Maa Tume Mamatara
🎵 1386 characters
⏱️ 3:25 duration
🆔 ID: 12869667
📜 Lyrics
ମା' ତୁମେ ମମତାର ସୀମାହୀନ ସାଗର
ମା' ତୁମେ ଆମ ପାଇଁ ଦେବତାର ମନ୍ଦିର
ମା' ତୁମେ ମମତାର ସୀମାହୀନ ସାଗର
ମା' ତୁମେ ଆମ ପାଇଁ ଦେବତାର ମନ୍ଦିର
ତୁମ ସେ ମମତା ମୋତି ଆମ ପାଇଁ ଆଲୋକ
ଲିଭାଇଛି ଅମାରାତି ମନେ ଭରି ପୁଲକ
ତୁମେ ଯେ ସେନେହମୟୀ ସେନେହର ଝର
ତୁମେ ଯେ ସେନେହମୟୀ ସେନେହର ଝର
ମା' ତୁମେ ମମତାର ସୀମାହୀନ ସାଗର
ମା' ତୁମେ ଆମ ପାଇଁ ଦେବତାର ମନ୍ଦିର
ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା
ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା
ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା
ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା
ଆମ ମୁଖେ ହସ ତୁମ ମନେ ଖୁସି ଆସର
ତୁମରି ଆଶିଷେ ମା'ଗୋ ହସୁ ଆମ ସଂସାର
ମା' ତୁମେ ମମତାର ସୀମାହୀନ ସାଗର
ମା' ତୁମେ ଆମ ପାଇଁ ଦେବତାର ମନ୍ଦିର
ମା' ତୁମେ ଆମ ପାଇଁ ଦେବତାର ମନ୍ଦିର
ମା' ତୁମେ ମମତାର ସୀମାହୀନ ସାଗର
ମା' ତୁମେ ଆମ ପାଇଁ ଦେବତାର ମନ୍ଦିର
ତୁମ ସେ ମମତା ମୋତି ଆମ ପାଇଁ ଆଲୋକ
ଲିଭାଇଛି ଅମାରାତି ମନେ ଭରି ପୁଲକ
ତୁମେ ଯେ ସେନେହମୟୀ ସେନେହର ଝର
ତୁମେ ଯେ ସେନେହମୟୀ ସେନେହର ଝର
ମା' ତୁମେ ମମତାର ସୀମାହୀନ ସାଗର
ମା' ତୁମେ ଆମ ପାଇଁ ଦେବତାର ମନ୍ଦିର
ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା
ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା
ଏ ଆଖି ଦେଖିଛି ଯାହା ତୁମ ପ୍ରୀତି ଶରଧା
ଆମ ଦୁଃଖେ ଦୁଃଖୀ ହୋଇ କର ସୁଖ ସଉଦା
ଆମ ମୁଖେ ହସ ତୁମ ମନେ ଖୁସି ଆସର
ତୁମରି ଆଶିଷେ ମା'ଗୋ ହସୁ ଆମ ସଂସାର
ମା' ତୁମେ ମମତାର ସୀମାହୀନ ସାଗର
ମା' ତୁମେ ଆମ ପାଇଁ ଦେବତାର ମନ୍ଦିର