Home 🎬 Bollywood 🎵 Pakistani 🎤 English Pop

Mun Kaliaa Rajara Praja

👤 Kumar Bapi 🎼 Radhika Maain ⏱️ 4:56
🎵 2920 characters
⏱️ 4:56 duration
🆔 ID: 12983587

📜 Lyrics

ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?

ତା ଭଜନକୁ ଗାଉଛି ମୁଁ
ନାମ ଚନ୍ଦନକୁ ଘୋରୁଛି ମୁଁ
ମୁଁ ତାକୁ ମୋ ଠାକୁର ଘରେ
ସଞ୍ଜ ସକାଳେ କରୁଛି ପୂଜା

ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?

କଳା ସାଆନ୍ତ ମୋ ଦରିଆ କୂଳରେ ତୋଳିଛି ନଅର
ଧର୍ମ ନିକିତିରେ ପାପ, ପୁଣ୍ୟ ମୋର କରୁଛି ବିଚାର
କଳା ସାଆନ୍ତ ମୋ ଦରିଆ କୂଳରେ ତୋଳିଛି ନଅର
ଧର୍ମ ନିକିତିରେ ପାପ, ପୁଣ୍ୟ ମୋର କରୁଛି ବିଚାର

ନୁହେଁ ମୁଁ ଦାସିଆ ସାଲବେଗ
ତଥାପି ମୋ ସାଥେ ତାର ଭାବ
ମୁଁ ଶ୍ରୀକ୍ଷେତ୍ର ଧାମକୁ ଗଲେ
ମତେ ମାଗେ ସେ ଚାଉଳ-ଭଜା

ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?

କେବେ ଥରେ ଯାଇ ଟାଣି ପାରିଲିନି, ତା ନଦୀଘୋଷକୁ
ହେଲେ ସିଏ ଟାଣେ ପାପ ଭରା ମୋର ଜିବନ ରଥକୁ
କେବେ ଥରେ ଯାଇ ଟାଣି ପାରିଲିନି, ତା ନଦୀଘୋଷକୁ
ହେଲେ ସିଏ ଟାଣେ ପାପ ଭରା ମୋର ଜିବନ ରଥକୁ

କାଳିଆ ରାଇଜେ ମୋ ଜନମ
ଏହା ଠାରୁ ବଳି କାହିଁ ପୁଣ୍ୟ?
ସିଏ ନଦେଲେ ନଦଉ ପଛେ
ଉଡୁଥାଉ ତା କିରତି ଧ୍ଵଜା

ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?

ତା ଭଜନକୁ ଗାଉଛି ମୁଁ
ନାମ ଚନ୍ଦନକୁ ଘୋରୁଛି ମୁଁ
ମୁଁ ତାକୁ ମୋ ଠାକୁର ଘରେ
ସଞ୍ଜ ସକାଳେ କରୁଛି ପୂଜା

ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?

⏱️ Synced Lyrics

[00:44.15] ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
[00:50.81] ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
[00:58.13] ତା ଭଜନକୁ ଗାଉଛି ମୁଁ
[01:01.21] ନାମ ଚନ୍ଦନକୁ ଘୋରୁଛି ମୁଁ
[01:04.58] ମୁଁ ତାକୁ ମୋ ଠାକୁର ଘରେ
[01:09.50] ସଞ୍ଜ ସକାଳେ କରୁଛି ପୂଜା
[01:13.10] ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
[01:19.59] ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
[01:26.76]
[01:53.82] କଳା ସାଆନ୍ତ ମୋ ଦରିଆ କୂଳରେ ତୋଳିଛି ନଅର
[02:00.33] ଧର୍ମ ନିକିତିରେ ପାପ, ପୁଣ୍ୟ ମୋର କରୁଛି ବିଚାର
[02:10.69] କଳା ସାଆନ୍ତ ମୋ ଦରିଆ କୂଳରେ ତୋଳିଛି ନଅର
[02:17.25] ଧର୍ମ ନିକିତିରେ ପାପ, ପୁଣ୍ୟ ମୋର କରୁଛି ବିଚାର
[02:23.95] ନୁହେଁ ମୁଁ ଦାସିଆ ସାଲବେଗ
[02:27.50] ତଥାପି ମୋ ସାଥେ ତାର ଭାବ
[02:30.49] ମୁଁ ଶ୍ରୀକ୍ଷେତ୍ର ଧାମକୁ ଗଲେ
[02:35.13] ମତେ ମାଗେ ସେ ଚାଉଳ-ଭଜା
[02:38.78] ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
[02:45.35] ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
[02:52.62]
[03:19.42] କେବେ ଥରେ ଯାଇ ଟାଣି ପାରିଲିନି, ତା ନଦୀଘୋଷକୁ
[03:26.41] ହେଲେ ସିଏ ଟାଣେ ପାପ ଭରା ମୋର ଜିବନ ରଥକୁ
[03:36.32] କେବେ ଥରେ ଯାଇ ଟାଣି ପାରିଲିନି, ତା ନଦୀଘୋଷକୁ
[03:43.09] ହେଲେ ସିଏ ଟାଣେ ପାପ ଭରା ମୋର ଜିବନ ରଥକୁ
[03:49.87] କାଳିଆ ରାଇଜେ ମୋ ଜନମ
[03:53.25] ଏହା ଠାରୁ ବଳି କାହିଁ ପୁଣ୍ୟ?
[03:56.14] ସିଏ ନଦେଲେ ନଦଉ ପଛେ
[04:01.11] ଉଡୁଥାଉ ତା କିରତି ଧ୍ଵଜା
[04:04.65] ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
[04:11.00] ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
[04:18.28] ତା ଭଜନକୁ ଗାଉଛି ମୁଁ
[04:21.57] ନାମ ଚନ୍ଦନକୁ ଘୋରୁଛି ମୁଁ
[04:24.68] ମୁଁ ତାକୁ ମୋ ଠାକୁର ଘରେ
[04:29.44] ସଞ୍ଜ ସକାଳେ କରୁଛି ପୂଜା
[04:33.09] ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
[04:39.62] ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
[04:46.25] ମୁଁ କାଳିଆ ରଜାର ପ୍ରଜା, ମୋର ଜୀବନେ ଆଉ କି ଖୋଜା?
[04:52.86]

⭐ Rate These Lyrics

Average: 0.0/5 • 0 ratings