Holi Holire Holi
🎵 2478 characters
⏱️ 4:48 duration
🆔 ID: 12813309
📜 Lyrics
ରଙ୍ଗେଲି, ରେ
ରଙ୍ଗେଲି
(ହେ-ହେ, ହେ-ହେ, ହେ-ହେ)
ହୋଲି ହୋଲି ରେ ହୋଲି
ରଙ୍ଗ ରଙ୍ଗେଲି ନାଲି
ନାଚ ଆଜିରେ ଝୁଲି-ଝୁଲି (ତାକ-ଧିନା-ଧିନ୍)
ହୋଲି ହୋଲି ରେ ହୋଲି
ରଙ୍ଗ ରଙ୍ଗେଲି ନାଲି
ନାଚ ଆଜିରେ ଝୁଲି-ଝୁଲି
ରଙ୍ଗେଲି, ରେ
ମାରନା, ଆଉ ମାରନା
ରଙ୍ଗ ପିଚକାରୀ
ଅଙ୍ଗେ-ଅଙ୍ଗେ ମୋର, ରଙ୍ଗ ଯାଇଛି ଭରି
କଳା ତ ଶ୍ୟାମଳ
କଳା ମୋ କଜଳ
ଗୋଲାପି ଅଧର, ନାଲି ମୋ ସିନ୍ଦୂର
ନୁପୁର ରୂପେଲି
ଚୁଡ଼ି ମୋ ସୁନେଲି
ଜୁଡ଼ାର ହୋଲି, ରଙ୍ଗ ଝିଲିମିଲି
ଛଇଳ ରେ...
ଛଇଳ ରେ ହେଲେ ତୋ ଦେହେ
ସାଜୁଛି ଫଗୁଆ ନାଲି (ତାକ-ଧିନା-ଧିନ୍)
ହୋଲି ହୋଲି ରେ ହୋଲି
ରଙ୍ଗ ରଙ୍ଗେଲି ନାଲି
ନାଚ ଆଜିରେ ଝୁଲି-ଝୁଲି
ରଙ୍ଗେଲି, ରେ
ଶିଳରେ ବାଟିଲି ବସି ବିରି, ମାଣ୍ଡିଆ, ହେ ବାନାରେ
ହେ, ବାଟରେ ବଇଛି ବସି ଗଜା ଭେଣ୍ଡିଆ, ହେ ବାନାରେ
ଆଲୋ, କଳା-କଳା ନିଶ ତାର ତାଳୁ ନାଣ୍ଡିଆ, ହେ ବାନାରେ
ହେ, ରଙ୍ଗ ବୋଳି କରିଦବ ଦେହ ଖଣ୍ଡିଆ, ହେ ବାନାରେ
(ହେ-ହେ-ହେ-ହେ, ହେ)
ନାଲି ଗର-ଗର
ଏ ରଙ୍ଗ ଅଭିର
ଦେଖିଲେ ତତେ ଲାଗେ ମତେ ଡର
ପାଦେ ସେ ଲାଗିଲେ ଅଳତାର ଗାର
ଲାଗିଲେ କପାଳେ ସୁହାଗ ସିନ୍ଦୂର
ଛଇଳ ରେ...
ଛଇଳ ରେ ଡରନା, ଡରନା
ବରଷକେ ଥରେ ହୋଲି (ତାକ-ଧିନା-ଧିନ୍)
ହୋଲି ହୋଲି ରେ ହୋଲି
ରଙ୍ଗ ରଙ୍ଗେଲି ନାଲି
ନାଚ ଆଜିରେ ଝୁଲି-ଝୁଲି
ହୋଲି ହୋଲି ରେ ହୋଲି
ରଙ୍ଗ ରଙ୍ଗେଲି ନାଲି
ନାଚ ଆଜିରେ ଝୁଲି-ଝୁଲି
ରଙ୍ଗେଲି, ରେ
ରଙ୍ଗେଲି, ରେ
ରଙ୍ଗେଲି...
ରଙ୍ଗେଲି
(ହେ-ହେ, ହେ-ହେ, ହେ-ହେ)
ହୋଲି ହୋଲି ରେ ହୋଲି
ରଙ୍ଗ ରଙ୍ଗେଲି ନାଲି
ନାଚ ଆଜିରେ ଝୁଲି-ଝୁଲି (ତାକ-ଧିନା-ଧିନ୍)
ହୋଲି ହୋଲି ରେ ହୋଲି
ରଙ୍ଗ ରଙ୍ଗେଲି ନାଲି
ନାଚ ଆଜିରେ ଝୁଲି-ଝୁଲି
ରଙ୍ଗେଲି, ରେ
ମାରନା, ଆଉ ମାରନା
ରଙ୍ଗ ପିଚକାରୀ
ଅଙ୍ଗେ-ଅଙ୍ଗେ ମୋର, ରଙ୍ଗ ଯାଇଛି ଭରି
କଳା ତ ଶ୍ୟାମଳ
କଳା ମୋ କଜଳ
ଗୋଲାପି ଅଧର, ନାଲି ମୋ ସିନ୍ଦୂର
ନୁପୁର ରୂପେଲି
ଚୁଡ଼ି ମୋ ସୁନେଲି
ଜୁଡ଼ାର ହୋଲି, ରଙ୍ଗ ଝିଲିମିଲି
ଛଇଳ ରେ...
ଛଇଳ ରେ ହେଲେ ତୋ ଦେହେ
ସାଜୁଛି ଫଗୁଆ ନାଲି (ତାକ-ଧିନା-ଧିନ୍)
ହୋଲି ହୋଲି ରେ ହୋଲି
ରଙ୍ଗ ରଙ୍ଗେଲି ନାଲି
ନାଚ ଆଜିରେ ଝୁଲି-ଝୁଲି
ରଙ୍ଗେଲି, ରେ
ଶିଳରେ ବାଟିଲି ବସି ବିରି, ମାଣ୍ଡିଆ, ହେ ବାନାରେ
ହେ, ବାଟରେ ବଇଛି ବସି ଗଜା ଭେଣ୍ଡିଆ, ହେ ବାନାରେ
ଆଲୋ, କଳା-କଳା ନିଶ ତାର ତାଳୁ ନାଣ୍ଡିଆ, ହେ ବାନାରେ
ହେ, ରଙ୍ଗ ବୋଳି କରିଦବ ଦେହ ଖଣ୍ଡିଆ, ହେ ବାନାରେ
(ହେ-ହେ-ହେ-ହେ, ହେ)
ନାଲି ଗର-ଗର
ଏ ରଙ୍ଗ ଅଭିର
ଦେଖିଲେ ତତେ ଲାଗେ ମତେ ଡର
ପାଦେ ସେ ଲାଗିଲେ ଅଳତାର ଗାର
ଲାଗିଲେ କପାଳେ ସୁହାଗ ସିନ୍ଦୂର
ଛଇଳ ରେ...
ଛଇଳ ରେ ଡରନା, ଡରନା
ବରଷକେ ଥରେ ହୋଲି (ତାକ-ଧିନା-ଧିନ୍)
ହୋଲି ହୋଲି ରେ ହୋଲି
ରଙ୍ଗ ରଙ୍ଗେଲି ନାଲି
ନାଚ ଆଜିରେ ଝୁଲି-ଝୁଲି
ହୋଲି ହୋଲି ରେ ହୋଲି
ରଙ୍ଗ ରଙ୍ଗେଲି ନାଲି
ନାଚ ଆଜିରେ ଝୁଲି-ଝୁଲି
ରଙ୍ଗେଲି, ରେ
ରଙ୍ଗେଲି, ରେ
ରଙ୍ଗେଲି...
⏱️ Synced Lyrics
[00:29.69] ରଙ୍ଗେଲି, ରେ
[00:35.49] ରଙ୍ଗେଲି
[00:39.19] (ହେ-ହେ, ହେ-ହେ, ହେ-ହେ)
[00:41.86] ହୋଲି ହୋଲି ରେ ହୋଲି
[00:43.66] ରଙ୍ଗ ରଙ୍ଗେଲି ନାଲି
[00:45.43] ନାଚ ଆଜିରେ ଝୁଲି-ଝୁଲି (ତାକ-ଧିନା-ଧିନ୍)
[00:49.34] ହୋଲି ହୋଲି ରେ ହୋଲି
[00:51.14] ରଙ୍ଗ ରଙ୍ଗେଲି ନାଲି
[00:53.02] ନାଚ ଆଜିରେ ଝୁଲି-ଝୁଲି
[00:56.07] ରଙ୍ଗେଲି, ରେ
[01:01.88]
[01:26.38] ମାରନା, ଆଉ ମାରନା
[01:31.40] ରଙ୍ଗ ପିଚକାରୀ
[01:36.44] ଅଙ୍ଗେ-ଅଙ୍ଗେ ମୋର, ରଙ୍ଗ ଯାଇଛି ଭରି
[01:53.60] କଳା ତ ଶ୍ୟାମଳ
[01:55.77] କଳା ମୋ କଜଳ
[01:57.86] ଗୋଲାପି ଅଧର, ନାଲି ମୋ ସିନ୍ଦୂର
[02:06.47] ନୁପୁର ରୂପେଲି
[02:08.57] ଚୁଡ଼ି ମୋ ସୁନେଲି
[02:10.73] ଜୁଡ଼ାର ହୋଲି, ରଙ୍ଗ ଝିଲିମିଲି
[02:15.10] ଛଇଳ ରେ...
[02:19.33] ଛଇଳ ରେ ହେଲେ ତୋ ଦେହେ
[02:23.20] ସାଜୁଛି ଫଗୁଆ ନାଲି (ତାକ-ଧିନା-ଧିନ୍)
[02:27.52] ହୋଲି ହୋଲି ରେ ହୋଲି
[02:29.53] ରଙ୍ଗ ରଙ୍ଗେଲି ନାଲି
[02:31.44] ନାଚ ଆଜିରେ ଝୁଲି-ଝୁଲି
[02:34.84] ରଙ୍ଗେଲି, ରେ
[02:40.40]
[02:57.41] ଶିଳରେ ବାଟିଲି ବସି ବିରି, ମାଣ୍ଡିଆ, ହେ ବାନାରେ
[03:03.46] ହେ, ବାଟରେ ବଇଛି ବସି ଗଜା ଭେଣ୍ଡିଆ, ହେ ବାନାରେ
[03:09.28] ଆଲୋ, କଳା-କଳା ନିଶ ତାର ତାଳୁ ନାଣ୍ଡିଆ, ହେ ବାନାରେ
[03:15.66] ହେ, ରଙ୍ଗ ବୋଳି କରିଦବ ଦେହ ଖଣ୍ଡିଆ, ହେ ବାନାରେ
[03:22.09] (ହେ-ହେ-ହେ-ହେ, ହେ)
[03:26.47] ନାଲି ଗର-ଗର
[03:28.75] ଏ ରଙ୍ଗ ଅଭିର
[03:30.48] ଦେଖିଲେ ତତେ ଲାଗେ ମତେ ଡର
[03:38.74] ପାଦେ ସେ ଲାଗିଲେ ଅଳତାର ଗାର
[03:42.92] ଲାଗିଲେ କପାଳେ ସୁହାଗ ସିନ୍ଦୂର
[03:47.02] ଛଇଳ ରେ...
[03:51.38] ଛଇଳ ରେ ଡରନା, ଡରନା
[03:55.17] ବରଷକେ ଥରେ ହୋଲି (ତାକ-ଧିନା-ଧିନ୍)
[03:59.14] ହୋଲି ହୋଲି ରେ ହୋଲି
[04:00.96] ରଙ୍ଗ ରଙ୍ଗେଲି ନାଲି
[04:02.75] ନାଚ ଆଜିରେ ଝୁଲି-ଝୁଲି
[04:06.84] ହୋଲି ହୋଲି ରେ ହୋଲି
[04:08.60] ରଙ୍ଗ ରଙ୍ଗେଲି ନାଲି
[04:10.66] ନାଚ ଆଜିରେ ଝୁଲି-ଝୁଲି
[04:13.61] ରଙ୍ଗେଲି, ରେ
[04:20.97] ରଙ୍ଗେଲି, ରେ
[04:27.73] ରଙ୍ଗେଲି...
[04:33.09]
[00:35.49] ରଙ୍ଗେଲି
[00:39.19] (ହେ-ହେ, ହେ-ହେ, ହେ-ହେ)
[00:41.86] ହୋଲି ହୋଲି ରେ ହୋଲି
[00:43.66] ରଙ୍ଗ ରଙ୍ଗେଲି ନାଲି
[00:45.43] ନାଚ ଆଜିରେ ଝୁଲି-ଝୁଲି (ତାକ-ଧିନା-ଧିନ୍)
[00:49.34] ହୋଲି ହୋଲି ରେ ହୋଲି
[00:51.14] ରଙ୍ଗ ରଙ୍ଗେଲି ନାଲି
[00:53.02] ନାଚ ଆଜିରେ ଝୁଲି-ଝୁଲି
[00:56.07] ରଙ୍ଗେଲି, ରେ
[01:01.88]
[01:26.38] ମାରନା, ଆଉ ମାରନା
[01:31.40] ରଙ୍ଗ ପିଚକାରୀ
[01:36.44] ଅଙ୍ଗେ-ଅଙ୍ଗେ ମୋର, ରଙ୍ଗ ଯାଇଛି ଭରି
[01:53.60] କଳା ତ ଶ୍ୟାମଳ
[01:55.77] କଳା ମୋ କଜଳ
[01:57.86] ଗୋଲାପି ଅଧର, ନାଲି ମୋ ସିନ୍ଦୂର
[02:06.47] ନୁପୁର ରୂପେଲି
[02:08.57] ଚୁଡ଼ି ମୋ ସୁନେଲି
[02:10.73] ଜୁଡ଼ାର ହୋଲି, ରଙ୍ଗ ଝିଲିମିଲି
[02:15.10] ଛଇଳ ରେ...
[02:19.33] ଛଇଳ ରେ ହେଲେ ତୋ ଦେହେ
[02:23.20] ସାଜୁଛି ଫଗୁଆ ନାଲି (ତାକ-ଧିନା-ଧିନ୍)
[02:27.52] ହୋଲି ହୋଲି ରେ ହୋଲି
[02:29.53] ରଙ୍ଗ ରଙ୍ଗେଲି ନାଲି
[02:31.44] ନାଚ ଆଜିରେ ଝୁଲି-ଝୁଲି
[02:34.84] ରଙ୍ଗେଲି, ରେ
[02:40.40]
[02:57.41] ଶିଳରେ ବାଟିଲି ବସି ବିରି, ମାଣ୍ଡିଆ, ହେ ବାନାରେ
[03:03.46] ହେ, ବାଟରେ ବଇଛି ବସି ଗଜା ଭେଣ୍ଡିଆ, ହେ ବାନାରେ
[03:09.28] ଆଲୋ, କଳା-କଳା ନିଶ ତାର ତାଳୁ ନାଣ୍ଡିଆ, ହେ ବାନାରେ
[03:15.66] ହେ, ରଙ୍ଗ ବୋଳି କରିଦବ ଦେହ ଖଣ୍ଡିଆ, ହେ ବାନାରେ
[03:22.09] (ହେ-ହେ-ହେ-ହେ, ହେ)
[03:26.47] ନାଲି ଗର-ଗର
[03:28.75] ଏ ରଙ୍ଗ ଅଭିର
[03:30.48] ଦେଖିଲେ ତତେ ଲାଗେ ମତେ ଡର
[03:38.74] ପାଦେ ସେ ଲାଗିଲେ ଅଳତାର ଗାର
[03:42.92] ଲାଗିଲେ କପାଳେ ସୁହାଗ ସିନ୍ଦୂର
[03:47.02] ଛଇଳ ରେ...
[03:51.38] ଛଇଳ ରେ ଡରନା, ଡରନା
[03:55.17] ବରଷକେ ଥରେ ହୋଲି (ତାକ-ଧିନା-ଧିନ୍)
[03:59.14] ହୋଲି ହୋଲି ରେ ହୋଲି
[04:00.96] ରଙ୍ଗ ରଙ୍ଗେଲି ନାଲି
[04:02.75] ନାଚ ଆଜିରେ ଝୁଲି-ଝୁଲି
[04:06.84] ହୋଲି ହୋଲି ରେ ହୋଲି
[04:08.60] ରଙ୍ଗ ରଙ୍ଗେଲି ନାଲି
[04:10.66] ନାଚ ଆଜିରେ ଝୁଲି-ଝୁଲି
[04:13.61] ରଙ୍ଗେଲି, ରେ
[04:20.97] ରଙ୍ଗେଲି, ରେ
[04:27.73] ରଙ୍ଗେଲି...
[04:33.09]