Gaja Moti Pana Khaiba Ki
🎵 2562 characters
⏱️ 4:17 duration
🆔 ID: 12805175
📜 Lyrics
ଗଜମୋତି ପାନ ଖାଇବକି? ଖାଇବକି? ଖାଇବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ହଁ, ଗଜମୋତି ପାନ ଖାଇବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ମୋ ମନକୁ କରିଛି ପାନ-ପତର
ମୁଁ ଦେଇଛି ଭକତି ଜୁଆ ଅତର
ଆହୁରି ଦେଇଛି ମୋହିନୀ ମନ୍ତର
ପାଖେ ପାଖେ ମୋର ରହିବ କି?
ଗଜମୋତି ପାନ ଖାଇବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ଗୋକୁଳ କୁଞ୍ଜରେ ତମାଳ ପତରେ
ରାଧା ଭାଙ୍ଗୁଥିଲା ପାନ
ଜଳି-ପୋଡି ହାଏ ଗୋପୀଙ୍କ ଦେହରେ
ଲାଗିଯାଉଥିଲା ଚୂନ
ଗୋକୁଳ କୁଞ୍ଜରେ ତମାଳ ପତରେ
ରାଧା ଭାଙ୍ଗୁଥିଲା ପାନ
ଜଳି-ପୋଡି ହାଏ ଗୋପୀଙ୍କ ଦେହରେ
ଲାଗିଯାଉଥିଲା ଚୂନ
ମୋ ଆତ୍ମାକୁ କରିଛି ପାନରେ ଗୁଆ
ଆସ ଖୁଏଇଦେବି ହେ, କଳାରସିଆ
ପ୍ରେମିକ ଠାକୁର ତୁମକୁ ଦେଖିଲେ
କେଉଁ ନାରୀ ଦେହ ସହିବ କି?
ଗଜମୋତି ପାନ ଖାଇବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ଚାତକ ମନ ମୋ ତୁମକୁ ଖୋଜୁଛି
ତୁମେ ମୋର କଳା-ମେଘ
ଭବ ବରଷାରେ ଭିଜେଇ ଦିଅ ହେ
ନାହିଁ କିଛି ଅଭିଯୋଗ
ଚାତକ ମନ ମୋ ତୁମକୁ ଖୋଜୁଛି
ତୁମେ ମୋର କଳା-ମେଘ
ଭବ ବରଷାରେ ଭିଜେଇ ଦିଅ ହେ
ନାହିଁ କିଛି ଅଭିଯୋଗ
ମୁଁ ନାରୀଟିଏ ତୁମେ ମୋ ନାରାୟଣ
ତୁମ ପଦ୍ମ ପୟରରେ ଦିଅ ସରଣ
ସାରା ଜନମ ମୁଁ ସେବା କରୁଥିବି
ଦାସି କରି ମୋତେ ରଖିବ କି?
ଗଜମୋତି ପାନ ଖାଇବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ହଁ, ଗଜମୋତି ପାନ ଖାଇବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ମୋ ମନକୁ କରିଛି ପାନ-ପତର
ମୁଁ ଦେଇଛି ଭକତି ଜୁଆ ଅତର
ଆହୁରି ଦେଇଛି ମୋହିନୀ ମନ୍ତର
ପାଖେ ପାଖେ ମୋର ରହିବ କି?
ଗଜମୋତି ପାନ ଖାଇବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ଗୋକୁଳ କୁଞ୍ଜରେ ତମାଳ ପତରେ
ରାଧା ଭାଙ୍ଗୁଥିଲା ପାନ
ଜଳି-ପୋଡି ହାଏ ଗୋପୀଙ୍କ ଦେହରେ
ଲାଗିଯାଉଥିଲା ଚୂନ
ଗୋକୁଳ କୁଞ୍ଜରେ ତମାଳ ପତରେ
ରାଧା ଭାଙ୍ଗୁଥିଲା ପାନ
ଜଳି-ପୋଡି ହାଏ ଗୋପୀଙ୍କ ଦେହରେ
ଲାଗିଯାଉଥିଲା ଚୂନ
ମୋ ଆତ୍ମାକୁ କରିଛି ପାନରେ ଗୁଆ
ଆସ ଖୁଏଇଦେବି ହେ, କଳାରସିଆ
ପ୍ରେମିକ ଠାକୁର ତୁମକୁ ଦେଖିଲେ
କେଉଁ ନାରୀ ଦେହ ସହିବ କି?
ଗଜମୋତି ପାନ ଖାଇବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ଚାତକ ମନ ମୋ ତୁମକୁ ଖୋଜୁଛି
ତୁମେ ମୋର କଳା-ମେଘ
ଭବ ବରଷାରେ ଭିଜେଇ ଦିଅ ହେ
ନାହିଁ କିଛି ଅଭିଯୋଗ
ଚାତକ ମନ ମୋ ତୁମକୁ ଖୋଜୁଛି
ତୁମେ ମୋର କଳା-ମେଘ
ଭବ ବରଷାରେ ଭିଜେଇ ଦିଅ ହେ
ନାହିଁ କିଛି ଅଭିଯୋଗ
ମୁଁ ନାରୀଟିଏ ତୁମେ ମୋ ନାରାୟଣ
ତୁମ ପଦ୍ମ ପୟରରେ ଦିଅ ସରଣ
ସାରା ଜନମ ମୁଁ ସେବା କରୁଥିବି
ଦାସି କରି ମୋତେ ରଖିବ କି?
ଗଜମୋତି ପାନ ଖାଇବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ସାଆନ୍ତେ ଇଆଡ଼େ ଚାହିଁବକି?
ସାଆନ୍ତେ ଇଆଡ଼େ ଚାହିଁବକି?
⏱️ Synced Lyrics
[00:22.36] ଗଜମୋତି ପାନ ଖାଇବକି? ଖାଇବକି? ଖାଇବକି?
[00:27.86] ସାଆନ୍ତେ ଇଆଡ଼େ ଚାହିଁବକି?
[00:33.16] ହଁ, ଗଜମୋତି ପାନ ଖାଇବକି?
[00:36.56] ସାଆନ୍ତେ ଇଆଡ଼େ ଚାହିଁବକି?
[00:38.72] ମୋ ମନକୁ କରିଛି ପାନ-ପତର
[00:44.69] ମୁଁ ଦେଇଛି ଭକତି ଜୁଆ ଅତର
[00:50.23] ଆହୁରି ଦେଇଛି ମୋହିନୀ ମନ୍ତର
[00:53.25] ପାଖେ ପାଖେ ମୋର ରହିବ କି?
[00:57.14] ଗଜମୋତି ପାନ ଖାଇବକି?
[00:59.88] ସାଆନ୍ତେ ଇଆଡ଼େ ଚାହିଁବକି?
[01:02.83] ସାଆନ୍ତେ ଇଆଡ଼େ ଚାହିଁବକି?
[01:33.52] ଗୋକୁଳ କୁଞ୍ଜରେ ତମାଳ ପତରେ
[01:36.34] ରାଧା ଭାଙ୍ଗୁଥିଲା ପାନ
[01:41.70] ଜଳି-ପୋଡି ହାଏ ଗୋପୀଙ୍କ ଦେହରେ
[01:44.88] ଲାଗିଯାଉଥିଲା ଚୂନ
[01:53.37] ଗୋକୁଳ କୁଞ୍ଜରେ ତମାଳ ପତରେ
[01:56.32] ରାଧା ଭାଙ୍ଗୁଥିଲା ପାନ
[02:01.23] ଜଳି-ପୋଡି ହାଏ ଗୋପୀଙ୍କ ଦେହରେ
[02:04.62] ଲାଗିଯାଉଥିଲା ଚୂନ
[02:09.51] ମୋ ଆତ୍ମାକୁ କରିଛି ପାନରେ ଗୁଆ
[02:15.09] ଆସ ଖୁଏଇଦେବି ହେ, କଳାରସିଆ
[02:21.01] ପ୍ରେମିକ ଠାକୁର ତୁମକୁ ଦେଖିଲେ
[02:23.73] କେଉଁ ନାରୀ ଦେହ ସହିବ କି?
[02:28.17] ଗଜମୋତି ପାନ ଖାଇବକି?
[02:30.65] ସାଆନ୍ତେ ଇଆଡ଼େ ଚାହିଁବକି?
[02:33.52] ସାଆନ୍ତେ ଇଆଡ଼େ ଚାହିଁବକି?
[03:04.32] ଚାତକ ମନ ମୋ ତୁମକୁ ଖୋଜୁଛି
[03:07.48] ତୁମେ ମୋର କଳା-ମେଘ
[03:12.69] ଭବ ବରଷାରେ ଭିଜେଇ ଦିଅ ହେ
[03:15.70] ନାହିଁ କିଛି ଅଭିଯୋଗ
[03:23.63] ଚାତକ ମନ ମୋ ତୁମକୁ ଖୋଜୁଛି
[03:27.16] ତୁମେ ମୋର କଳା-ମେଘ
[03:32.16] ଭବ ବରଷାରେ ଭିଜେଇ ଦିଅ ହେ
[03:35.49] ନାହିଁ କିଛି ଅଭିଯୋଗ
[03:40.12] ମୁଁ ନାରୀଟିଏ ତୁମେ ମୋ ନାରାୟଣ
[03:45.88] ତୁମ ପଦ୍ମ ପୟରରେ ଦିଅ ସରଣ
[03:51.78] ସାରା ଜନମ ମୁଁ ସେବା କରୁଥିବି
[03:54.36] ଦାସି କରି ମୋତେ ରଖିବ କି?
[03:58.53] ଗଜମୋତି ପାନ ଖାଇବକି?
[04:01.43] ସାଆନ୍ତେ ଇଆଡ଼େ ଚାହିଁବକି?
[04:04.34] ସାଆନ୍ତେ ଇଆଡ଼େ ଚାହିଁବକି?
[04:06.87] ସାଆନ୍ତେ ଇଆଡ଼େ ଚାହିଁବକି?
[04:09.65] ସାଆନ୍ତେ ଇଆଡ଼େ ଚାହିଁବକି?
[04:12.69]
[00:27.86] ସାଆନ୍ତେ ଇଆଡ଼େ ଚାହିଁବକି?
[00:33.16] ହଁ, ଗଜମୋତି ପାନ ଖାଇବକି?
[00:36.56] ସାଆନ୍ତେ ଇଆଡ଼େ ଚାହିଁବକି?
[00:38.72] ମୋ ମନକୁ କରିଛି ପାନ-ପତର
[00:44.69] ମୁଁ ଦେଇଛି ଭକତି ଜୁଆ ଅତର
[00:50.23] ଆହୁରି ଦେଇଛି ମୋହିନୀ ମନ୍ତର
[00:53.25] ପାଖେ ପାଖେ ମୋର ରହିବ କି?
[00:57.14] ଗଜମୋତି ପାନ ଖାଇବକି?
[00:59.88] ସାଆନ୍ତେ ଇଆଡ଼େ ଚାହିଁବକି?
[01:02.83] ସାଆନ୍ତେ ଇଆଡ଼େ ଚାହିଁବକି?
[01:33.52] ଗୋକୁଳ କୁଞ୍ଜରେ ତମାଳ ପତରେ
[01:36.34] ରାଧା ଭାଙ୍ଗୁଥିଲା ପାନ
[01:41.70] ଜଳି-ପୋଡି ହାଏ ଗୋପୀଙ୍କ ଦେହରେ
[01:44.88] ଲାଗିଯାଉଥିଲା ଚୂନ
[01:53.37] ଗୋକୁଳ କୁଞ୍ଜରେ ତମାଳ ପତରେ
[01:56.32] ରାଧା ଭାଙ୍ଗୁଥିଲା ପାନ
[02:01.23] ଜଳି-ପୋଡି ହାଏ ଗୋପୀଙ୍କ ଦେହରେ
[02:04.62] ଲାଗିଯାଉଥିଲା ଚୂନ
[02:09.51] ମୋ ଆତ୍ମାକୁ କରିଛି ପାନରେ ଗୁଆ
[02:15.09] ଆସ ଖୁଏଇଦେବି ହେ, କଳାରସିଆ
[02:21.01] ପ୍ରେମିକ ଠାକୁର ତୁମକୁ ଦେଖିଲେ
[02:23.73] କେଉଁ ନାରୀ ଦେହ ସହିବ କି?
[02:28.17] ଗଜମୋତି ପାନ ଖାଇବକି?
[02:30.65] ସାଆନ୍ତେ ଇଆଡ଼େ ଚାହିଁବକି?
[02:33.52] ସାଆନ୍ତେ ଇଆଡ଼େ ଚାହିଁବକି?
[03:04.32] ଚାତକ ମନ ମୋ ତୁମକୁ ଖୋଜୁଛି
[03:07.48] ତୁମେ ମୋର କଳା-ମେଘ
[03:12.69] ଭବ ବରଷାରେ ଭିଜେଇ ଦିଅ ହେ
[03:15.70] ନାହିଁ କିଛି ଅଭିଯୋଗ
[03:23.63] ଚାତକ ମନ ମୋ ତୁମକୁ ଖୋଜୁଛି
[03:27.16] ତୁମେ ମୋର କଳା-ମେଘ
[03:32.16] ଭବ ବରଷାରେ ଭିଜେଇ ଦିଅ ହେ
[03:35.49] ନାହିଁ କିଛି ଅଭିଯୋଗ
[03:40.12] ମୁଁ ନାରୀଟିଏ ତୁମେ ମୋ ନାରାୟଣ
[03:45.88] ତୁମ ପଦ୍ମ ପୟରରେ ଦିଅ ସରଣ
[03:51.78] ସାରା ଜନମ ମୁଁ ସେବା କରୁଥିବି
[03:54.36] ଦାସି କରି ମୋତେ ରଖିବ କି?
[03:58.53] ଗଜମୋତି ପାନ ଖାଇବକି?
[04:01.43] ସାଆନ୍ତେ ଇଆଡ଼େ ଚାହିଁବକି?
[04:04.34] ସାଆନ୍ତେ ଇଆଡ଼େ ଚାହିଁବକି?
[04:06.87] ସାଆନ୍ତେ ଇଆଡ଼େ ଚାହିଁବକି?
[04:09.65] ସାଆନ୍ତେ ଇଆଡ଼େ ଚାହିଁବକି?
[04:12.69]