Tora Lamba Beni
🎵 2708 characters
⏱️ 3:53 duration
🆔 ID: 12378554
📜 Lyrics
ତୋର ଲମ୍ବା ବେଣି ଆଉ ତୋ ଚାହାଣି
ତୋର ଲମ୍ବା ବେଣି ଆଉ ତୋ ଚାହାଣି
ମୋତେ କରିଦେଲା ଗୁଣି
ଆଲୋ ମାନିନୀ
ହୋଏ, ଆଲୋ ମାନିନୀ
ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
ତୋତେ କରିବି ଆଜି ମୋ ରାଣୀ
ଆଲୋ ମାନିନୀ
ହୋଏ-ହୋଏ-ହୋଏ, ଆଲୋ ମାନିନୀ
ହୁଁ, ଅମାନିଆ ମନ ତୋର, ବୟସ ୧୭
ଗୋଲାପୀ ଓଠରୁ ଝରେ ପ୍ରେମର ଜୁଆର
ଅମାନିଆ ମନ ତୋର, ବୟସ ୧୭
ଗୋଲାପୀ ଓଠରୁ ଝରେ ପ୍ରେମର ଜୁଆର
କଅଁଳ ପୀରତି ତୋର, ମନଲୋଭା ଠାଣି
ନହୁଲି ବୟସ ତୋର, ମନ ନିଏ କିଣି
ତୋର ହରିଣୀ-ଆଖି ମୋତେ କହୁଛି ଡାକି
ତୋର ହରିଣୀ-ଆଖି ମୋତେ କହୁଛି ଡାକି
ଆମ ସାହିର ନାଲି-ଓଢଣୀ
ଆଲୋ ମାନିନୀ
ହାଏ-ହାଏ-ହାଏ, ଆଲୋ ମାନିନୀ
ପାଦର ପାଉଁଜି ତୋର ରାଜହଂସୀ-ଚାଲି
ଓଠ କୋଣେ ଦୁଷ୍ଟ ହସ, ଚେହେରା ପାଗେଳି
ହଁ, ପାଦର ପାଉଁଜି ତୋର ରାଜହଂସୀ-ଚାଲି
ଓଠ କୋଣେ ଦୁଷ୍ଟ ହସ, ଚେହେରା ପାଗେଳି
ମତୁଆଲା ରୂପ, ରଙ୍ଗ, ଫଗୁଣର ଘର
ଚୁପି-ଚୁପି କଥା କେତେ ଇଶାରାରେ ତୋର
ତୋର ମୁରକି ହସ, ମୋତେ କଲା ବେହୋସ
ତୋର ମୁରକି ହସ, ମୋତେ କଲା ବେହୋସ
ତୁ ପୁନେଇ-ରାତି ଚାନ୍ଦିନୀ
ଆଲୋ ମାନିନୀ
ହାଏ-ହାଏ-ହାଏ, ଆଲୋ ମାନିନୀ
ତୋର ଲମ୍ବା ବେଣି ଆଉ ତୋ ଚାହାଣି
ତୋର ଲମ୍ବା ବେଣି ଆଉ ତୋ ଚାହାଣି
ମୋତେ କରିଦେଲା ଗୁଣି
ଆଲୋ ମାନିନୀ
ହାଏ-ହାଏ-ହାଏ, ଆଲୋ ମାନିନୀ
ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
ତୋତେ କରିବି ଆଜି ମୋ ରାଣୀ
ଆଲୋ ମାନିନୀ
ହାଏ-ହାଏ-ହାଏ, ଆଲୋ ମାନିନୀ
ଆଲୋ ମାନିନୀ, ହଁ
ଆଲୋ ମାନିନୀ
ତୋର ଲମ୍ବା ବେଣି ଆଉ ତୋ ଚାହାଣି
ମୋତେ କରିଦେଲା ଗୁଣି
ଆଲୋ ମାନିନୀ
ହୋଏ, ଆଲୋ ମାନିନୀ
ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
ତୋତେ କରିବି ଆଜି ମୋ ରାଣୀ
ଆଲୋ ମାନିନୀ
ହୋଏ-ହୋଏ-ହୋଏ, ଆଲୋ ମାନିନୀ
ହୁଁ, ଅମାନିଆ ମନ ତୋର, ବୟସ ୧୭
ଗୋଲାପୀ ଓଠରୁ ଝରେ ପ୍ରେମର ଜୁଆର
ଅମାନିଆ ମନ ତୋର, ବୟସ ୧୭
ଗୋଲାପୀ ଓଠରୁ ଝରେ ପ୍ରେମର ଜୁଆର
କଅଁଳ ପୀରତି ତୋର, ମନଲୋଭା ଠାଣି
ନହୁଲି ବୟସ ତୋର, ମନ ନିଏ କିଣି
ତୋର ହରିଣୀ-ଆଖି ମୋତେ କହୁଛି ଡାକି
ତୋର ହରିଣୀ-ଆଖି ମୋତେ କହୁଛି ଡାକି
ଆମ ସାହିର ନାଲି-ଓଢଣୀ
ଆଲୋ ମାନିନୀ
ହାଏ-ହାଏ-ହାଏ, ଆଲୋ ମାନିନୀ
ପାଦର ପାଉଁଜି ତୋର ରାଜହଂସୀ-ଚାଲି
ଓଠ କୋଣେ ଦୁଷ୍ଟ ହସ, ଚେହେରା ପାଗେଳି
ହଁ, ପାଦର ପାଉଁଜି ତୋର ରାଜହଂସୀ-ଚାଲି
ଓଠ କୋଣେ ଦୁଷ୍ଟ ହସ, ଚେହେରା ପାଗେଳି
ମତୁଆଲା ରୂପ, ରଙ୍ଗ, ଫଗୁଣର ଘର
ଚୁପି-ଚୁପି କଥା କେତେ ଇଶାରାରେ ତୋର
ତୋର ମୁରକି ହସ, ମୋତେ କଲା ବେହୋସ
ତୋର ମୁରକି ହସ, ମୋତେ କଲା ବେହୋସ
ତୁ ପୁନେଇ-ରାତି ଚାନ୍ଦିନୀ
ଆଲୋ ମାନିନୀ
ହାଏ-ହାଏ-ହାଏ, ଆଲୋ ମାନିନୀ
ତୋର ଲମ୍ବା ବେଣି ଆଉ ତୋ ଚାହାଣି
ତୋର ଲମ୍ବା ବେଣି ଆଉ ତୋ ଚାହାଣି
ମୋତେ କରିଦେଲା ଗୁଣି
ଆଲୋ ମାନିନୀ
ହାଏ-ହାଏ-ହାଏ, ଆଲୋ ମାନିନୀ
ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
ତୋତେ କରିବି ଆଜି ମୋ ରାଣୀ
ଆଲୋ ମାନିନୀ
ହାଏ-ହାଏ-ହାଏ, ଆଲୋ ମାନିନୀ
ଆଲୋ ମାନିନୀ, ହଁ
ଆଲୋ ମାନିନୀ
⏱️ Synced Lyrics
[00:30.00] ତୋର ଲମ୍ବା ବେଣି ଆଉ ତୋ ଚାହାଣି
[00:36.20] ତୋର ଲମ୍ବା ବେଣି ଆଉ ତୋ ଚାହାଣି
[00:39.21] ମୋତେ କରିଦେଲା ଗୁଣି
[00:43.42] ଆଲୋ ମାନିନୀ
[00:45.53] ହୋଏ, ଆଲୋ ମାନିନୀ
[00:48.59] ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
[00:51.78] ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
[00:54.77] ତୋତେ କରିବି ଆଜି ମୋ ରାଣୀ
[00:58.65] ଆଲୋ ମାନିନୀ
[01:00.50] ହୋଏ-ହୋଏ-ହୋଏ, ଆଲୋ ମାନିନୀ
[01:28.23] ହୁଁ, ଅମାନିଆ ମନ ତୋର, ବୟସ ୧୭
[01:31.84] ଗୋଲାପୀ ଓଠରୁ ଝରେ ପ୍ରେମର ଜୁଆର
[01:38.06] ଅମାନିଆ ମନ ତୋର, ବୟସ ୧୭
[01:41.09] ଗୋଲାପୀ ଓଠରୁ ଝରେ ପ୍ରେମର ଜୁଆର
[01:44.18] କଅଁଳ ପୀରତି ତୋର, ମନଲୋଭା ଠାଣି
[01:47.10] ନହୁଲି ବୟସ ତୋର, ମନ ନିଏ କିଣି
[01:51.39] ତୋର ହରିଣୀ-ଆଖି ମୋତେ କହୁଛି ଡାକି
[01:54.66] ତୋର ହରିଣୀ-ଆଖି ମୋତେ କହୁଛି ଡାକି
[01:57.64] ଆମ ସାହିର ନାଲି-ଓଢଣୀ
[02:01.69] ଆଲୋ ମାନିନୀ
[02:03.69] ହାଏ-ହାଏ-ହାଏ, ଆଲୋ ମାନିନୀ
[02:31.93] ପାଦର ପାଉଁଜି ତୋର ରାଜହଂସୀ-ଚାଲି
[02:35.00] ଓଠ କୋଣେ ଦୁଷ୍ଟ ହସ, ଚେହେରା ପାଗେଳି
[02:40.87] ହଁ, ପାଦର ପାଉଁଜି ତୋର ରାଜହଂସୀ-ଚାଲି
[02:44.09] ଓଠ କୋଣେ ଦୁଷ୍ଟ ହସ, ଚେହେରା ପାଗେଳି
[02:47.27] ମତୁଆଲା ରୂପ, ରଙ୍ଗ, ଫଗୁଣର ଘର
[02:50.39] ଚୁପି-ଚୁପି କଥା କେତେ ଇଶାରାରେ ତୋର
[02:54.54] ତୋର ମୁରକି ହସ, ମୋତେ କଲା ବେହୋସ
[02:57.80] ତୋର ମୁରକି ହସ, ମୋତେ କଲା ବେହୋସ
[03:00.71] ତୁ ପୁନେଇ-ରାତି ଚାନ୍ଦିନୀ
[03:04.79] ଆଲୋ ମାନିନୀ
[03:06.81] ହାଏ-ହାଏ-ହାଏ, ଆଲୋ ମାନିନୀ
[03:09.92] ତୋର ଲମ୍ବା ବେଣି ଆଉ ତୋ ଚାହାଣି
[03:16.10] ତୋର ଲମ୍ବା ବେଣି ଆଉ ତୋ ଚାହାଣି
[03:19.23] ମୋତେ କରିଦେଲା ଗୁଣି
[03:23.35] ଆଲୋ ମାନିନୀ
[03:25.30] ହାଏ-ହାଏ-ହାଏ, ଆଲୋ ମାନିନୀ
[03:28.32] ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
[03:31.52] ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
[03:34.65] ତୋତେ କରିବି ଆଜି ମୋ ରାଣୀ
[03:38.62] ଆଲୋ ମାନିନୀ
[03:40.66] ହାଏ-ହାଏ-ହାଏ, ଆଲୋ ମାନିନୀ
[03:44.70] ଆଲୋ ମାନିନୀ, ହଁ
[03:47.69] ଆଲୋ ମାନିନୀ
[03:50.15]
[00:36.20] ତୋର ଲମ୍ବା ବେଣି ଆଉ ତୋ ଚାହାଣି
[00:39.21] ମୋତେ କରିଦେଲା ଗୁଣି
[00:43.42] ଆଲୋ ମାନିନୀ
[00:45.53] ହୋଏ, ଆଲୋ ମାନିନୀ
[00:48.59] ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
[00:51.78] ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
[00:54.77] ତୋତେ କରିବି ଆଜି ମୋ ରାଣୀ
[00:58.65] ଆଲୋ ମାନିନୀ
[01:00.50] ହୋଏ-ହୋଏ-ହୋଏ, ଆଲୋ ମାନିନୀ
[01:28.23] ହୁଁ, ଅମାନିଆ ମନ ତୋର, ବୟସ ୧୭
[01:31.84] ଗୋଲାପୀ ଓଠରୁ ଝରେ ପ୍ରେମର ଜୁଆର
[01:38.06] ଅମାନିଆ ମନ ତୋର, ବୟସ ୧୭
[01:41.09] ଗୋଲାପୀ ଓଠରୁ ଝରେ ପ୍ରେମର ଜୁଆର
[01:44.18] କଅଁଳ ପୀରତି ତୋର, ମନଲୋଭା ଠାଣି
[01:47.10] ନହୁଲି ବୟସ ତୋର, ମନ ନିଏ କିଣି
[01:51.39] ତୋର ହରିଣୀ-ଆଖି ମୋତେ କହୁଛି ଡାକି
[01:54.66] ତୋର ହରିଣୀ-ଆଖି ମୋତେ କହୁଛି ଡାକି
[01:57.64] ଆମ ସାହିର ନାଲି-ଓଢଣୀ
[02:01.69] ଆଲୋ ମାନିନୀ
[02:03.69] ହାଏ-ହାଏ-ହାଏ, ଆଲୋ ମାନିନୀ
[02:31.93] ପାଦର ପାଉଁଜି ତୋର ରାଜହଂସୀ-ଚାଲି
[02:35.00] ଓଠ କୋଣେ ଦୁଷ୍ଟ ହସ, ଚେହେରା ପାଗେଳି
[02:40.87] ହଁ, ପାଦର ପାଉଁଜି ତୋର ରାଜହଂସୀ-ଚାଲି
[02:44.09] ଓଠ କୋଣେ ଦୁଷ୍ଟ ହସ, ଚେହେରା ପାଗେଳି
[02:47.27] ମତୁଆଲା ରୂପ, ରଙ୍ଗ, ଫଗୁଣର ଘର
[02:50.39] ଚୁପି-ଚୁପି କଥା କେତେ ଇଶାରାରେ ତୋର
[02:54.54] ତୋର ମୁରକି ହସ, ମୋତେ କଲା ବେହୋସ
[02:57.80] ତୋର ମୁରକି ହସ, ମୋତେ କଲା ବେହୋସ
[03:00.71] ତୁ ପୁନେଇ-ରାତି ଚାନ୍ଦିନୀ
[03:04.79] ଆଲୋ ମାନିନୀ
[03:06.81] ହାଏ-ହାଏ-ହାଏ, ଆଲୋ ମାନିନୀ
[03:09.92] ତୋର ଲମ୍ବା ବେଣି ଆଉ ତୋ ଚାହାଣି
[03:16.10] ତୋର ଲମ୍ବା ବେଣି ଆଉ ତୋ ଚାହାଣି
[03:19.23] ମୋତେ କରିଦେଲା ଗୁଣି
[03:23.35] ଆଲୋ ମାନିନୀ
[03:25.30] ହାଏ-ହାଏ-ହାଏ, ଆଲୋ ମାନିନୀ
[03:28.32] ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
[03:31.52] ତୋର ଲହକା ଚାଲି, ଆଲୋ, ପୁଚୁକି-ଗାଲି
[03:34.65] ତୋତେ କରିବି ଆଜି ମୋ ରାଣୀ
[03:38.62] ଆଲୋ ମାନିନୀ
[03:40.66] ହାଏ-ହାଏ-ହାଏ, ଆଲୋ ମାନିନୀ
[03:44.70] ଆଲୋ ମାନିନୀ, ହଁ
[03:47.69] ଆଲୋ ମାନିନୀ
[03:50.15]