Home 🎬 Bollywood 🎵 Pakistani 🎤 English Pop

O Balma

👤 Aseema Panda 🎼 O Balma ⏱️ 3:12
🎵 2293 characters
⏱️ 3:12 duration
🆔 ID: 13729678

📜 Lyrics

90 ର cinema ପରି
ଉଡେଇଲୁ ଓଢ଼ଣୀ ଗୋରି
90 ର cinema ପରି
ଉଡେଇଲୁ ଓଢ଼ଣୀ ଗୋରି
ବାଜିଗଲା ମୋ ମୁହଁରେ
ହେଲି-ହେଲି ମୁଁ ତୋ ବାନା
ଓ बलमा ଓ बलमा ଓ बलमा
ଟିକେ ଇଆଡ଼େ ଅନା, ଅନା ନା (ନା-ନାନା-ନା-ନାନା-ନା)

ମନର ସିଲଟରେ
ପ୍ରେମ ବୋଳା ଚକଖଡ଼ି ରେ
ଲେଖିଛି ଲେଖିଛି ତୋ ନା
ଚୁମ୍ମା ଫିଙ୍ଗି କରିବି ବାନା
ଓ बलमा ଓ बलमा ଓ बलमा
ଟିକେ ଇଆଡ଼େ ଅନା, ଅନା ନା (ନା-ନାନା-ନା-ନାନା-ନା)

ଫୁଟୁ-ଫୁଟୁ ତାଳଫୋଟୋକା
ଫୁସୁ-ଫୁସୁ ଫୁସୁରି ଗଲା
ଏ ଗୋରୀ ପ୍ରେମରେ ତୋର
ଦିଲ୍ ଏ ମୋର ଖଜରା ହେଲା
ଫୁଟୁ-ଫୁଟୁ ତାଳଫୋଟୋକା
ଫୁସୁ-ଫୁସୁ ଫୁସୁରି ଗଲା
ଏ ଟୋକା ପ୍ରେମରେ ମୋର
ଦିଲ୍ ଟା ତୋର ଖଜରା ହେଲା

90 ର cinema ପରି
ଛାଟିଦେଲୁ ବେଣୀ କୁ ଗୋରୀ
ବାଜିଗଲା ମୋ ମୁହଁରେ
ହେଲି-ହେଲି ମୁଁ ତୋ ବାନା
ଓ बलमा ଓ बलमा ଓ बलमा
ଟିକେ ଇଆଡ଼େ ଅନା, ଅନା ନା (ନା-ନାନା-ନା-ନାନା-ନା)

उफ़ ତୋର ଚକମା ଦେଖି
ଚଷମା ମୋ ଚଟକି ଗଲା
ପ୍ରେମ ଜର ମାଡି ଆସିଲା
ହୃଦୟ-ଫ୍ରୄଦୟ ଦହଲି ଗଲା
ହାଏ ମୋର ଚକମା ଦେଖି
ଚଷମା ତୋ ଚଟକି ଗଲା
ପ୍ରେମ ଜର ମାଡି ଆସିଲା
ହୃଦୟ-ଫ୍ରୄଦୟ ଦହଲି ଗଲା

90 ର cinema ପରି
ଛାଟିଦେଲୁ गजरा ଗୋରି
ବାଜିଗଲା ମୋ ମୁହଁରେ
ହେଲି-ହେଲି ମୁଁ ତୋ ବାନା
ଓ बलमा ଓ बलमा ଓ बलमा
ଟିକେ ଇଆଡ଼େ ଅନା, ଅନା ନା (ନା-ନାନା-ନା-ନାନା-ନା)
(ନା-ନାନା-ନା-ନାନା-ନା)

⏱️ Synced Lyrics

[00:18.51] 90 ର cinema ପରି
[00:22.35] ଉଡେଇଲୁ ଓଢ଼ଣୀ ଗୋରି
[00:26.04] 90 ର cinema ପରି
[00:28.18] ଉଡେଇଲୁ ଓଢ଼ଣୀ ଗୋରି
[00:30.05] ବାଜିଗଲା ମୋ ମୁହଁରେ
[00:31.89] ହେଲି-ହେଲି ମୁଁ ତୋ ବାନା
[00:33.32] ଓ बलमा ଓ बलमा ଓ बलमा
[00:38.68] ଟିକେ ଇଆଡ଼େ ଅନା, ଅନା ନା (ନା-ନାନା-ନା-ନାନା-ନା)
[00:48.13] ମନର ସିଲଟରେ
[00:50.28] ପ୍ରେମ ବୋଳା ଚକଖଡ଼ି ରେ
[00:52.15] ଲେଖିଛି ଲେଖିଛି ତୋ ନା
[00:53.83] ଚୁମ୍ମା ଫିଙ୍ଗି କରିବି ବାନା
[00:55.57] ଓ बलमा ଓ बलमा ଓ बलमा
[01:00.77] ଟିକେ ଇଆଡ଼େ ଅନା, ଅନା ନା (ନା-ନାନା-ନା-ନାନା-ନା)
[01:29.05] ଫୁଟୁ-ଫୁଟୁ ତାଳଫୋଟୋକା
[01:30.86] ଫୁସୁ-ଫୁସୁ ଫୁସୁରି ଗଲା
[01:32.76] ଏ ଗୋରୀ ପ୍ରେମରେ ତୋର
[01:34.15] ଦିଲ୍ ଏ ମୋର ଖଜରା ହେଲା
[01:40.16] ଫୁଟୁ-ଫୁଟୁ ତାଳଫୋଟୋକା
[01:41.82] ଫୁସୁ-ଫୁସୁ ଫୁସୁରି ଗଲା
[01:43.79] ଏ ଟୋକା ପ୍ରେମରେ ମୋର
[01:45.23] ଦିଲ୍ ଟା ତୋର ଖଜରା ହେଲା
[01:47.25] 90 ର cinema ପରି
[01:49.34] ଛାଟିଦେଲୁ ବେଣୀ କୁ ଗୋରୀ
[01:51.28] ବାଜିଗଲା ମୋ ମୁହଁରେ
[01:53.03] ହେଲି-ହେଲି ମୁଁ ତୋ ବାନା
[01:54.62] ଓ बलमा ଓ बलमा ଓ बलमा
[01:59.74] ଟିକେ ଇଆଡ଼େ ଅନା, ଅନା ନା (ନା-ନାନା-ନା-ନାନା-ନା)
[02:28.00] उफ़ ତୋର ଚକମା ଦେଖି
[02:29.88] ଚଷମା ମୋ ଚଟକି ଗଲା
[02:31.78] ପ୍ରେମ ଜର ମାଡି ଆସିଲା
[02:33.22] ହୃଦୟ-ଫ୍ରୄଦୟ ଦହଲି ଗଲା
[02:39.23] ହାଏ ମୋର ଚକମା ଦେଖି
[02:40.93] ଚଷମା ତୋ ଚଟକି ଗଲା
[02:42.81] ପ୍ରେମ ଜର ମାଡି ଆସିଲା
[02:44.39] ହୃଦୟ-ଫ୍ରୄଦୟ ଦହଲି ଗଲା
[02:46.11] 90 ର cinema ପରି
[02:48.33] ଛାଟିଦେଲୁ गजरा ଗୋରି
[02:50.27] ବାଜିଗଲା ମୋ ମୁହଁରେ
[02:52.15] ହେଲି-ହେଲି ମୁଁ ତୋ ବାନା
[02:53.72] ଓ बलमा ଓ बलमा ଓ बलमा
[02:58.82] ଟିକେ ଇଆଡ଼େ ଅନା, ଅନା ନା (ନା-ନାନା-ନା-ନାନା-ନା)
[03:05.28] (ନା-ନାନା-ନା-ନାନା-ନା)
[03:09.59]

⭐ Rate These Lyrics

Average: 0.0/5 • 0 ratings