Home 🎬 Bollywood 🎵 Pakistani 🎤 English Pop

Rangalata (From "Katak Sesaru Arambha")

👤 Aseema Panda 🎼 Rangalata (From "Katak Sesaru Arambha") ⏱️ 3:19
🎵 2768 characters
⏱️ 3:19 duration
🆔 ID: 13729665

📜 Lyrics

ଆଖିରେ ଯେବେ ମାରିଦେଲି ଗୁଳି
ଛାତରୁ ଟୋକା ପଡ଼ିଲେ ରେ ଗଳି

ଆଖିରେ ଯେବେ ମାରିଦେଲି ଗୁଳି
ଛାତରୁ ଟୋକା ପଡ଼ିଲେ ରେ ଗଳି

ଆରେ, ଲୁସ୍କୁ ଲୁସା, ମୋ ବଉଳ ଖୋଷା
ଆଖିର ଖୋଷା, ହଁ, ମହୁଲି ନିଶା
ହଁ, ହାଏ-ହାଏ ମୋ କଥାରେ ନାହିଁ ବାଡ଼ କି ବତା

ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା
ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା

ହଁ, ଓଡ଼ିଶାରେ ବଛା-ବଛା ଯେତେକ ସୁନ୍ଦରୀ
ନୁହଁନ୍ତି ରେ କେହି ଜମା ମୋ ବରାବରି
ଋଷିଲେ ମୁଁ ଶ୍ରୀଦେବୀ, ହସିଲେ ମାଧୁରୀ
ମୋ ପାଇଁ ଚାରିଆଡ଼େ, curfew ହୁଏ ଜାରି

ତୁ ଲୋଟଣୀ ପାରା, ତୁ ସଞ୍ଜୁଆ ତାରା
ତୁ କାହାଣୀ ପେଡ଼ି, ମୁଁ ଅସଲି ହୀରା

ଏଇ area ର ସବୁ ଟୋକାଙ୍କୁ ଘାରେ ମୋରି ଚିନ୍ତା

ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା
ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା

ହଁ, ହଁ, ହଁ, ହଁ
କେତେ କେତେ ରୋମେଓଙ୍କୁ ବନାଏ ମୁଁ बुद्धू
ନେତା, ମନ୍ତ୍ରୀ ସବୁ ମୋର ଗୁଆ ଦିଆ ବନ୍ଧୁ
ଧାରୁଆ ମୋ ଚାହାଣୀରେ ଚଲାଏ ମୁଁ ଯାଦୁ
କିଏ ଯାଚେ କିଲେ ସୁନା, ହବାକୁ ତା ବଧୂ

ଆରେ, मछली ଅଣ୍ଟା, ମୋ ଗୋଲାପ କଣ୍ଟା
ଭଙ୍ଗା ମନକୁ ଯୋଡ଼େ ମାରି ପୀରତି ଅଠା
ଆରେ, ଯୁଆଡ଼େ ବର୍ଷା ସିଆଡ଼େ ଖୋଲେ ମୋରି ଛତା

ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା
ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା

⏱️ Synced Lyrics

[00:29.44] ଆଖିରେ ଯେବେ ମାରିଦେଲି ଗୁଳି
[00:32.94] ଛାତରୁ ଟୋକା ପଡ଼ିଲେ ରେ ଗଳି
[00:40.42] ଆଖିରେ ଯେବେ ମାରିଦେଲି ଗୁଳି
[00:44.07] ଛାତରୁ ଟୋକା ପଡ଼ିଲେ ରେ ଗଳି
[00:47.48] ଆରେ, ଲୁସ୍କୁ ଲୁସା, ମୋ ବଉଳ ଖୋଷା
[00:51.30] ଆଖିର ଖୋଷା, ହଁ, ମହୁଲି ନିଶା
[00:54.64] ହଁ, ହାଏ-ହାଏ ମୋ କଥାରେ ନାହିଁ ବାଡ଼ କି ବତା
[00:58.30] ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
[01:02.17] ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା
[01:05.86] ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
[01:09.47] ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା
[01:27.02]
[01:30.87] ହଁ, ଓଡ଼ିଶାରେ ବଛା-ବଛା ଯେତେକ ସୁନ୍ଦରୀ
[01:34.83] ନୁହଁନ୍ତି ରେ କେହି ଜମା ମୋ ବରାବରି
[01:38.50] ଋଷିଲେ ମୁଁ ଶ୍ରୀଦେବୀ, ହସିଲେ ମାଧୁରୀ
[01:42.03] ମୋ ପାଇଁ ଚାରିଆଡ଼େ, curfew ହୁଏ ଜାରି
[01:45.60] ତୁ ଲୋଟଣୀ ପାରା, ତୁ ସଞ୍ଜୁଆ ତାରା
[01:49.02] ତୁ କାହାଣୀ ପେଡ଼ି, ମୁଁ ଅସଲି ହୀରା
[01:52.73] ଏଇ area ର ସବୁ ଟୋକାଙ୍କୁ ଘାରେ ମୋରି ଚିନ୍ତା
[01:56.64] ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
[02:00.34] ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା
[02:04.01] ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
[02:07.76] ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା
[02:10.96]
[02:31.38] ହଁ, ହଁ, ହଁ, ହଁ
[02:33.16] କେତେ କେତେ ରୋମେଓଙ୍କୁ ବନାଏ ମୁଁ बुद्धू
[02:36.89] ନେତା, ମନ୍ତ୍ରୀ ସବୁ ମୋର ଗୁଆ ଦିଆ ବନ୍ଧୁ
[02:40.37] ଧାରୁଆ ମୋ ଚାହାଣୀରେ ଚଲାଏ ମୁଁ ଯାଦୁ
[02:43.95] କିଏ ଯାଚେ କିଲେ ସୁନା, ହବାକୁ ତା ବଧୂ
[02:47.58] ଆରେ, मछली ଅଣ୍ଟା, ମୋ ଗୋଲାପ କଣ୍ଟା
[02:51.04] ଭଙ୍ଗା ମନକୁ ଯୋଡ଼େ ମାରି ପୀରତି ଅଠା
[02:54.72] ଆରେ, ଯୁଆଡ଼େ ବର୍ଷା ସିଆଡ଼େ ଖୋଲେ ମୋରି ଛତା
[02:58.42] ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
[03:02.18] ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା
[03:05.77] ହାଏରେ ମୁଁ ରଙ୍ଗଲତା, କଟକରୁ କଲିକତା
[03:09.44] ବୁଲି ବୁଲିକି ବାଣ୍ଟୁଛି ପ୍ରେମ-ଭତ୍ତା
[03:12.66]

⭐ Rate These Lyrics

Average: 0.0/5 • 0 ratings