Home 🎬 Bollywood 🎵 Pakistani 🎤 English Pop

Gadi Chale Pachhei

👤 Akshaya Mohanty, Trupti Das 🎼 Jajabara ⏱️ 2:47
🎵 2036 characters
⏱️ 2:47 duration
🆔 ID: 12805125

📜 Lyrics

ଗାଡ଼ି ଚାଲେ ପଛେଇ (ଆସୁ, ଆସୁ)
ଆଉ ଟିକେ ପଛେଇ (ହୁଁ ଆସୁ)
ଦେବି ଧକ୍କା ଲଗେଇ (ଥାଉ)

ଆରେ ଆରେ ଗୋରୀ
ଆଗେଇଲେ ମୁହିଁ
ତୁ କିଆଁ ଯାଉଛୁରେ ପଛେଇ ପଛେଇ?

ମୋ ବାପା
ମୋ ବାପା ବସିଚିରେ ଟାଙ୍ଗିଆ ପଜେଇ
ମୋ ବାପା ବସିଚିରେ ଟାଙ୍ଗିଆ ପଜେଇ

ନଦୀ ସେ କୂଳରେ ଘର ତୁମ ବନ୍ଧୁ
ଏ କୂଳରେ ମୋର ଘର
ତୁମ ମନଠାରୁ ମୋ ମନ ଭଲା
କହ କିଆଁ ଏତେ ଦୁର

ଏବେ ଆସ ପାଖେଇ (ଗଲି ଗଲି)
ଦିନେ ଯିବ ଦୁରେଇ (ହେ. ନା)

ବାଟେ ଦବ ବସେଇ
ଆରେ ଗୋରୀ ତୋର ଥିଲା ଯଦି ଡର
ମୋ ସାଥେ ଥିଲୁ କିଆଁ ନଜର ମିଶେଇ?
ମୋ ବାପା

ମୋ ବାପା ବସିଚିରେ ଟାଙ୍ଗିଆ ପଜେଇ
ମୋ ବାପା ବସିଚିରେ ଟାଙ୍ଗିଆ ପଜେଇ

ଓ.
ଓ.ଆ.
ଓ.ଓ.
ଓ.ଓ.ଓ.ଆ.

ଯେ ଦିନରୁ ହେଲା ଦେଖା ତୋର ସାଥେ
ଦୁନିଆକୁ କଲି ପର
ମନ ଥିଲା ମୋର ଅତି ଆପଣାର
ଆଜି ସେତ ଯାଯାବର

ନେଲୁ ମତେ ଭୁଲେଇ (ମିଛ)
ଦେଲି ମନ ହଜେଇ (କୋଉଠି?)
ଏବେ ଦଉ ଫେରେଇ

ଆରେ ଆରେ ଗୋରୀ ଯାଇନି ମୁଁ ଡରି
ମୋ ବାପା ବସିଚି ବି ବନ୍ଧୁକ ସଜେଇ
ମୋ ବାପା

ମୋ ବାପା ବସିଚି ବି ବନ୍ଧୁକ ସଜେଇ
ମୋ ବାପା ବସିଚିରେ ଟାଙ୍ଗିଆ ପଜେଇ

ଲାଲା. ଲାଲା...
ଲାଲାଲା.ଲାଲାଲା.ଲାଲାଲା
ଉଁ.ହୁଁହୁଁ.
ଉହୁଁହୁଁ.ହୁଁହୁଁହୁଁ ହୁଁହୁଁହୁଁ

⭐ Rate These Lyrics

Average: 0.0/5 • 0 ratings