Home 🎬 Bollywood 🎵 Pakistani 🎤 English Pop

Janha Amaku Luchi Dekhuchi

👤 Shasank Sekhar 🎼 Puni Thare Romantic Song Vol 1 ⏱️ 4:35
🎵 2304 characters
⏱️ 4:35 duration
🆔 ID: 13108356

📜 Lyrics

ଜହ୍ନ ଆମକୁ ଲୁଚି ଦେଖୁଚି
ଲୁଚି ଲୁଚି ଆମ କଥା ଶୁଣୁଚି
ଜହ୍ନ ଆମକୁ ଲୁଚି ଦେଖୁଚି
ଲୁଚି ଲୁଚି ଆମ କଥା ଶୁଣୁଚି

ରୁହ ଆଉ ଟିକେ ରୁହ
ଦୂରେ ରହି କଥା କୁହ
କାହିଁକି?
ଆରେ, ଦେଖୁନ ସେ ଜହ୍ନ ପରା ଚାହିଁଚି

ଜହ୍ନ ଆମକୁ ଲୁଚି ଦେଖୁଚି
ଲୁଚି ଲୁଚି ଆମ କଥା ଶୁଣୁଚି

ଆକାଶର ତାରା ଫୁଲ ହୋଇ ଆଜି
ସଜାଇଲେ ଶେଯ ଜୋଛନାରେ ଭିଜି
ଏଇ ମଧୁରାତି ଯାଏ ଝୁମି ଝୁମି
ଆଖି କହେ କଥା ଓ୦ ଯାଏ ଚୁମି

ତୁମ ଛୁଆଁରେ, ମିଠା ନିଆଁରେ
ଏଇ ମନ ଜଳି ଜଳି ଯାଉଚି

ଜହ୍ନ ଆମକୁ ଦେଖି ହସୁଚି
ଚୁପି ଚୁପି ଆମ କଥା କହୁଚି
ଜହ୍ନ ଆମକୁ ଦେଖି ହସୁଚି
ଚୁପି ଚୁପି ଆମ କଥା କହୁଚି

ରୁହ ଆଉ ଟିକେ ରୁହ
ଦୂରେ ରହି କଥା କୁହ
କାହିଁକି?
ଆରେ, ଦେଖୁନ ସେ ଜହ୍ନ ପରା ଚାହିଁଚି

ଜହ୍ନ ଆମକୁ ଲୁଚି ଦେଖୁଚି
ଲୁଚି ଲୁଚି ଆମ କଥା ଶୁଣୁଚି

ରଖିବି ତୁମକୁ ପଣତେ ଲୁଚାଇ
ସପନ କରି ମୋ ଆଖିରେ ସଜାଇ

ପଥର ଦେହରେ ଫୁଟାଇଟ ଫୁଲ
କାଚକୁ ଦେଇଚ କାଞ୍ଚନର ମୂଲ
ବାହୁରେ ତୁମ ଏଇ ଜୀବନ
ଥାଇ ଝୁଲି ଝୁଲି ଯାଉଚି

ଥରି ଥରି ଦୀପ ଆଜି ଜଳୁଚି
ଜଳି ଜଳି ଏଇ କଥା କହୁଚି
ଥରି ଥରି ଦୀପ ଆଜି ଜଳୁଚି
ଜଳି ଜଳି ଏଇ କଥା କହୁଚି

ତୁମେ ଆଉ ମୁଁ ମିଶି ସବୁ ସହିବା ହସି
ଆମ ପାଇଁ ଦୀପ ସାଖି ରହିଚି

ଜହ୍ନ ଆମକୁ ଲୁଚି ଦେଖୁଚି
ଲୁଚି ଲୁଚି ଆମ କଥା ଶୁଣୁଚି
ଲାଲା-ଲାଲା-ଲାଲାଲା

⭐ Rate These Lyrics

Average: 0.0/5 • 0 ratings