Home 🎬 Bollywood 🎵 Pakistani 🎤 English Pop

Tume Jadi Sathi Mor

👤 Nirmala Mishra 🎼 Stree ⏱️ 3:22
🎵 2085 characters
⏱️ 3:22 duration
🆔 ID: 12808648

📜 Lyrics

ତୁମେ ଯଦି ସାଥି ମୋର ନିଅ ମୋତେ ଭୁଲାଇ
ତୁମେ ଯଦି ସାଥି ମୋର ନିଅ ମୋତେ ଭୁଲାଇ

ମିଠା ମିଠା ନିଶାରେ ଗୋ ଦେବି ମୁଁ ହଜାଇ
ମିଠା ମିଠା ନିଶାରେ ଗୋ ଦେବି ମୁଁ ହଜାଇ

ରାଣ ଦେଇଯାଅ ତୁମେ
ଆସ ଖାଲି ବାହାନାରେ
ପାଖେପାଖେ ଥାଇ ମୋର
ରୁହ ପୁଣି କେତେ ଦୂରେ

ରାଣ ଦେଇଯାଅ ତୁମେ
ଆସ ଖାଲି ବାହାନାରେ
ପାଖେପାଖେ ଥାଇ ମୋର
ରୁହ ପୁଣି କେତେ ଦୂରେ

ଆଖୁ ମୁଁ ନବୁଜି ଝୁରେ ସାରା ରାତି
ଆଖୁ ମୁଁ ନବୁଜି ଝୁରେ ସାରା ରାତି
କାଉଁରୀ କୁହୁକେ ସାରା ଶେଯ ମୋ ସଜାଇ

ମିଠା ମିଠା ନିଶାରେ ଗୋ ଦେବି ମୁଁ ହଜାଇ
ମିଠା ମିଠା ନିଶାରେ ଗୋ ଦେବି ମୁଁ ହଜାଇ

ଆକୁଳ ପବନ ଆସେ
କେତେଯେ ଉତ୍ତଳା କରି
ମନ ମୋ ମଜାଇଯାଏ
ନିଅ ମୋତେ ନିଅ ତୋଳି
ଆକୁଳ ପବନ ଆସେ
କେତେ ଯେ ଉତ୍ତଳା କରି
ମନ ମୋ ମଜାଇଯାଏ
ନିଅ ମୋତେ ନିଅ ତୋଳି

ମୁଁ ତୁମ ଛାତିରେ ଖୋଜଇ ଫଗୁଣ
ମୁଁ ତୁମ ଛାତିରେ ଖୋଜଇ ଫଗୁଣ
ହଜାରେ ସପନ ମୋର ଆଖିରେ ଭିଜାଇ

ମିଠା ମିଠା ନିଶାରେ ଗୋ ଦେବି ମୁଁ ହଜାଇ
ମିଠା ମିଠା ନିଶାରେ ଗୋ ଦେବି ମୁଁ ହଜାଇ

ତୁମେ ଯଦି ସାଥି ମୋର ନିଅ ମୋତେ ଭୁଲାଇ
ମିଠା ମିଠା ନିଶାରେ ଗୋ ଦେବି ମୁଁ ହଜାଇ
ମିଠା ମିଠା ନିଶାରେ ଗୋ ଦେବି ମୁଁ ହଜାଇ

⭐ Rate These Lyrics

Average: 0.0/5 • 0 ratings