Are Re Re
🎵 3520 characters
⏱️ 6:29 duration
🆔 ID: 13729592
📜 Lyrics
ପଲକେ ନୂଆ ସପନ
ବସା ବନ୍ଧୁଥିଲା
ଶୁଣି ତୋ ପାଦ ଶବଦ
ଆଖି ଖୋଲି ଗଲା
ହାଏ, ଫିକା-ଫିକା ଏଇ ମନେ ରଙ୍ଗ ଲାଗିଗଲା
ପଲକେ ନୂଆ ସପନ ବସା ବନ୍ଧୁଥିଲା
ଶୁଣି ତୋ ପାଦ ଶବଦ ଆଖି ଖୋଲିଗଲା
ହାଏ, ଫିକା-ଫିକା ଏଇ ମନେ ରଙ୍ଗ ଲାଗିଗଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ମନରେ ନୂଆ ଭାବନା ଦୋଳି ଖେଳୁଥିଲା
ଶୁଣି ତୋ ପାଦ ଶବଦ ନିଦ ଭାଙ୍ଗିଗଲା
ସତେ ନୂଆ-ନୂଆ ସପନକୁ ଡେଣା ମିଳିଗଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ପାଗଳ ମୁଁ ହେଇଯିବି ଖୁସିରେ
ଲାଗୁନାହିଁ ପାଦ ଆଜି ଭୂଇଁରେ
ପ୍ରେମ ଏମିତିକା ଯାଦୁ, ତତେ ମତେ କଲା କାବୁ
ଖାଲି ମନେ ରହିଲୁ ତୁ, ବାକି ଭୁଲିଗଲି ସବୁ
ତୋ ଠାରୁ ଥିଲି ବହୁ ଦୂରରେ
ପାଇଗଲି ତତେ ଆଜି ବାହୁରେ
ହାଏ, ଧୀରେ-ଧୀରେ ପ୍ରେମ ତୋର ରଙ୍ଗ ବୋଳିଦେଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ଆ-ଆ, ଆ-ଆ-ଆ
ହୋ-ହୋହୋ-ହୋ
ଲାଲା-ଲା-ଲାଲା-ଲା
ଆଗରୁ ନଥିଲା କେହି ଜୀବନେ
ଆଙ୍କିଦେଲି ଛବି ତୋର ଏ ମନେ
ପ୍ରେମ ସିନା ଦିଶେ ନାହିଁ, ହେଇଗଲେ ଲୁଚେ ନାହିଁ
କେବେ ପ୍ରେମ ଯାଏ ହୋଇ, କିଛି ଜଣାପଡେ ନାହିଁ
ମନ ମାନିନେଲା କଥା ଆଖିର
କରିନେଲା ତତେ ଅତି ନିଜର
ମନ କାଗଜର ନାଆ ପରି ଦୁରେ ଭାସିଗଲା
ଆରେ-ରେରେ-ରେରେ, ମୋର ନିଦ ହଜିଗଲା
ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
ହୋ, ପଲକେ ନୂଆ ସପନ ବସା ବନ୍ଧୁଥିଲା
ଶୁଣି ତୋ ପାଦ ଶବଦ ଆଖି ଖୋଲି ଗଲା

⏱️ Synced Lyrics
[00:02.07] ପଲକେ ନୂଆ ସପନ
[00:07.22] ବସା ବନ୍ଧୁଥିଲା
[00:12.52] ଶୁଣି ତୋ ପାଦ ଶବଦ
[00:17.67] ଆଖି ଖୋଲି ଗଲା
[00:21.86] ହାଏ, ଫିକା-ଫିକା ଏଇ ମନେ ରଙ୍ଗ ଲାଗିଗଲା
[00:29.36]
[01:13.34] ପଲକେ ନୂଆ ସପନ ବସା ବନ୍ଧୁଥିଲା
[01:18.77] ଶୁଣି ତୋ ପାଦ ଶବଦ ଆଖି ଖୋଲିଗଲା
[01:23.91] ହାଏ, ଫିକା-ଫିକା ଏଇ ମନେ ରଙ୍ଗ ଲାଗିଗଲା
[01:29.76] ଆରେ-ରେରେ-ରେରେ, ମୋର ନିଦ ହଜିଗଲା
[01:35.28] ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
[01:40.86] ଆରେ-ରେରେ-ରେରେ, ମୋର ନିଦ ହଜିଗଲା
[01:44.95] ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
[01:49.13] ମନରେ ନୂଆ ଭାବନା ଦୋଳି ଖେଳୁଥିଲା
[01:54.74] ଶୁଣି ତୋ ପାଦ ଶବଦ ନିଦ ଭାଙ୍ଗିଗଲା
[01:59.80] ସତେ ନୂଆ-ନୂଆ ସପନକୁ ଡେଣା ମିଳିଗଲା
[02:05.68] ଆରେ-ରେରେ-ରେରେ, ମୋର ନିଦ ହଜିଗଲା
[02:11.14] ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
[02:16.79] ଆରେ-ରେରେ-ରେରେ, ମୋର ନିଦ ହଜିଗଲା
[02:20.84] ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
[02:25.70]
[03:06.38] ପାଗଳ ମୁଁ ହେଇଯିବି ଖୁସିରେ
[03:11.91] ଲାଗୁନାହିଁ ପାଦ ଆଜି ଭୂଇଁରେ
[03:17.16] ପ୍ରେମ ଏମିତିକା ଯାଦୁ, ତତେ ମତେ କଲା କାବୁ
[03:22.75] ଖାଲି ମନେ ରହିଲୁ ତୁ, ବାକି ଭୁଲିଗଲି ସବୁ
[03:28.46] ତୋ ଠାରୁ ଥିଲି ବହୁ ଦୂରରେ
[03:34.02] ପାଇଗଲି ତତେ ଆଜି ବାହୁରେ
[03:39.05] ହାଏ, ଧୀରେ-ଧୀରେ ପ୍ରେମ ତୋର ରଙ୍ଗ ବୋଳିଦେଲା
[03:45.03] ଆରେ-ରେରେ-ରେରେ, ମୋର ନିଦ ହଜିଗଲା
[03:50.62] ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
[03:56.14] ଆରେ-ରେରେ-ରେରେ, ମୋର ନିଦ ହଜିଗଲା
[04:00.10] ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
[04:04.97]
[04:16.71] ଆ-ଆ, ଆ-ଆ-ଆ
[04:22.11] ହୋ-ହୋହୋ-ହୋ
[04:24.62] ଲାଲା-ଲା-ଲାଲା-ଲା
[04:27.61]
[04:38.83] ଆଗରୁ ନଥିଲା କେହି ଜୀବନେ
[04:44.29] ଆଙ୍କିଦେଲି ଛବି ତୋର ଏ ମନେ
[04:49.48] ପ୍ରେମ ସିନା ଦିଶେ ନାହିଁ, ହେଇଗଲେ ଲୁଚେ ନାହିଁ
[04:55.17] କେବେ ପ୍ରେମ ଯାଏ ହୋଇ, କିଛି ଜଣାପଡେ ନାହିଁ
[05:00.95] ମନ ମାନିନେଲା କଥା ଆଖିର
[05:06.20] କରିନେଲା ତତେ ଅତି ନିଜର
[05:11.43] ମନ କାଗଜର ନାଆ ପରି ଦୁରେ ଭାସିଗଲା
[05:17.44] ଆରେ-ରେରେ-ରେରେ, ମୋର ନିଦ ହଜିଗଲା
[05:22.86] ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
[05:27.69] ହୋ, ପଲକେ ନୂଆ ସପନ ବସା ବନ୍ଧୁଥିଲା
[05:34.08] ଶୁଣି ତୋ ପାଦ ଶବଦ ଆଖି ଖୋଲି ଗଲା
[05:39.10] ହାଏ, ଫିକା-ଫିକା ଏଇ ମନେ ରଙ୍ଗ ଲାଗିଗଲା
[05:44.99] ଆରେ-ରେରେ-ରେରେ, ମୋର ନିଦ ହଜିଗଲା
[05:50.56] ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
[05:55.94] ଆରେ-ରେରେ-ରେରେ, ମୋର ନିଦ ହଜିଗଲା
[06:00.19] ଆରେ-ରେରେ-ରେରେ, ମତେ ପ୍ରେମ ହେଇଗଲା
[06:04.59]