Home 🎬 Bollywood 🎵 Pakistani 🎤 English Pop

O Saheba

👤 Swayam Padhi, Neha Niharika Kar 🎼 O Saheba ⏱️ 4:19
🎵 1974 characters
⏱️ 4:19 duration
🆔 ID: 11298263

📜 Lyrics

ତତେ ପାଇ ବଞ୍ଚିବାର ଇଚ୍ଛା ବଢିଗଲା
ପ୍ରେମ ତୋର ହୃଦୟରେ ରଙ୍ଗ ଢ଼ାଳିଦେଲା

ହଁ, କହେ ତୋର ଛବି, "ତୁ ମୋର ପୃଥିବୀ"
ତୁ ଅଷ୍ଟମ अजूबा

ଓ साहिबा, ଓ साहिबा
ତୋ ବିନା ଜିଇଁବାଟା କି ଜିଇଁବା?
ଓ साहेबा, ଓ साहेबा
ତୋ ବିନା ଜିଇଁବାଟା କି ଜିଇଁବା?

ଆଜିକାଲି ନିଦ ମୋର ଭାରି ଅମାନିଆ ହୁଏ
ରାତିସାରା ତୋ ସପନ ହଁ, ଦେଖିବାକୁ ଖାଲି ଚାହେଁ
ହଁ, ଯେବେଠୁ ତୋ ସପନ ଆଖିରେ ବାନ୍ଧିଲା ବସା
ସଜ-ସଜ ସକାଳରେ ମହକିଲା ମୋର ଆଶା

ହଁ, ତୋ ଆଶା ସୁରଭି, ମୋ ପ୍ରେମ ପୂରବୀ
ମୋ ପାଇଁ ଭଲ ପାଇବା

ଓ साहिबा, ଓ साहिबा
ତୋ ବିନା ଜିଇଁବାଟା କି ଜିଇଁବା?
ଓ साहेबा, ଓ साहेबा
ତୋ ବିନା ଜିଇଁବାଟା କି ଜିଇଁବା?

ମନ ଥିଲା ଏକା-ଏକା, ତୁ ଯୋଡ଼ି ଦେଲୁ ଡେଣା
ରୋକିଲେବି ଉଡ଼ିଯାଏ, ଖୋଜି ତୋ ମନ ଠିକଣା
ହଁ, ତୋର ମୋର ହୃଦୟର ଗୋଟିଏ ଠିକଣା ଆଜି
ହେଲେ ତତେ ପାଇବାକୁ ଖେଳେ କାଇଁ ପ୍ରେମ-ବାଜି?

ହଁ ସେଇ ପ୍ରେମ-ବାଜି ଶିଖେଇଲା ଆଜି, ନିଜକୁ ନିଜେ ଭୁଲିବା

ଓ साहेबा, ଓ साहेबा
ତୋ ବିନା ଜିଇଁବାଟା କି ଜିଇଁବା?
ଓ साहिबा, ଓ साहिबा
ତୋ ବିନା ଜିଇଁବାଟା କି ଜିଇଁବା?

⏱️ Synced Lyrics

[00:27.41] ତତେ ପାଇ ବଞ୍ଚିବାର ଇଚ୍ଛା ବଢିଗଲା
[00:35.87] ପ୍ରେମ ତୋର ହୃଦୟରେ ରଙ୍ଗ ଢ଼ାଳିଦେଲା
[00:44.00] ହଁ, କହେ ତୋର ଛବି, "ତୁ ମୋର ପୃଥିବୀ"
[00:49.25] ତୁ ଅଷ୍ଟମ अजूबा
[00:53.14] ଓ साहिबा, ଓ साहिबा
[00:57.65] ତୋ ବିନା ଜିଇଁବାଟା କି ଜିଇଁବା?
[01:02.07] ଓ साहेबा, ଓ साहेबा
[01:06.07] ତୋ ବିନା ଜିଇଁବାଟା କି ଜିଇଁବା?
[01:34.34] ଆଜିକାଲି ନିଦ ମୋର ଭାରି ଅମାନିଆ ହୁଏ
[01:42.77] ରାତିସାରା ତୋ ସପନ ହଁ, ଦେଖିବାକୁ ଖାଲି ଚାହେଁ
[01:55.07] ହଁ, ଯେବେଠୁ ତୋ ସପନ ଆଖିରେ ବାନ୍ଧିଲା ବସା
[02:04.68] ସଜ-ସଜ ସକାଳରେ ମହକିଲା ମୋର ଆଶା
[02:12.83] ହଁ, ତୋ ଆଶା ସୁରଭି, ମୋ ପ୍ରେମ ପୂରବୀ
[02:17.73] ମୋ ପାଇଁ ଭଲ ପାଇବା
[02:22.19] ଓ साहिबा, ଓ साहिबा
[02:25.96] ତୋ ବିନା ଜିଇଁବାଟା କି ଜିଇଁବା?
[02:30.52] ଓ साहेबा, ଓ साहेबा
[02:34.57] ତୋ ବିନା ଜିଇଁବାଟା କି ଜିଇଁବା?
[03:03.82] ମନ ଥିଲା ଏକା-ଏକା, ତୁ ଯୋଡ଼ି ଦେଲୁ ଡେଣା
[03:12.16] ରୋକିଲେବି ଉଡ଼ିଯାଏ, ଖୋଜି ତୋ ମନ ଠିକଣା
[03:24.70] ହଁ, ତୋର ମୋର ହୃଦୟର ଗୋଟିଏ ଠିକଣା ଆଜି
[03:33.97] ହେଲେ ତତେ ପାଇବାକୁ ଖେଳେ କାଇଁ ପ୍ରେମ-ବାଜି?
[03:42.33] ହଁ ସେଇ ପ୍ରେମ-ବାଜି ଶିଖେଇଲା ଆଜି, ନିଜକୁ ନିଜେ ଭୁଲିବା
[03:50.86] ଓ साहेबा, ଓ साहेबा
[03:55.26] ତୋ ବିନା ଜିଇଁବାଟା କି ଜିଇଁବା?
[04:00.01] ଓ साहिबा, ଓ साहिबा
[04:04.19] ତୋ ବିନା ଜିଇଁବାଟା କି ଜିଇଁବା?
[04:18.73]

⭐ Rate These Lyrics

Average: 0.0/5 • 0 ratings