Home 🎬 Bollywood 🎵 Pakistani 🎤 English Pop

Tiktiki Tiktiki Hue Mo Chati

👤 Vani Jayaram 🎼 Balidan (Original Motion Picture Soundtrack) ⏱️ 3:04
🎵 1757 characters
⏱️ 3:04 duration
🆔 ID: 12813320

📜 Lyrics

ଟିକଟିକି-ଟିକଟିକି ହୁଏ ମୋ ଛାତି
କିଏ ସେ ଭରିଛି ମୋ ଦେହେ ତାତି? ହାଏରେ
ଟିକଟିକି-ଟିକଟିକି ହୁଏ ମୋ ଛାତି
କିଏ ସେ ଭରିଛି ମୋ ଦେହେ ତାତି? ହାଏରେ

କହିବାକୁ ଲାଜ ଲୋ ମାଳତୀ
ଲାଗେ ଯାହା କଲେ ପୀରତି

ଟିକଟିକି-ଟିକଟିକି ହୁଏ ମୋ ଛାତି
କିଏ ସେ ଭରିଛି ମୋ ଦେହେ ତାତି? ହାଏରେ

ଯାହା ମୁଁ ରଖିଥିଲି ସାଇତି
ଚୋରାଇ ନେଲା ଚୋରା ଚଇତି
ଯାହା ମୁଁ ରଖିଥିଲି ସାଇତି
ଚୋରାଇ ନେଲା ଚୋରା ଚଇତି

ଏବେ ମୋ ଦିନ ରାତି
କେମିତି ଯିବ ବିତି
ନଥିବି ଯଦି ପାସେ ମୋ ସାଥି

ଟିକଟିକି-ଟିକଟିକି ହୁଏ ମୋ ଛାତି
କିଏ ସେ ଭରିଛି ମୋ ଦେହେ ତାତି? ହାଏରେ

ହେଲା ଗୋ ସତ ଆଜି ସପନ
ପାଇଛି ସାଥି ଆଜି ଏ ମନ
ହେଲା ଗୋ ସତ ଆଜି ସପନ
ପାଇଛି ସାଥି ଆଜି ଏ ମନ

କା ନାମ ଯଉବନ, କହନ୍ତି ଆରେ ପ୍ରେମ
ଜାଣିଲି ଆଜି ତାହା ପ୍ରଥମ

ଟିକଟିକି-ଟିକଟିକି ହୁଏ ମୋ ଛାତି
କିଏ ସେ ଭରିଛି ମୋ ଦେହେ ତାତି? ହାଏରେ
ଟିକଟିକି-ଟିକଟିକି ହୁଏ ମୋ ଛାତି
କିଏ ସେ ଭରିଛି ମୋ ଦେହେ ତାତି? ହାଏରେ

⏱️ Synced Lyrics

[00:12.21] ଟିକଟିକି-ଟିକଟିକି ହୁଏ ମୋ ଛାତି
[00:14.76] କିଏ ସେ ଭରିଛି ମୋ ଦେହେ ତାତି? ହାଏରେ
[00:19.87] ଟିକଟିକି-ଟିକଟିକି ହୁଏ ମୋ ଛାତି
[00:22.25] କିଏ ସେ ଭରିଛି ମୋ ଦେହେ ତାତି? ହାଏରେ
[00:27.51] କହିବାକୁ ଲାଜ ଲୋ ମାଳତୀ
[00:32.38] ଲାଗେ ଯାହା କଲେ ପୀରତି
[00:37.32] ଟିକଟିକି-ଟିକଟିକି ହୁଏ ମୋ ଛାତି
[00:40.09] କିଏ ସେ ଭରିଛି ମୋ ଦେହେ ତାତି? ହାଏରେ
[00:44.78]
[01:13.53] ଯାହା ମୁଁ ରଖିଥିଲି ସାଇତି
[01:18.53] ଚୋରାଇ ନେଲା ଚୋରା ଚଇତି
[01:23.98] ଯାହା ମୁଁ ରଖିଥିଲି ସାଇତି
[01:28.90] ଚୋରାଇ ନେଲା ଚୋରା ଚଇତି
[01:34.11] ଏବେ ମୋ ଦିନ ରାତି
[01:36.62] କେମିତି ଯିବ ବିତି
[01:39.12] ନଥିବି ଯଦି ପାସେ ମୋ ସାଥି
[01:43.92] ଟିକଟିକି-ଟିକଟିକି ହୁଏ ମୋ ଛାତି
[01:46.60] କିଏ ସେ ଭରିଛି ମୋ ଦେହେ ତାତି? ହାଏରେ
[01:51.64]
[02:17.69] ହେଲା ଗୋ ସତ ଆଜି ସପନ
[02:22.87] ପାଇଛି ସାଥି ଆଜି ଏ ମନ
[02:28.06] ହେଲା ଗୋ ସତ ଆଜି ସପନ
[02:32.94] ପାଇଛି ସାଥି ଆଜି ଏ ମନ
[02:37.92] କା ନାମ ଯଉବନ, କହନ୍ତି ଆରେ ପ୍ରେମ
[02:43.17] ଜାଣିଲି ଆଜି ତାହା ପ୍ରଥମ
[02:49.01] ଟିକଟିକି-ଟିକଟିକି ହୁଏ ମୋ ଛାତି
[02:51.53] କିଏ ସେ ଭରିଛି ମୋ ଦେହେ ତାତି? ହାଏରେ
[02:56.55] ଟିକଟିକି-ଟିକଟିକି ହୁଏ ମୋ ଛାତି
[02:59.05] କିଏ ସେ ଭରିଛି ମୋ ଦେହେ ତାତି? ହାଏରେ
[03:04.02]

⭐ Rate These Lyrics

Average: 0.0/5 • 0 ratings