Home 🎬 Bollywood 🎵 Pakistani 🎤 English Pop

Sunya Purusha

👤 Adweta Charana Patra 🎼 Khanjani Bhajan ⏱️ 3:58
🎵 2086 characters
⏱️ 3:58 duration
🆔 ID: 11514868

📜 Lyrics

ଶୂନ୍ୟ ପୁରୁଷ ମର୍ତ୍ତରେ ଖେଳୁଛନ୍ତି ହେ
ଶୂନ୍ୟ ପୁରୁଷ ମର୍ତ୍ତରେ...

ନର ରୂପେ ଦେବା-ଦେବୀ
ନର ରୂପେ ଦେବା-ଦେବୀ
ଖଟୁଛନ୍ତି ହେ

ଶୂନ୍ୟ ପୁରୁଷ ମର୍ତ୍ତରେ...

ନର ରୂପେ ଦେବା-ଦେବୀ
ନର ରୂପେ ଦେବା-ଦେବୀ
ଖଟୁଛନ୍ତି ହେ

ଶୂନ୍ୟ ପୁରୁଷ ମର୍ତ୍ତରେ...

ସେହି ଏକା ମହାଗୁରୁ, ବିଜୟେ ଶୂନ୍ୟ ମନ୍ଦିରୁ
ସଂଶୟ ଛାଡି ହୃଦରୁ
ସଂଶୟ ଛାଡି ହୃଦରୁ
କର ସ୍ତୁତି ହେ

ଶୂନ୍ୟ ପୁରୁଷ ମର୍ତ୍ତରେ...

ସେହିଟି ଜୀବର ଧନ, ଅପ୍ରତେ ନକର ମନ
ଭଲକରି ଏବେ ଚିହ୍ନ
ଭଲକରି ଏବେ ଚିହ୍ନ
ଧର ଚେତି ହେ

ଶୂନ୍ୟ ପୁରୁଷ ମର୍ତ୍ତରେ...

ନର ରୂପେ ଦେବା-ଦେବୀ
ନର ରୂପେ ଦେବା-ଦେବୀ
ଖଟୁଛନ୍ତି ହେ

ଶୂନ୍ୟ ପୁରୁଷ ମର୍ତ୍ତରେ...

ତୋଳି ବିଚିତ୍ର ମନ୍ଦିର, ପଡୁଛି ଛତ୍ର ଚାମର
ବେଢ଼ିଛନ୍ତି ସୁର, ନର
ବେଢ଼ିଛନ୍ତି ସୁର, ନର
ଚଉଦିଗେ ହେ

ଶୂନ୍ୟ ପୁରୁଷ ମର୍ତ୍ତରେ...

ଶ୍ରୀଗୁରୁ ଚରଣେ ଧ୍ଵାୟୀ, ଭଣେ ଭୀମସେନ ଭୋଇ
ଆନନ୍ଦେ ଶୋଭା ପାଉଛି
ଆନନ୍ଦେ ଶୋଭା ପାଉଛି
ଏ ଧରିତ୍ରୀ ହେ

ଶୂନ୍ୟ ପୁରୁଷ ମର୍ତ୍ତରେ...

ନର ରୂପେ ଦେବା-ଦେବୀ
ନର ରୂପେ ଦେବା-ଦେବୀ
ଖଟୁଛନ୍ତି ହେ

ଶୂନ୍ୟ ପୁରୁଷ ମର୍ତ୍ତରେ ଖେଳୁଛନ୍ତି ହେ
ଶୂନ୍ୟ ପୁରୁଷ ମର୍ତ୍ତରେ...

⏱️ Synced Lyrics

[00:25.18] ଶୂନ୍ୟ ପୁରୁଷ ମର୍ତ୍ତରେ ଖେଳୁଛନ୍ତି ହେ
[00:33.56] ଶୂନ୍ୟ ପୁରୁଷ ମର୍ତ୍ତରେ...
[00:37.62] ନର ରୂପେ ଦେବା-ଦେବୀ
[00:41.81] ନର ରୂପେ ଦେବା-ଦେବୀ
[00:46.02] ଖଟୁଛନ୍ତି ହେ
[00:50.19] ଶୂନ୍ୟ ପୁରୁଷ ମର୍ତ୍ତରେ...
[00:53.97] ନର ରୂପେ ଦେବା-ଦେବୀ
[00:58.15] ନର ରୂପେ ଦେବା-ଦେବୀ
[01:02.04] ଖଟୁଛନ୍ତି ହେ
[01:05.61] ଶୂନ୍ୟ ପୁରୁଷ ମର୍ତ୍ତରେ...
[01:09.70]
[01:17.75] ସେହି ଏକା ମହାଗୁରୁ, ବିଜୟେ ଶୂନ୍ୟ ମନ୍ଦିରୁ
[01:25.90] ସଂଶୟ ଛାଡି ହୃଦରୁ
[01:29.98] ସଂଶୟ ଛାଡି ହୃଦରୁ
[01:33.86] କର ସ୍ତୁତି ହେ
[01:37.88] ଶୂନ୍ୟ ପୁରୁଷ ମର୍ତ୍ତରେ...
[01:41.69]
[01:49.44] ସେହିଟି ଜୀବର ଧନ, ଅପ୍ରତେ ନକର ମନ
[01:57.78] ଭଲକରି ଏବେ ଚିହ୍ନ
[02:01.82] ଭଲକରି ଏବେ ଚିହ୍ନ
[02:05.65] ଧର ଚେତି ହେ
[02:09.76] ଶୂନ୍ୟ ପୁରୁଷ ମର୍ତ୍ତରେ...
[02:13.62] ନର ରୂପେ ଦେବା-ଦେବୀ
[02:17.66] ନର ରୂପେ ଦେବା-ଦେବୀ
[02:21.35] ଖଟୁଛନ୍ତି ହେ
[02:25.13] ଶୂନ୍ୟ ପୁରୁଷ ମର୍ତ୍ତରେ...
[02:28.68]
[02:37.19] ତୋଳି ବିଚିତ୍ର ମନ୍ଦିର, ପଡୁଛି ଛତ୍ର ଚାମର
[02:45.04] ବେଢ଼ିଛନ୍ତି ସୁର, ନର
[02:49.19] ବେଢ଼ିଛନ୍ତି ସୁର, ନର
[02:52.82] ଚଉଦିଗେ ହେ
[02:56.74] ଶୂନ୍ୟ ପୁରୁଷ ମର୍ତ୍ତରେ...
[03:00.83]
[03:08.68] ଶ୍ରୀଗୁରୁ ଚରଣେ ଧ୍ଵାୟୀ, ଭଣେ ଭୀମସେନ ଭୋଇ
[03:16.55] ଆନନ୍ଦେ ଶୋଭା ପାଉଛି
[03:20.63] ଆନନ୍ଦେ ଶୋଭା ପାଉଛି
[03:24.33] ଏ ଧରିତ୍ରୀ ହେ
[03:28.18] ଶୂନ୍ୟ ପୁରୁଷ ମର୍ତ୍ତରେ...
[03:32.05] ନର ରୂପେ ଦେବା-ଦେବୀ
[03:35.95] ନର ରୂପେ ଦେବା-ଦେବୀ
[03:39.57] ଖଟୁଛନ୍ତି ହେ
[03:43.42] ଶୂନ୍ୟ ପୁରୁଷ ମର୍ତ୍ତରେ ଖେଳୁଛନ୍ତି ହେ
[03:50.61] ଶୂନ୍ୟ ପୁରୁଷ ମର୍ତ୍ତରେ...
[03:54.91]

⭐ Rate These Lyrics

Average: 0.0/5 • 0 ratings