗପରେ ଦେଖା
[05:05.08] ଗୋଟିଏ ଗୀତରେ ଲେଖା
[05:09.58] ଦୁଇଟି ଦେହ ଗୋଟିଏ ଆତ୍ମାର
[05:18.26] କେମିତି ଗଢ଼ିଛ ଏମିତି ସମ୍ପର୍କ?
[05:22.54] ବନ୍ଧନ ସାତ ଜନ୍ମର
[05:26.53] ହେ ଈଶ୍ୱର, ଏ କି ସଂଯୋଗ ତୁମର?
[05:32.94] ହେ ଈଶ୍ଵର, ଏ କି ସଂଯୋଗ ତୁମର?
[05:39.97] କୋଉଠି ଲେଖୁଛ? ଏଇଠି ହଉଛି
[05:44.45] ମିଳନ ଦୁଇ ମନର
[05:48.39] ହେ ଈଶ୍ଵର, ଏ କି ସଂଯୋଗ ତୁମର?
[05:54.58] ହେ ଈଶ୍ୱର, ଏ କି ସଂଯୋଗ ତୁମର?
[06:01.93]