Home 🎬 Bollywood 🎵 Pakistani 🎤 English Pop

Nei Jaa Re Megha Mote

👤 S. Janaki 🎼 Balidan (Original Motion Picture Soundtrack) ⏱️ 4:05
🎵 1197 characters
⏱️ 4:05 duration
🆔 ID: 12813314

📜 Lyrics

ନେଇ ଯା'ରେ ମେଘ ମତେ
ଦେ ଛାଡ଼ି ସେଇ ଦେଶେ, ମୋ ପ୍ରିୟା ପାଶେ
ନେଇ ଯା'ରେ ମେଘ ମତେ
ଦେ ଛାଡ଼ି ସେଇ ଦେଶେ, ମୋ ପ୍ରିୟା ପାଶେ

ନେଇ ଯା'ରେ ମେଘ ମତେ

ମେଘ ସିନା ହୁଏ ଚାତକର ଲାଗି
ଝର-ଝର ଯାଉ ବରଷି
ସାଥୀ ବିନା ଆଜି ଯାଉଛି ରେ ଶୁଖି
ମୋ ଜୀବନ ନୀଳ-ସରସୀ

ଆଷାଢ଼, ଶ୍ରାବଣ ଏ ନୟନ ଦୁଇ
ହେଲେ ମନ ମୋର ପିଆସି

ନେଇ ଯା'ରେ ମେଘ ମତେ

ସାଥୀ ବିନା ଆଜି ପାରୁନି ରେ ଉଡ଼ି
ପତକା ହି ମୋର ଜାଣେନା
ଏତେ ବଡ଼ ଏଇ ଦୁନିଆଁରେ ମତେ
ଏକା-ଏକା ଭଲ ଲାଗେନା

ଦିନ ବଡ଼ ଏଠି ମରୂବାଲି ପୁଣି
ରାତି ଦିଏ ଯେତେ ଯାତନା

ନେଇ ଯା'ରେ ମେଘ ମତେ
ଦେ ଛାଡ଼ି ସେଇ ଦେଶେ, ମୋ ପ୍ରିୟା ପାଶେ
ନେଇ ଯା'ରେ ମେଘ ମତେ

⏱️ Synced Lyrics

[00:35.05] ନେଇ ଯା'ରେ ମେଘ ମତେ
[00:43.58] ଦେ ଛାଡ଼ି ସେଇ ଦେଶେ, ମୋ ପ୍ରିୟା ପାଶେ
[00:52.57] ନେଇ ଯା'ରେ ମେଘ ମତେ
[01:01.36] ଦେ ଛାଡ଼ି ସେଇ ଦେଶେ, ମୋ ପ୍ରିୟା ପାଶେ
[01:10.37] ନେଇ ଯା'ରେ ମେଘ ମତେ
[01:19.47]
[01:48.46] ମେଘ ସିନା ହୁଏ ଚାତକର ଲାଗି
[01:54.42] ଝର-ଝର ଯାଉ ବରଷି
[02:00.21] ସାଥୀ ବିନା ଆଜି ଯାଉଛି ରେ ଶୁଖି
[02:05.95] ମୋ ଜୀବନ ନୀଳ-ସରସୀ
[02:11.84] ଆଷାଢ଼, ଶ୍ରାବଣ ଏ ନୟନ ଦୁଇ
[02:17.58] ହେଲେ ମନ ମୋର ପିଆସି
[02:22.85] ନେଇ ଯା'ରେ ମେଘ ମତେ
[02:32.02]
[03:01.09] ସାଥୀ ବିନା ଆଜି ପାରୁନି ରେ ଉଡ଼ି
[03:06.92] ପତକା ହି ମୋର ଜାଣେନା
[03:12.78] ଏତେ ବଡ଼ ଏଇ ଦୁନିଆଁରେ ମତେ
[03:18.73] ଏକା-ଏକା ଭଲ ଲାଗେନା
[03:24.08] ଦିନ ବଡ଼ ଏଠି ମରୂବାଲି ପୁଣି
[03:30.05] ରାତି ଦିଏ ଯେତେ ଯାତନା
[03:35.73] ନେଇ ଯା'ରେ ମେଘ ମତେ
[03:44.37] ଦେ ଛାଡ଼ି ସେଇ ଦେଶେ, ମୋ ପ୍ରିୟା ପାଶେ
[03:53.07] ନେଇ ଯା'ରେ ମେଘ ମତେ
[04:03.95]

⭐ Rate These Lyrics

Average: 0.0/5 • 0 ratings