Bana Podigale
🎵 3436 characters
⏱️ 6:51 duration
🆔 ID: 12984646
📜 Lyrics
ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି
ମନ ପୋଡ଼ିଗଲେ ଜାଣୁଛି କିଏ? (ଆହା, ଜାଣୁଛି କିଏ?)
ହାଏ, ଜାଣୁଛି କିଏ?
ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି
ମନ ପୋଡ଼ିଗଲେ ଜାଣୁଛି କିଏ? (ଆହା, ଜାଣୁଛି କିଏ?)
ହାଏ-ହାଏ, ଜାଣୁଛି କିଏ?
ମନ ଦେଇଥିଲା...
ମନ ଦେଇଥିଲା କର୍ଣକୁ ଦ୍ରୌପଦୀ
(ମନ ଦେଇଥିଲା କର୍ଣକୁ ଦ୍ରୌପଦୀ)
ଦ୍ରୌପଦୀ ଲୁହକୁ ଦେଖିଛି କିଏ? (ଆହା, ଦେଖିଛି କିଏ?)
ହାଏ, ଦେଖିଛି କିଏ?
ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି
ମନ ପୋଡ଼ିଗଲେ ଜାଣୁଛି କିଏ? (ଆହା, ଜାଣୁଛି କିଏ?)
ହାଏ-ହାଏ, ଜାଣୁଛି କିଏ?
ପଚାର ପଚାର, ଅର୍ଜୁନକୁ ପଚାର
ଦ୍ରୌପଦୀ ଛାତିର କୋହ ଶୁଣିଛି କି
ପଚାର ପଚାର, ଅର୍ଜୁନକୁ ପଚାର
ଦ୍ରୌପଦୀ ଛାତିର କୋହ ଶୁଣିଛି କି
ପଚାର ପଚାର, କାହ୍ନାକୁ ପଚାର
ରାଧା ବିନା ମୀରାବାଇ ମୁହଁ ଦେଖିଛି କି
ଧୂଆଁ ଦେଖିହୁଏ...
ଧୂଆଁ ଦେଖିହୁଏ, ନିଆଁ ଦେଖି ହୁଏନା
(ଧୂଆଁ ଦେଖିହୁଏ, ନିଆଁ ଦେଖି ହୁଏନା)
ପ୍ରେମ ଏକ ନିଛାଟିଆ ମଶାଣି ଟିଏ (ଆହା, ମଶାଣି ଟିଏ)
ହାଏ, ମଶାଣି ଟିଏ
ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି
ମନ ପୋଡ଼ିଗଲେ ଜାଣୁଛି କିଏ? (ଆହା, ଜାଣୁଛି କିଏ?)
ହାଏ-ହାଏ, ଜାଣୁଛି କିଏ?
ପଚାର ପଚାର, ଅମ୍ବାକୁ ପଚାର
ଭୀଷ୍ମର ପ୍ରତିଜ୍ଞା ସହି ପାରିଛି କି
ପଚାର ପଚାର, ଅମ୍ବାକୁ ପଚାର
ଭୀଷ୍ମର ପ୍ରତିଜ୍ଞା ସହି ପାରିଛି କି
ପଚାର ପଚାର, କେଦାରକୁ ପଚାର
ଗଉରୀକୁ ଛାଡି ରହି ପାରିଛି କି
ଲୁହ ଦେଖି ହୁଏ...
ଲୁହ ଦେଖି ହୁଏ, କୋହ ଦେଖି ହୁଏନା
(ଲୁହ ଦେଖି ହୁଏ, କୋହ ଦେଖି ହୁଏନା)
ପ୍ରେମ ଏକ ଲୁହ ଭିଜା କାହାଣୀ ଟିଏ (ଆହା, କାହାଣୀ ଟିଏ)
ହାଏ, କାହାଣୀ ଟିଏ
ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି
ମନ ପୋଡ଼ିଗଲେ ଜାଣୁଛି କିଏ? (ଆହା, ଜାଣୁଛି କିଏ?)
ହାଏ, ଜାଣୁଛି କିଏ?
ମନ ଦେଇଥିଲା...
ମନ ଦେଇଥିଲା କର୍ଣକୁ ଦ୍ରୌପଦୀ
(ମନ ଦେଇଥିଲା କର୍ଣକୁ ଦ୍ରୌପଦୀ)
ଦ୍ରୌପଦୀ ଲୁହକୁ ଦେଖିଛି କିଏ? (ଆହା, ଦେଖିଛି କିଏ?)
ହାଏ, ଦେଖିଛି କିଏ? (ଆହା, ଦେଖିଛି କିଏ?)
ହାଏ-ହାଏ, ଦେଖିଛି କିଏ?
ହାଏ-ହାଏ-ହାଏ, ଦେଖିଛି କିଏ?

⏱️ Synced Lyrics
[00:39.87] ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି
[00:46.27] ମନ ପୋଡ଼ିଗଲେ ଜାଣୁଛି କିଏ? (ଆହା, ଜାଣୁଛି କିଏ?)
[00:54.03] ହାଏ, ଜାଣୁଛି କିଏ?
[00:57.94] ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି
[01:04.65] ମନ ପୋଡ଼ିଗଲେ ଜାଣୁଛି କିଏ? (ଆହା, ଜାଣୁଛି କିଏ?)
[01:12.32] ହାଏ-ହାଏ, ଜାଣୁଛି କିଏ?
[01:16.57] ମନ ଦେଇଥିଲା...
[01:22.59] ମନ ଦେଇଥିଲା କର୍ଣକୁ ଦ୍ରୌପଦୀ
[01:28.40] (ମନ ଦେଇଥିଲା କର୍ଣକୁ ଦ୍ରୌପଦୀ)
[01:34.85] ଦ୍ରୌପଦୀ ଲୁହକୁ ଦେଖିଛି କିଏ? (ଆହା, ଦେଖିଛି କିଏ?)
[01:42.90] ହାଏ, ଦେଖିଛି କିଏ?
[01:46.67] ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି
[01:53.16] ମନ ପୋଡ଼ିଗଲେ ଜାଣୁଛି କିଏ? (ଆହା, ଜାଣୁଛି କିଏ?)
[02:01.07] ହାଏ-ହାଏ, ଜାଣୁଛି କିଏ?
[02:04.63]
[02:37.47] ପଚାର ପଚାର, ଅର୍ଜୁନକୁ ପଚାର
[02:43.53] ଦ୍ରୌପଦୀ ଛାତିର କୋହ ଶୁଣିଛି କି
[02:49.50] ପଚାର ପଚାର, ଅର୍ଜୁନକୁ ପଚାର
[02:55.73] ଦ୍ରୌପଦୀ ଛାତିର କୋହ ଶୁଣିଛି କି
[03:01.80] ପଚାର ପଚାର, କାହ୍ନାକୁ ପଚାର
[03:07.73] ରାଧା ବିନା ମୀରାବାଇ ମୁହଁ ଦେଖିଛି କି
[03:13.94] ଧୂଆଁ ଦେଖିହୁଏ...
[03:20.04] ଧୂଆଁ ଦେଖିହୁଏ, ନିଆଁ ଦେଖି ହୁଏନା
[03:25.85] (ଧୂଆଁ ଦେଖିହୁଏ, ନିଆଁ ଦେଖି ହୁଏନା)
[03:32.21] ପ୍ରେମ ଏକ ନିଛାଟିଆ ମଶାଣି ଟିଏ (ଆହା, ମଶାଣି ଟିଏ)
[03:40.27] ହାଏ, ମଶାଣି ଟିଏ
[03:43.99] ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି
[03:50.47] ମନ ପୋଡ଼ିଗଲେ ଜାଣୁଛି କିଏ? (ଆହା, ଜାଣୁଛି କିଏ?)
[03:58.59] ହାଏ-ହାଏ, ଜାଣୁଛି କିଏ?
[04:01.74]
[04:34.77] ପଚାର ପଚାର, ଅମ୍ବାକୁ ପଚାର
[04:40.65] ଭୀଷ୍ମର ପ୍ରତିଜ୍ଞା ସହି ପାରିଛି କି
[04:46.89] ପଚାର ପଚାର, ଅମ୍ବାକୁ ପଚାର
[04:52.94] ଭୀଷ୍ମର ପ୍ରତିଜ୍ଞା ସହି ପାରିଛି କି
[04:59.12] ପଚାର ପଚାର, କେଦାରକୁ ପଚାର
[05:05.02] ଗଉରୀକୁ ଛାଡି ରହି ପାରିଛି କି
[05:11.18] ଲୁହ ଦେଖି ହୁଏ...
[05:17.27] ଲୁହ ଦେଖି ହୁଏ, କୋହ ଦେଖି ହୁଏନା
[05:22.84] (ଲୁହ ଦେଖି ହୁଏ, କୋହ ଦେଖି ହୁଏନା)
[05:29.46] ପ୍ରେମ ଏକ ଲୁହ ଭିଜା କାହାଣୀ ଟିଏ (ଆହା, କାହାଣୀ ଟିଏ)
[05:37.25] ହାଏ, କାହାଣୀ ଟିଏ
[05:41.15] ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି
[05:47.50] ମନ ପୋଡ଼ିଗଲେ ଜାଣୁଛି କିଏ? (ଆହା, ଜାଣୁଛି କିଏ?)
[05:55.26] ହାଏ, ଜାଣୁଛି କିଏ?
[05:59.42] ମନ ଦେଇଥିଲା...
[06:05.47] ମନ ଦେଇଥିଲା କର୍ଣକୁ ଦ୍ରୌପଦୀ
[06:11.03] (ମନ ଦେଇଥିଲା କର୍ଣକୁ ଦ୍ରୌପଦୀ)
[06:17.68] ଦ୍ରୌପଦୀ ଲୁହକୁ ଦେଖିଛି କିଏ? (ଆହା, ଦେଖିଛି କିଏ?)
[06:25.42] ହାଏ, ଦେଖିଛି କିଏ? (ଆହା, ଦେଖିଛି କିଏ?)
[06:31.45] ହାଏ-ହାଏ, ଦେଖିଛି କିଏ?
[06:34.43] ହାଏ-ହାଏ-ହାଏ, ଦେଖିଛି କିଏ?
[06:37.91]