Home 🎬 Bollywood 🎵 Pakistani 🎤 English Pop

Ahey Dayamoya

👤 Vani Jayaram, Prafulla Kar 🎼 Balidan (Original Motion Picture Soundtrack) ⏱️ 4:11
🎵 1373 characters
⏱️ 4:11 duration
🆔 ID: 12813317

📜 Lyrics

ଆହେ ଦୟାମୟ ବିଶ୍ୱବିହାରୀ
ଘେନ ଦୟାବହି ମୋର ଗୁହାରି

ଜଳ, ସ୍ଥଳ, ବନ, ଗିରି, ଆକାଶ
ତୁମ ଲୀଳା ସବୁଠାରେ ପ୍ରକାଶ

ଆହେ ଦୟାମୟ ବିଶ୍ୱବିହାରୀ
ଘେନ ଦୟାବହି ମୋର ଗୁହାରି

ତୁମ ଚରଣରେ ମୋର ଭକତି
ଦିଅ ବିପଦେ ସାହସ ଶକତି

ତୁମ ଚରଣରେ ମୋର ଭକତି
ଦିଅ ବିପଦେ ସାହସ ଶକତି

ମୋର କାମକୁ କରାଅ ସରସ
ମୋର ମୁଖେ ଦିଅ ଚିର ହରଷ

ଆହେ ଦୟାମୟ ବିଶ୍ୱବିହାରୀ
ଘେନ ଦୟାବହି ମୋର ଗୁହାରି

ସତ କହିବାକୁ କିଆଁ ଡରିବି?
ସତ କହି ପଛେ ମଲେ ମରିବି

ସତ କହିବାକୁ କିଆଁ ଡରିବି?
ସତ କହି ପଛେ ମଲେ ମରିବି

ମୋତେ ଏତିକି ଶିଖାଅ ସାଇଁ ହେ
ମୋର ଧନ ଜନ ଲୋଡା ନାହିଁ ହେ

ଆହେ ଦୟାମୟ ବିଶ୍ୱବିହାରୀ
ଘେନ ଦୟାବହି ମୋର ଗୁହାରି
ଆହେ ଦୟାମୟ ବିଶ୍ୱବିହାରୀ
ଘେନ ଦୟାବହି ମୋର ଗୁହାରି

⏱️ Synced Lyrics

[00:25.36] ଆହେ ଦୟାମୟ ବିଶ୍ୱବିହାରୀ
[00:32.96] ଘେନ ଦୟାବହି ମୋର ଗୁହାରି
[00:39.91] ଜଳ, ସ୍ଥଳ, ବନ, ଗିରି, ଆକାଶ
[00:47.14] ତୁମ ଲୀଳା ସବୁଠାରେ ପ୍ରକାଶ
[00:54.32] ଆହେ ଦୟାମୟ ବିଶ୍ୱବିହାରୀ
[01:01.47] ଘେନ ଦୟାବହି ମୋର ଗୁହାରି
[01:08.64]
[01:36.91] ତୁମ ଚରଣରେ ମୋର ଭକତି
[01:44.16] ଦିଅ ବିପଦେ ସାହସ ଶକତି
[01:51.19] ତୁମ ଚରଣରେ ମୋର ଭକତି
[01:58.04] ଦିଅ ବିପଦେ ସାହସ ଶକତି
[02:05.39] ମୋର କାମକୁ କରାଅ ସରସ
[02:12.35] ମୋର ମୁଖେ ଦିଅ ଚିର ହରଷ
[02:19.36] ଆହେ ଦୟାମୟ ବିଶ୍ୱବିହାରୀ
[02:26.42] ଘେନ ଦୟାବହି ମୋର ଗୁହାରି
[02:33.05]
[03:00.78] ସତ କହିବାକୁ କିଆଁ ଡରିବି?
[03:07.57] ସତ କହି ପଛେ ମଲେ ମରିବି
[03:14.49] ସତ କହିବାକୁ କିଆଁ ଡରିବି?
[03:21.32] ସତ କହି ପଛେ ମଲେ ମରିବି
[03:28.20] ମୋତେ ଏତିକି ଶିଖାଅ ସାଇଁ ହେ
[03:35.32] ମୋର ଧନ ଜନ ଲୋଡା ନାହିଁ ହେ
[03:42.39] ଆହେ ଦୟାମୟ ବିଶ୍ୱବିହାରୀ
[03:49.46] ଘେନ ଦୟାବହି ମୋର ଗୁହାରି
[03:56.22] ଆହେ ଦୟାମୟ ବିଶ୍ୱବିହାରୀ
[04:03.23] ଘେନ ଦୟାବହି ମୋର ଗୁହାରି
[04:10.76]

⭐ Rate These Lyrics

Average: 0.0/5 • 0 ratings