Sara Rati Nida Bhuli
🎵 2456 characters
⏱️ 5:31 duration
🆔 ID: 12660340
📜 Lyrics
ସାରାରାତି ନିଦ ଭୁଲି, କହିବ କି ଆଜିକାଲି
କଡ ଲେଉଟାଅ କାହା ପାଇଁ?
ତମ ପାଇଁ, ସାଥୀ ତମ ପାଇଁ
ତମ ପାଇଁ, ସାଥୀ ତମ ପାଇଁ
ଚାଲୁ-ଚାଲୁ ଚଲା ବାଟେ କହିବ କି ତମେ ଏତେ
ବାଟ ଭୁଲିଯାଅ କାହା ପାଇଁ?
ତମ ପାଇଁ, ସାଥୀ ତମ ପାଇଁ
ତମ ପାଇଁ, ସାଥୀ ତମ ପାଇଁ
ଭୋର୍ ହେଲେ, ବଗିଚାରୁ କାହା ପାଇଁ ତୋଳ ଫୁଲ?
ଫୁଲ ତୋଳେ ନୀତି ତମ ପାଇଁ ସାଥୀ, ପାଉଛି ବୋଲି ମୁଁ ଭଲ
ସଞ୍ଜ ହେଲେ, ମନ୍ଦିରରେ କାହା ପାଇଁ ଜାଳ ଦୀପ?
ଦୀପ ଜାଳି ତମ ଶୁଭ ମନାସୁଛି, କରୁନାହିଁ କିଛି ପାପ
ଆଇନାକୁ ଚାହିଁ-ଚାହିଁ, କହିବ କି ଆଜିକାଇଁ
ଏତେ ଲାଜ କର କାହା ପାଇଁ?
ତମ ପାଇଁ, ସାଥୀ ତମ ପାଇଁ
ତମ ପାଇଁ, ସାଥୀ ତମ ପାଇଁ
ହାତ କାଟି, ରକତରେ କାହାପାଇଁ ଚିଠି ଲେଖ?
ସେଇ ଚିଠି ଲେଖେ ତମ ପାଇଁ ଖାଲି, ତମେ ଥରେ ପଢ଼ି ଦେଖ
ମନ ତଳେ କାହା ଛବି ତମେ ତ ଆଙ୍କିଛ କୁହ
ଛବି ନୁହଁ ସେତ ତମେ ନିଜେ ଅଛ, ସବୁଦିନ ପୁଣି ରୁହ
ତମର ସେ ହୃଦୟରେ, କହିବ କି ମତେ ଥରେ
ଜାଗା ଅଛି ଖାଲି କାହା ପାଇଁ?
ତମ ପାଇଁ, ସାଥୀ ତମ ପାଇଁ
ତମ ପାଇଁ, ସାଥୀ ତମ ପାଇଁ
ସାରାରାତି ନିଦ ଭୁଲି, କହିବ କି ଆଜିକାଲି
କଡ ଲେଉଟାଅ କାହା ପାଇଁ?
ତମ ପାଇଁ, ସାଥୀ ତମ ପାଇଁ
ତମ ପାଇଁ, ସାଥୀ ତମ ପାଇଁ
ଚାଲୁ-ଚାଲୁ ଚଲା ବାଟେ କହିବ କି ତମେ ଏତେ
ବାଟ ଭୁଲିଯାଅ କାହା ପାଇଁ?
ତମ ପାଇଁ, ସାଥୀ ତମ ପାଇଁ
ତମ ପାଇଁ, ସାଥୀ ତମ ପାଇଁ
ତମ ପାଇଁ, ସାଥୀ ତମ ପାଇଁ (ତମ ପାଇଁ, ସାଥୀ ତମ ପାଇଁ)

⏱️ Synced Lyrics
[00:44.38] ସାରାରାତି ନିଦ ଭୁଲି, କହିବ କି ଆଜିକାଲି
[00:53.65] କଡ ଲେଉଟାଅ କାହା ପାଇଁ?
[00:58.12] ତମ ପାଇଁ, ସାଥୀ ତମ ପାଇଁ
[01:02.51] ତମ ପାଇଁ, ସାଥୀ ତମ ପାଇଁ
[01:06.72] ଚାଲୁ-ଚାଲୁ ଚଲା ବାଟେ କହିବ କି ତମେ ଏତେ
[01:15.89] ବାଟ ଭୁଲିଯାଅ କାହା ପାଇଁ?
[01:20.37] ତମ ପାଇଁ, ସାଥୀ ତମ ପାଇଁ
[01:24.85] ତମ ପାଇଁ, ସାଥୀ ତମ ପାଇଁ
[01:29.34]
[02:04.54] ଭୋର୍ ହେଲେ, ବଗିଚାରୁ କାହା ପାଇଁ ତୋଳ ଫୁଲ?
[02:13.71] ଫୁଲ ତୋଳେ ନୀତି ତମ ପାଇଁ ସାଥୀ, ପାଉଛି ବୋଲି ମୁଁ ଭଲ
[02:22.35] ସଞ୍ଜ ହେଲେ, ମନ୍ଦିରରେ କାହା ପାଇଁ ଜାଳ ଦୀପ?
[02:31.30] ଦୀପ ଜାଳି ତମ ଶୁଭ ମନାସୁଛି, କରୁନାହିଁ କିଛି ପାପ
[02:40.08] ଆଇନାକୁ ଚାହିଁ-ଚାହିଁ, କହିବ କି ଆଜିକାଇଁ
[02:49.26] ଏତେ ଲାଜ କର କାହା ପାଇଁ?
[02:53.58] ତମ ପାଇଁ, ସାଥୀ ତମ ପାଇଁ
[02:58.24] ତମ ପାଇଁ, ସାଥୀ ତମ ପାଇଁ
[03:02.87]
[03:37.78] ହାତ କାଟି, ରକତରେ କାହାପାଇଁ ଚିଠି ଲେଖ?
[03:46.62] ସେଇ ଚିଠି ଲେଖେ ତମ ପାଇଁ ଖାଲି, ତମେ ଥରେ ପଢ଼ି ଦେଖ
[03:55.65] ମନ ତଳେ କାହା ଛବି ତମେ ତ ଆଙ୍କିଛ କୁହ
[04:04.86] ଛବି ନୁହଁ ସେତ ତମେ ନିଜେ ଅଛ, ସବୁଦିନ ପୁଣି ରୁହ
[04:13.41] ତମର ସେ ହୃଦୟରେ, କହିବ କି ମତେ ଥରେ
[04:22.35] ଜାଗା ଅଛି ଖାଲି କାହା ପାଇଁ?
[04:27.15] ତମ ପାଇଁ, ସାଥୀ ତମ ପାଇଁ
[04:31.33] ତମ ପାଇଁ, ସାଥୀ ତମ ପାଇଁ
[04:35.39] ସାରାରାତି ନିଦ ଭୁଲି, କହିବ କି ଆଜିକାଲି
[04:44.75] କଡ ଲେଉଟାଅ କାହା ପାଇଁ?
[04:49.30] ତମ ପାଇଁ, ସାଥୀ ତମ ପାଇଁ
[04:53.52] ତମ ପାଇଁ, ସାଥୀ ତମ ପାଇଁ
[04:57.74] ଚାଲୁ-ଚାଲୁ ଚଲା ବାଟେ କହିବ କି ତମେ ଏତେ
[05:07.09] ବାଟ ଭୁଲିଯାଅ କାହା ପାଇଁ?
[05:11.55] ତମ ପାଇଁ, ସାଥୀ ତମ ପାଇଁ
[05:16.03] ତମ ପାଇଁ, ସାଥୀ ତମ ପାଇଁ
[05:24.73] ତମ ପାଇଁ, ସାଥୀ ତମ ପାଇଁ (ତମ ପାଇଁ, ସାଥୀ ତମ ପାଇଁ)
[05:29.99]