E Babu Niya Niya Babu Phula Gajara
🎵 1719 characters
⏱️ 3:14 duration
🆔 ID: 12832342
📜 Lyrics
ଏ ବାବୁ, ନିଅ ନିଅ ବାବୁ ଫୁଲ ଗଜରା
ନିଅ ନିଅ ବାବୁ ଫୁଲ ଗଜରା
ଆସିଲି ମୁଁ ଫୁଲବାଲି
ନାଁଆ ମୋର ରସକଲି
ଆସିଲି ମୁଁ ଫୁଲବାଲି
ନାଁଆ ମୋର ରସକଲି
ଘର ମୋର ବାବୁ ଫୁଲନଖରା
ନିଅ ନିଅ ବାବୁ ଫୁଲ ଗଜରା
ନିଅ ନିଅ ବାବୁ ଫୁଲ ଗଜରା
ବଣ ମଲ୍ଲି ସାଥେ ଚମ୍ପା କଢ଼ି, ମନ ସାଥେ ଦିଏ ମନ ଯୋଡ଼ି
ପିନ୍ଧିବ ଯେବେ ତ ଘରବାଲି
ଲାଗିବ ସରଗ ଫୁଲଝରୀ
ନିଅ ଚମ୍ପା-ମଲ୍ଲି ହାର
ମିଠା ମିଠା ବାସ ତାର
ନିଅ ଚମ୍ପା-ମଲ୍ଲି ହାର
ମିଠା ମିଠା ବାସ ତାର
ଫୁଲ ମୋର ମୋତି-ମାଣିକ ହୀରା
ନିଅ ନିଅ ବାବୁ ଫୁଲ ଗଜରା
ନିଅ ନିଅ ବାବୁ ଫୁଲ ଗଜରା
ନାଲି ନାଲି ଫୁଲ ଗୋଲାପ ର ସତେ କିବା ଯୋଡ଼ି ତୋର ମୋର
ଏମିତି ଆମର ଗୋରୀ ଯୋଡ଼ି
ଗଜରା ହାରକୁ ସରୁ ଡ଼ୋରି
ଆରେ ମୋର ମନ-ଚୋର
ଛାଡ଼ିଲି ତୋ ପାଇଁ ଘର
ଫୁଲ ଦେଇ ମନ ନେଲୁ
ଚୋର ପୁଣି ମୋତେ କଲୁ
ଆରେ, ଚୋର ସିଏ ସେତ ପଡ଼ିବ ଧରା (ଯା, ଯା)
ନିଅ ନିଅ ବାବୁ ଫୁଲ ଗଜରା
ନିଅ ନିଅ ବାବୁ ଫୁଲ ଗଜରା
ନିଅ ନିଅ ବାବୁ ଫୁଲ ଗଜରା
ନିଅ ନିଅ ବାବୁ ଫୁଲ ଗଜରା
ଆସିଲି ମୁଁ ଫୁଲବାଲି
ନାଁଆ ମୋର ରସକଲି
ଆସିଲି ମୁଁ ଫୁଲବାଲି
ନାଁଆ ମୋର ରସକଲି
ଘର ମୋର ବାବୁ ଫୁଲନଖରା
ନିଅ ନିଅ ବାବୁ ଫୁଲ ଗଜରା
ନିଅ ନିଅ ବାବୁ ଫୁଲ ଗଜରା
ବଣ ମଲ୍ଲି ସାଥେ ଚମ୍ପା କଢ଼ି, ମନ ସାଥେ ଦିଏ ମନ ଯୋଡ଼ି
ପିନ୍ଧିବ ଯେବେ ତ ଘରବାଲି
ଲାଗିବ ସରଗ ଫୁଲଝରୀ
ନିଅ ଚମ୍ପା-ମଲ୍ଲି ହାର
ମିଠା ମିଠା ବାସ ତାର
ନିଅ ଚମ୍ପା-ମଲ୍ଲି ହାର
ମିଠା ମିଠା ବାସ ତାର
ଫୁଲ ମୋର ମୋତି-ମାଣିକ ହୀରା
ନିଅ ନିଅ ବାବୁ ଫୁଲ ଗଜରା
ନିଅ ନିଅ ବାବୁ ଫୁଲ ଗଜରା
ନାଲି ନାଲି ଫୁଲ ଗୋଲାପ ର ସତେ କିବା ଯୋଡ଼ି ତୋର ମୋର
ଏମିତି ଆମର ଗୋରୀ ଯୋଡ଼ି
ଗଜରା ହାରକୁ ସରୁ ଡ଼ୋରି
ଆରେ ମୋର ମନ-ଚୋର
ଛାଡ଼ିଲି ତୋ ପାଇଁ ଘର
ଫୁଲ ଦେଇ ମନ ନେଲୁ
ଚୋର ପୁଣି ମୋତେ କଲୁ
ଆରେ, ଚୋର ସିଏ ସେତ ପଡ଼ିବ ଧରା (ଯା, ଯା)
ନିଅ ନିଅ ବାବୁ ଫୁଲ ଗଜରା
ନିଅ ନିଅ ବାବୁ ଫୁଲ ଗଜରା
ନିଅ ନିଅ ବାବୁ ଫୁଲ ଗଜରା