Home 🎬 Bollywood 🎵 Pakistani 🎤 English Pop

Abhimanini E Amania Dheu

👤 Namita Agrawal 🎼 Puni Thare Romantic Song Vol 6 ⏱️ 5:05
🎵 2226 characters
⏱️ 5:05 duration
🆔 ID: 12507797

📜 Lyrics

ଅଭିମାନିନୀ ଏ ଅମାନିଆ ଢ଼େଉ
ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ

ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ

ଫୁଲକୁମାରୀ ମୁଁ ଫୁଲେ-ଫୁଲେ ଖୋଜେ
ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?

ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
ଅଭିମାନିନୀ ଏ...

ଜଣେନାହିଁ ମୁଁ, କାହଲାଗି ମୁଁ ଆଜି ଝୁମି-ଝୁମି ନାଚେ ସମୀରେ
କାହାଲାଗି ଭଲପାଏ ନିର୍ଜନ
କା' ମନ ନେଇ, କା' ମନ ଛୁଇଁ ଗୀତ ଗାଇ, ଗାଇ ଯାଏ ଅଧିରେ
କାହାଲାଗି କେତେ ମିଛ ସପନ

ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
ଅଭିମାନିନୀ ଏ...

ମନେ-ମନେ ମୁଁ ଅନେକ କଥା ଆଜି ରଖିଥିଲି ସିନା ଗୋପନ
ସାକ୍ଷୀ ଅଛି ଏଇ ବେଳ ନିର୍ଜନ
ଲହରୀ ଛୁଇଁ କହୁଛି ମୁହିଁ ମନଦେଇ କିଆଁ ଆଜି ମୋ ମନ
ଆସ ଯିବା ଖୋଜି ନୁଆଁ ଜୀବନ

ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ

ଫୁଲକୁମାରୀ ମୁଁ ଫୁଲେ-ଫୁଲେ ଖୋଜେ
ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?

ଅଭିମାନିନୀ ଏ ଅମାନିଆ ଢ଼େଉ
ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
ଅଭିମାନିନୀ ଏ...

⏱️ Synced Lyrics

[00:25.45] ଅଭିମାନିନୀ ଏ ଅମାନିଆ ଢ଼େଉ
[00:36.30] ଅଭିମାନିନୀ ଏ ଅମାନିଆ ଢ଼େଉ
[00:43.26] ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
[00:50.30] ଅଭିମାନିନୀ ଏ ଅମାନିଆ ଢ଼େଉ
[00:57.39] ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
[01:04.26] ଫୁଲକୁମାରୀ ମୁଁ ଫୁଲେ-ଫୁଲେ ଖୋଜେ
[01:13.28] ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?
[01:20.07] ଅଭିମାନିନୀ ଏ ଅମାନିଆ ଢ଼େଉ
[01:26.72] ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
[01:33.72] ଅଭିମାନିନୀ ଏ...
[02:04.07] ଜଣେନାହିଁ ମୁଁ, କାହଲାଗି ମୁଁ ଆଜି ଝୁମି-ଝୁମି ନାଚେ ସମୀରେ
[02:14.66] କାହାଲାଗି ଭଲପାଏ ନିର୍ଜନ
[02:21.54] କା' ମନ ନେଇ, କା' ମନ ଛୁଇଁ ଗୀତ ଗାଇ, ଗାଇ ଯାଏ ଅଧିରେ
[02:31.86] କାହାଲାଗି କେତେ ମିଛ ସପନ
[02:39.21] ଅଭିମାନିନୀ ଏ ଅମାନିଆ ଢ଼େଉ
[02:45.86] ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
[02:53.08] ଅଭିମାନିନୀ ଏ...
[03:23.36] ମନେ-ମନେ ମୁଁ ଅନେକ କଥା ଆଜି ରଖିଥିଲି ସିନା ଗୋପନ
[03:33.55] ସାକ୍ଷୀ ଅଛି ଏଇ ବେଳ ନିର୍ଜନ
[03:40.23] ଲହରୀ ଛୁଇଁ କହୁଛି ମୁହିଁ ମନଦେଇ କିଆଁ ଆଜି ମୋ ମନ
[03:50.94] ଆସ ଯିବା ଖୋଜି ନୁଆଁ ଜୀବନ
[03:58.00] ଅଭିମାନିନୀ ଏ ଅମାନିଆ ଢ଼େଉ
[04:04.88] ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
[04:11.84] ଅଭିମାନିନୀ ଏ ଅମାନିଆ ଢ଼େଉ
[04:18.79] ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
[04:25.83] ଫୁଲକୁମାରୀ ମୁଁ ଫୁଲେ-ଫୁଲେ ଖୋଜେ
[04:34.68] ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?
[04:41.42] ଅଭିମାନିନୀ ଏ ଅମାନିଆ ଢ଼େଉ
[04:48.56] ନାଚି-ନାଚି ନାଚିଯାଏ ସେ ହରାଇ ତନୁ-ମନ
[04:55.35] ଅଭିମାନିନୀ ଏ...
[05:00.16]

⭐ Rate These Lyrics

Average: 0.0/5 • 0 ratings