Home 🎬 Bollywood 🎵 Pakistani 🎤 English Pop

Barasa Padilani Kemiti Jiba

👤 Swaroop Naik, Subash Dash, Jayshree Shivram 🎼 Ki Heba Sua Posile ⏱️ 5:45
🎵 2146 characters
⏱️ 5:45 duration
🆔 ID: 12560065

📜 Lyrics

ବର୍ଷା ପଡ଼ିଲାଣି କେମିତି ଯିବା?
ଯିବା କଥା ଆମେ ପରେ ଭାବିବା
ଏମିତି ପାଗରେ ହେଇଛି ଦେଖା
ତମେ ବି ଏକାକୁ ମୁଁ ବି ଏକା
ତିନ୍ତି ତିନ୍ତି ଚାଲ ମଜା କରିବା

ବର୍ଷା
ଓହୋ ବର୍ଷା

ହୁହୁ, ବର୍ଷା ପଡ଼ିଲାଣି କେମିତି ଯିବା?
ଯିବା କଥା ଆମେ ପରେ ଭାବିବା

ଲା-ଲାଲାଲା
ହୋ-ହୋହୋଓ
ଲା-ଲାଲାଲା
ହୋ-ହୋହୋଓ

ସାଧବ ବୋହୁ ଲୋ ସାଧବ ବୋହୂ
ଝଡ଼ ବରଷାରେ କୁଆଡ଼େ ଯାଉ?
ମୋ ସାଧବ ଯାଇଚି ନଈ ସେପାରି
ବେଳ ଗଡ଼ିଲାଣି ଆସିନି ଫେରି

ଆ ସାଧବକୁ ନେଇ ଆସିବା
ବର୍ଷା
ଓହୋ ବର୍ଷା

ଏହେ ବର୍ଷା ପଡ଼ିଲାଣି କେମିତି ଯିବା?
ଯିବା କଥା ଆମେ ପରେ ଭାବିବା

ଲା-ଲାଲାଲା
ହୋ-ହୋହୋଓ
ଲା-ଲାଲାଲା
ହୋ-ହୋହୋଓ

କାଖରେ ଧରି ଏ ସୁନା କଳସୀ
କୁଆଡ଼େ ଯାଉ ଲୋ ଷୋଳବୟସୀ?
ପାଣି ବାହାନାରେ ଆସିଚି ଖସି
ତୋ ପାଇଁ ସାଜିଚି ମୁଁ ବାରମାସି

ଆ ବାରମାସି ପଳେଇ ଯିବା
ବର୍ଷା
ଓହୋ ବର୍ଷା

ଉଁହୁଁ ବର୍ଷା ଛାଡ଼ିଲାଣି ଚାଲ ଫେରିବା
ଓଦା ଲୁଗାରେ ତ କେମିତି ଯିବା
ଲୁଗା ଶୁଖୁଗଲେ ଆମେ ଫେରିବା
ବେଶୀ ଡ଼େରି ହେଲେ ଧରା ପଡ଼ିବା
ଧରା ପଡ଼ିଗଲେ ମିଛ କହିବା

ବର୍ଷା ଛାଡ଼ିଲାଣି ଚାଲ ଫେରିବା
ବର୍ଷା ଛାଡ଼ିଲାଣି ଚାଲ ଫେରିବା

ଲା-ଲାଲାଲା
ହୋ-ହୋହୋଓ
ଲା-ଲାଲାଲା
ହୋ-ହୋହୋଓ

⭐ Rate These Lyrics

Average: 0.0/5 • 0 ratings