Home 🎬 Bollywood 🎵 Pakistani 🎤 English Pop

Bhijei Dei Jaa Thare-Female Solo

👤 Namita Agrawal 🎼 Namita Agrawal Top Album Songs ⏱️ 4:50
🎵 2571 characters
⏱️ 4:50 duration
🆔 ID: 11486776

📜 Lyrics

ଭିଜେଇ ଦେଇ ଯା'ଥରେ ସାଥି ତୋ' ପ୍ରେମ ବର୍ଷାରେ
ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ
ଭିଜେଇ ଦେଇ ଯା'ଥରେ ସାଥି ତୋ' ପ୍ରେମ ବର୍ଷାରେ
ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ

ତୋତେ ଚାହିଁ ଶୋଇନାହିଁ ମୁଁ କାଲି ରାତିରେ
ହୋ-ହୋ, ତୋତେ ଚାହିଁ ଶୋଇନାହିଁ ମୁଁ କାଲି ରାତିରେ
ଥା' ପଛେ ଯେତେ ଦୁରେ ଆ' ଥରେ, ଆ' ଥରେ
ଥା' ପଛେ ଯେତେ ଦୁରେ ଆ' ଥରେ, ଆ' ଥରେ

ଭିଜେଇ ଦେଇ ଯା'ଥରେ ସାଥି ତୋ' ପ୍ରେମ ବର୍ଷାରେ
ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ

ତୁ ନାହୁଁ ସବୁତ ଅଧା ବହୁଦିନୁ ହେଇନି ଓଦା
ଦରମରା ମୁଁ ତୋ ବିନା
ମନ ମୋର ଶୁଖିଲା ମାଟି
ଛିଟା ତୋର ଦେଇଯା ଛାଟି
କରୁ କାଇଁ ତୁ ବାହାନା

ଏକା ଏକା ଲାଗେ ଏକା ତୋ ବିନା ସାଥିରେ
ହୋ-ହୋ, ଏକା ଏକା ଲାଗେ ଏକା ତୋ ବିନା ସାଥିରେ
ଥା' ପଛେ ଯେତେ ଦୁରେ ଆ' ଥରେ, ଆ' ଥରେ
ଥା' ପଛେ ଯେତେ ଦୁରେ ଆ' ଥରେ, ଆ' ଥରେ

ଭିଜେଇ ଦେଇ ଯା'ଥରେ ସାଥି ତୋ' ପ୍ରେମ ବର୍ଷାରେ
ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ

ତୁ ଥରେ ଆସିବୁ ବୋଲି
ମତେ ଆସି ଡାକିବୁ ବୋଲି
ଖୋଲା ଅଛି ମୋ ଝରକା
କହେ ଆସି ଶ୍ରାବଣ ରତୁ
ମନେ କାଇଁ ରଖିଛୁ କିନ୍ତୁ
ସରିଯାଏ ରେ ସମୟ

ତୋ' ଚେହେରା, ନାଚେ ପରା ମୋ ଦୁଇ ଆଖିରେ
ହୋ-ହୋ, ତୋ' ଚେହେରା, ନାଚେ ପରା ମୋ ଦୁଇ ଆଖିରେ
ଥା' ପଛେ ଯେତେ ଦୁରେ ଆ' ଥରେ, ଆ' ଥରେ
ଥା' ପଛେ ଯେତେ ଦୁରେ ଆ' ଥରେ, ଆ' ଥରେ

ଭିଜେଇ ଦେଇ ଯା'ଥରେ ପ୍ରିୟା ତୋ' ପ୍ରେମ ବର୍ଷାରେ
ଆଜି ଏ ସାରା ଦୁନିଆ ଜଳିଲେ ଜଳୁ ଇର୍ଷାରେ

⭐ Rate These Lyrics

Average: 0.0/5 • 0 ratings