Home 🎬 Bollywood 🎵 Pakistani 🎤 English Pop

Smruti Eka Rupa Janha

👤 Mohammad Aziz 🎼 Chaka Bhaunri ⏱️ 5:15
🎵 1967 characters
⏱️ 5:15 duration
🆔 ID: 12047707

📜 Lyrics

ସାଥିରେ, ସାଥିରେ
ଯାଏ ଦିନ ରହେ ଚିହ୍ନ

ସ୍ମୃତି ଏକ ରୁପା ଜହ୍ନ
ସ୍ମୃତି ଏକ ରୁପା ଜହ୍ନ

ଘର ତାର ନୁହେଁ ସୁନୀଳ ଆକାଶ
ଘର ତାର ଏଇ ଆମ ମନ
ସ୍ମୃତି ଏକ ରୁପା ଜହ୍ନ
ସ୍ମୃତି ଏକ ରୁପା ଜହ୍ନ

ମୋ ମନ ସାଥେ ଚିହ୍ନା ତୋହରି ମନ
ସୁନାଝରା ସେଇ ଆମ ପୁରୁଣାଦିନ
ମୋ ମନ ସାଥେ ଚିହ୍ନା ତୋହରି ମନ
ସୁନାଝରା ସେଇ ଆମ ପୁରୁଣାଦିନ

ଝଡ଼ ଯଦି ଆସେ କେବେ
ସାଥେ ଥିବ ସଦା ତେବେ
ଏ କଥାତ ରହିଛି ପଣ
ସାକ୍ଷୀ ସେଇ ପିଲାଦିନ
ସାକ୍ଷୀ ସେଇ ପିଲାଦିନ

ଘର ତାର ନୁହେଁ ଏଇଯେ ଦୁନିଆଁ
ଘର ତାର ଏଇ ଆମ ମନ
ସ୍ମୃତି ଏକ ରୁପା ଜହ୍ନ
ସ୍ମୃତି ଏକ ରୁପା ଜହ୍ନ

ମୁଁ ଯେବେ ଖୋଜି-ଖୋଜି ଡାକିବି ତତେ
କଥାଥିଲା ଆସି ଧରାଦେବୁଯେ ମୋତେ
ମୁଁ ଯେବେ ଖୋଜି-ଖୋଜି ଡାକିବି ତତେ
କଥାଥିଲା ଆସି ଧରାଦେବୁଯେ ମୋତେ

ବନ୍ଧନ ଦୁନିଆଁର କରିବାକୁ ଦିନେ ଦୂର
ଥିଲାପରା ଦିନେ ତୋ ରାଣ
କାହିଁ ସେଇ ପିଲାଦିନ?
କାହିଁ ସେଇ ପିଲାଦିନ?

ଭାଙ୍ଗି ନୀତି-ନୀତି, ଆ ଫେରି ସାଥି
ତୋ ଘରତ ଏଇ ମୋର ମନ
ସ୍ମୃତି ଏକ ରୁପା ଜହ୍ନ
ସ୍ମୃତି ଏକ ରୁପା ଜହ୍ନ
ସ୍ମୃତି ଏକ ରୁପା ଜହ୍ନ
ସ୍ମୃତି ଏକ ରୁପା ଜହ୍ନ

⭐ Rate These Lyrics

Average: 0.0/5 • 0 ratings