Home 🎬 Bollywood 🎵 Pakistani 🎤 English Pop

Janha Go Tume

👤 Asha Bhosle 🎼 Aarati (Original Motion Picture Soundtrack) ⏱️ 4:57
🎵 1697 characters
⏱️ 4:57 duration
🆔 ID: 12834422

📜 Lyrics

ଆ-ଆ-ଆ-ଆ
ଆ-ଆ-ଆ-ଆ

ଜହ୍ନ ଗୋ ତୁମେ ଝରନା
ଝରାଇ ଲୁହ ଜୋଛନା

ମନ ଝୁରେ ଯାହା ଲାଗି
ମନ ଝୁରେ ଯାହା ଲାଗି
ସେତ କେବେ ବୁଝେନା

ଜହ୍ନ ଗୋ ତୁମେ ଝରନା
ଝରାଇ ଲୁହ ଜୋଛନା

ଯଦି କେବେ ଆକାଶରୁ
ତାରା ଫୁଲ ଖସୁଛି
ନୀରବରେ ଏ ଆଖିରୁ
ଲୁହଧାର ଝରୁଛି

ଯଦି କେବେ ଆକାଶରୁ
ତାରା ଫୁଲ ଖସୁଛି
ନୀରବରେ ଏ ଆଖିରୁ
ଲୁହଧାର ଝରୁଛି

ହଜିଲା ଦିନର କଥା ତୁମ ମନେପଡ଼େନା
ହଜିଲା ଦିନର କଥା ତୁମ ମନେପଡ଼େନା

ଜହ୍ନ ଗୋ ତୁମେ ଝରନା
ଝରାଇ ଲୁହ ଜୋଛନା

ଯେତେ ଦୂରେ ଥାଅ ପଛେ
ତୁମ କଥା ଭାବିବି
ଭୁଲିଗଲେ ଯାଅ ପଛେ
ଜଳି ଜଳି ମରିବି

ଯେତେ ଦୂରେ ଥାଅ ପଛେ
ତୁମ କଥା ଭାବିବି
ଭୁଲିଗଲେ ଯାଅ ପଛେ
ଜଳି ଜଳି ମରିବି

ଏ ଜୀବନେ ତୁମ ବିନା ଆଉ କିଛି ଚାହେଁନା
ଏ ଜୀବନେ ତୁମ ବିନା ଆଉ କିଛି ଚାହେଁନା

ଜହ୍ନ ଗୋ ତୁମେ ଝରନା
ଝରାଇ ଲୁହ ଜୋଛନା

ମନ ଝୁରେ ଯାହା ଲାଗି
ମନ ଝୁରେ ଯାହା ଲାଗି
ସେତ କେବେ ବୁଝେନା

ଜହ୍ନ ଗୋ ତୁମେ ଝରନା
ଝରାଇ ଲୁହ ଜୋଛନା

⏱️ Synced Lyrics

[00:05.51] ଆ-ଆ-ଆ-ଆ
[00:14.27] ଆ-ଆ-ଆ-ଆ
[00:41.83] ଜହ୍ନ ଗୋ ତୁମେ ଝରନା
[00:46.88] ଝରାଇ ଲୁହ ଜୋଛନା
[00:51.11] ମନ ଝୁରେ ଯାହା ଲାଗି
[00:56.24] ମନ ଝୁରେ ଯାହା ଲାଗି
[01:00.52] ସେତ କେବେ ବୁଝେନା
[01:06.51] ଜହ୍ନ ଗୋ ତୁମେ ଝରନା
[01:11.46] ଝରାଇ ଲୁହ ଜୋଛନା
[01:50.36] ଯଦି କେବେ ଆକାଶରୁ
[01:56.15] ତାରା ଫୁଲ ଖସୁଛି
[02:00.51] ନୀରବରେ ଏ ଆଖିରୁ
[02:05.57] ଲୁହଧାର ଝରୁଛି
[02:10.62] ଯଦି କେବେ ଆକାଶରୁ
[02:15.19] ତାରା ଫୁଲ ଖସୁଛି
[02:20.13] ନୀରବରେ ଏ ଆଖିରୁ
[02:25.32] ଲୁହଧାର ଝରୁଛି
[02:29.68] ହଜିଲା ଦିନର କଥା ତୁମ ମନେପଡ଼େନା
[02:39.39] ହଜିଲା ଦିନର କଥା ତୁମ ମନେପଡ଼େନା
[02:50.40] ଜହ୍ନ ଗୋ ତୁମେ ଝରନା
[02:55.41] ଝରାଇ ଲୁହ ଜୋଛନା
[03:23.22] ଯେତେ ଦୂରେ ଥାଅ ପଛେ
[03:27.22] ତୁମ କଥା ଭାବିବି
[03:32.40] ଭୁଲିଗଲେ ଯାଅ ପଛେ
[03:36.89] ଜଳି ଜଳି ମରିବି
[03:42.46] ଯେତେ ଦୂରେ ଥାଅ ପଛେ
[03:46.46] ତୁମ କଥା ଭାବିବି
[03:51.64] ଭୁଲିଗଲେ ଯାଅ ପଛେ
[03:55.91] ଜଳି ଜଳି ମରିବି
[04:01.57] ଏ ଜୀବନେ ତୁମ ବିନା ଆଉ କିଛି ଚାହେଁନା
[04:10.71] ଏ ଜୀବନେ ତୁମ ବିନା ଆଉ କିଛି ଚାହେଁନା
[04:21.32] ଜହ୍ନ ଗୋ ତୁମେ ଝରନା
[04:26.84] ଝରାଇ ଲୁହ ଜୋଛନା
[04:31.34] ମନ ଝୁରେ ଯାହା ଲାଗି
[04:36.41] ମନ ଝୁରେ ଯାହା ଲାଗି
[04:41.35] ସେତ କେବେ ବୁଝେନା
[04:46.48] ଜହ୍ନ ଗୋ ତୁମେ ଝରନା
[04:50.83] ଝରାଇ ଲୁହ ଜୋଛନା
[04:56.76]

⭐ Rate These Lyrics

Average: 0.0/5 • 0 ratings