Home 🎬 Bollywood 🎵 Pakistani 🎤 English Pop

Guaa Ghia Nakha Balita

👤 Namita Agrawal 🎼 Shiba Sarana ⏱️ 4:23
🎵 2285 characters
⏱️ 4:23 duration
🆔 ID: 12380755

📜 Lyrics

ଗୁଆ, ଘିଅ, ନଖ ବଳିତା
ସଜେଇ ଦେ ବଉଳ
ଗୁଆ, ଘିଅ, ନଖ ବଳିତା
ସଜେଇ ଦେ ବଉଳ

ପାଖେଇ ଆସୁଛି ଜାଗର ରାତି
ଯିବି କପିଳାସ ଜାଳିବି ବତୀ
ପାଖେଇ ଆସୁଛି ଜାଗର ରାତି
ଯିବି କପିଳାସ ଜାଳିବି ବତୀ
ଏବେଠୁ ହେଲାଣି ମନ ଚଞ୍ଚଳ

ସଜେଇ ଦେ ବଉଳ
ଗୁଆ, ଘିଅ, ନଖ ବଳିତା
ସଜେଇ ଦେ ବଉଳ

ଯାଇ ନ ପାରିବି ହିମାଚଳ କୁ
ଯାଇ ତ ପାରିବି ଢେଙ୍କାନାଳ କୁ
ଯାଇ ନ ପାରିବି କଇଳାସ କୁ
ଯାଇ ତ ପାରିବି କପିଳାସ କୁ

ନ ଥାଉ ଘୋଡ଼ା କି, ନ ଥାଉ ଗାଡ଼ି
ପାହାଚ ପାହାଚ ଯିବି ମୁଁ ଚଢ଼ି
ନ ଥାଉ ଘୋଡ଼ା କି, ନ ଥାଉ ଗାଡ଼ି
ପାହାଚ ପାହାଚ ଯିବି ମୁଁ ଚଢ଼ି
ଆସିବ କେବେ ସେ ଶୁଭ ସକାଳ

ସଜେଇ ଦେ ବଉଳ
ଗୁଆ, ଘିଅ, ନଖ ବଳିତା
ସଜେଇ ଦେ ବଉଳ

ଦର୍ଶନ କରିନି ଚନ୍ଦ୍ରଶେଖର
ଅର୍ପଣ କରିବି ବେଲପତର
ଦର୍ଶନ ମିଳିଲେ ମହାଦୀପ ର
ଦଂଶନ ନ ଥିବ ମହାପାପ ର

ଏତିକି ବଉଳ ମନେ ରଖିଥା
ଜାଗର ଜାଳିବା ଭାଗ୍ୟର କଥା
ଏତିକି ବଉଳ ମନେ ରଖିଥା
ଜାଗର ଜାଳିବା ଭାଗ୍ୟର କଥା
ହୋଇଲେ ସେ ଭାଗ୍ୟ ଫିଟେ କପାଳ

ସଜେଇ ଦେ ବଉଳ
ଗୁଆ, ଘିଅ, ନଖ ବଳିତା
ସଜେଇ ଦେ ବଉଳ
ଗୁଆ, ଘିଅ, ନଖ ବଳିତା
ସଜେଇ ଦେ ବଉଳ

ପାଖେଇ ଆସୁଛି ଜାଗର ରାତି
ଯିବି କପିଳାସ ଜାଳିବି ବତୀ
ଏବେଠୁ ହେଲାଣି ମନ ଚଞ୍ଚଳ

ସଜେଇ ଦେ ବଉଳ
ଗୁଆ, ଘିଅ, ନଖ ବଳିତା
ସଜେଇ ଦେ ବଉଳ
ଗୁଆ, ଘିଅ, ନଖ ବଳିତା
ସଜେଇ ଦେ ବଉଳ

⏱️ Synced Lyrics

[00:36.18] ଗୁଆ, ଘିଅ, ନଖ ବଳିତା
[00:39.46] ସଜେଇ ଦେ ବଉଳ
[00:42.43] ଗୁଆ, ଘିଅ, ନଖ ବଳିତା
[00:45.87] ସଜେଇ ଦେ ବଉଳ
[00:48.77] ପାଖେଇ ଆସୁଛି ଜାଗର ରାତି
[00:51.65] ଯିବି କପିଳାସ ଜାଳିବି ବତୀ
[00:54.76] ପାଖେଇ ଆସୁଛି ଜାଗର ରାତି
[00:57.76] ଯିବି କପିଳାସ ଜାଳିବି ବତୀ
[01:01.15] ଏବେଠୁ ହେଲାଣି ମନ ଚଞ୍ଚଳ
[01:05.16] ସଜେଇ ଦେ ବଉଳ
[01:07.92] ଗୁଆ, ଘିଅ, ନଖ ବଳିତା
[01:11.19] ସଜେଇ ଦେ ବଉଳ
[01:14.13]
[01:41.33] ଯାଇ ନ ପାରିବି ହିମାଚଳ କୁ
[01:47.45] ଯାଇ ତ ପାରିବି ଢେଙ୍କାନାଳ କୁ
[01:54.34] ଯାଇ ନ ପାରିବି କଇଳାସ କୁ
[02:01.38] ଯାଇ ତ ପାରିବି କପିଳାସ କୁ
[02:06.63] ନ ଥାଉ ଘୋଡ଼ା କି, ନ ଥାଉ ଗାଡ଼ି
[02:09.43] ପାହାଚ ପାହାଚ ଯିବି ମୁଁ ଚଢ଼ି
[02:12.95] ନ ଥାଉ ଘୋଡ଼ା କି, ନ ଥାଉ ଗାଡ଼ି
[02:16.10] ପାହାଚ ପାହାଚ ଯିବି ମୁଁ ଚଢ଼ି
[02:19.08] ଆସିବ କେବେ ସେ ଶୁଭ ସକାଳ
[02:23.18] ସଜେଇ ଦେ ବଉଳ
[02:25.72] ଗୁଆ, ଘିଅ, ନଖ ବଳିତା
[02:28.93] ସଜେଇ ଦେ ବଉଳ
[02:31.94]
[02:59.42] ଦର୍ଶନ କରିନି ଚନ୍ଦ୍ରଶେଖର
[03:05.61] ଅର୍ପଣ କରିବି ବେଲପତର
[03:12.49] ଦର୍ଶନ ମିଳିଲେ ମହାଦୀପ ର
[03:19.01] ଦଂଶନ ନ ଥିବ ମହାପାପ ର
[03:23.63] ଏତିକି ବଉଳ ମନେ ରଖିଥା
[03:26.87] ଜାଗର ଜାଳିବା ଭାଗ୍ୟର କଥା
[03:30.15] ଏତିକି ବଉଳ ମନେ ରଖିଥା
[03:32.92] ଜାଗର ଜାଳିବା ଭାଗ୍ୟର କଥା
[03:36.52] ହୋଇଲେ ସେ ଭାଗ୍ୟ ଫିଟେ କପାଳ
[03:40.08] ସଜେଇ ଦେ ବଉଳ
[03:43.19] ଗୁଆ, ଘିଅ, ନଖ ବଳିତା
[03:46.90] ସଜେଇ ଦେ ବଉଳ
[03:49.83] ଗୁଆ, ଘିଅ, ନଖ ବଳିତା
[03:53.16] ସଜେଇ ଦେ ବଉଳ
[03:56.16] ପାଖେଇ ଆସୁଛି ଜାଗର ରାତି
[03:58.89] ଯିବି କପିଳାସ ଜାଳିବି ବତୀ
[04:02.02] ଏବେଠୁ ହେଲାଣି ମନ ଚଞ୍ଚଳ
[04:05.78] ସଜେଇ ଦେ ବଉଳ
[04:08.78] ଗୁଆ, ଘିଅ, ନଖ ବଳିତା
[04:12.06] ସଜେଇ ଦେ ବଉଳ
[04:15.03] ଗୁଆ, ଘିଅ, ନଖ ବଳିତା
[04:18.33] ସଜେଇ ଦେ ବଉଳ
[04:22.64]

⭐ Rate These Lyrics

Average: 0.0/5 • 0 ratings