Baje Bainsi Nache Ghoongura
🎵 2596 characters
⏱️ 6:41 duration
🆔 ID: 13733241
📜 Lyrics
ବାଜେ ବଇଁଶୀ, ନାଚେ ଘୁଙ୍ଗୁର
ଏଇ ମିଳନ ଯୁଗ ଯୁଗର
ମଧୁର ମଧୁର ବଇଁଶୀର ସୁର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
ବାଜେ ବଇଁଶୀ, ନାଚେ ଘୁଙ୍ଗୁର
ଏଇ ମିଳନ ଯୁଗ ଯୁଗର
ମଧୁର ମଧୁର ବଇଁଶୀର ସୁର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
କାହ୍ନୁର ବଇଁଶୀ ବାଜିଲେ କାନେ
ଗୋପୀ ଧାଉଁଥିଲେ ତମାଳ ବନେ
ନାଚୁଥିଲା ନୀଳ ଯମୁନା ପାଣି
ଚାହିଁ ରହୁଥିଲେ ବନ-ହରିଣୀ
କାହ୍ନୁର ବଇଁଶୀ ବାଜିଲେ କାନେ
ଗୋପୀ ଧାଉଁଥିଲେ ତମାଳ ବନେ
ନାଚୁଥିଲା ନୀଳ ଯମୁନା ପାଣି
ଚାହିଁ ରହୁଥିଲେ ବନ-ହରିଣୀ
ବଇଁଶୀ ସୁର, ଜୀବନ ମୋର
ବଇଁଶୀ ସୁର, ଜୀବନ ମୋର
ଶୁଣି ତ ବଇଁଶୀ ସୁର ତୋହର
ମୋ ଦେହେ ବୋଳିଛି ରଙ୍ଗ-ଅବିର
ମୋ ଦେହେ ବୋଳିଛି ରଙ୍ଗ-ଅବିର
ବଇଁଶୀ କିଏ ସେ ଗଢ଼ିଲା ତତେ?
ପିନ୍ଧାଇ ଦେଲୁ ତୁ ଘୁଙ୍ଗୁର ମୋତେ
ତୋ ସୁରରେ ଅଛି ଏତେ କୁହୁକ
ପଥର ଦେହରେ ଖେଳେ ଚମକ
ବଇଁଶୀ କିଏ ସେ ଗଢ଼ିଲା ତତେ?
ପିନ୍ଧାଇ ଦେଲୁ ତୁ ଘୁଙ୍ଗୁର ମୋତେ
ତୋ ସୁରରେ ଅଛି ଏତେ କୁହୁକ
ପଥର ଦେହରେ ଖେଳେ ଚମକ
ଶୁଣିଲେ ସୁର, ନାଚେ ଘୁଙ୍ଗୁର
ଶୁଣିଲେ ସୁର, ନାଚେ ଘୁଙ୍ଗୁର
ଆଖିରେ ମାଖି ମୁଁ କଜଳ-ଗାର
ନାଚେ ପାଦେ ବୋଳି ଅଳତା-ଗାର
ନାଚେ ପାଦେ ବୋଳି ଅଳତା-ଗାର
ବାଜେ ବଇଁଶୀ, ନାଚେ ଘୁଙ୍ଗୁର
ଏଇ ମିଳନ ଯୁଗ ଯୁଗର
ମଧୁର ମଧୁର ବଇଁଶୀର ସୁର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
ଏଇ ମିଳନ ଯୁଗ ଯୁଗର
ମଧୁର ମଧୁର ବଇଁଶୀର ସୁର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
ବାଜେ ବଇଁଶୀ, ନାଚେ ଘୁଙ୍ଗୁର
ଏଇ ମିଳନ ଯୁଗ ଯୁଗର
ମଧୁର ମଧୁର ବଇଁଶୀର ସୁର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
କାହ୍ନୁର ବଇଁଶୀ ବାଜିଲେ କାନେ
ଗୋପୀ ଧାଉଁଥିଲେ ତମାଳ ବନେ
ନାଚୁଥିଲା ନୀଳ ଯମୁନା ପାଣି
ଚାହିଁ ରହୁଥିଲେ ବନ-ହରିଣୀ
କାହ୍ନୁର ବଇଁଶୀ ବାଜିଲେ କାନେ
ଗୋପୀ ଧାଉଁଥିଲେ ତମାଳ ବନେ
ନାଚୁଥିଲା ନୀଳ ଯମୁନା ପାଣି
ଚାହିଁ ରହୁଥିଲେ ବନ-ହରିଣୀ
ବଇଁଶୀ ସୁର, ଜୀବନ ମୋର
ବଇଁଶୀ ସୁର, ଜୀବନ ମୋର
ଶୁଣି ତ ବଇଁଶୀ ସୁର ତୋହର
ମୋ ଦେହେ ବୋଳିଛି ରଙ୍ଗ-ଅବିର
ମୋ ଦେହେ ବୋଳିଛି ରଙ୍ଗ-ଅବିର
ବଇଁଶୀ କିଏ ସେ ଗଢ଼ିଲା ତତେ?
ପିନ୍ଧାଇ ଦେଲୁ ତୁ ଘୁଙ୍ଗୁର ମୋତେ
ତୋ ସୁରରେ ଅଛି ଏତେ କୁହୁକ
ପଥର ଦେହରେ ଖେଳେ ଚମକ
ବଇଁଶୀ କିଏ ସେ ଗଢ଼ିଲା ତତେ?
ପିନ୍ଧାଇ ଦେଲୁ ତୁ ଘୁଙ୍ଗୁର ମୋତେ
ତୋ ସୁରରେ ଅଛି ଏତେ କୁହୁକ
ପଥର ଦେହରେ ଖେଳେ ଚମକ
ଶୁଣିଲେ ସୁର, ନାଚେ ଘୁଙ୍ଗୁର
ଶୁଣିଲେ ସୁର, ନାଚେ ଘୁଙ୍ଗୁର
ଆଖିରେ ମାଖି ମୁଁ କଜଳ-ଗାର
ନାଚେ ପାଦେ ବୋଳି ଅଳତା-ଗାର
ନାଚେ ପାଦେ ବୋଳି ଅଳତା-ଗାର
ବାଜେ ବଇଁଶୀ, ନାଚେ ଘୁଙ୍ଗୁର
ଏଇ ମିଳନ ଯୁଗ ଯୁଗର
ମଧୁର ମଧୁର ବଇଁଶୀର ସୁର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
⏱️ Synced Lyrics
[01:01.73] ବାଜେ ବଇଁଶୀ, ନାଚେ ଘୁଙ୍ଗୁର
[01:05.54] ଏଇ ମିଳନ ଯୁଗ ଯୁଗର
[01:09.76] ମଧୁର ମଧୁର ବଇଁଶୀର ସୁର
[01:14.30] ପାଦରେ ଅଧିର ଘୁଙ୍ଗୁର ମୋର
[01:21.88] ପାଦରେ ଅଧିର ଘୁଙ୍ଗୁର ମୋର
[01:29.20] ବାଜେ ବଇଁଶୀ, ନାଚେ ଘୁଙ୍ଗୁର
[01:33.09] ଏଇ ମିଳନ ଯୁଗ ଯୁଗର
[01:37.06] ମଧୁର ମଧୁର ବଇଁଶୀର ସୁର
[01:41.44] ପାଦରେ ଅଧିର ଘୁଙ୍ଗୁର ମୋର
[01:49.19] ପାଦରେ ଅଧିର ଘୁଙ୍ଗୁର ମୋର
[01:56.36]
[02:48.79] କାହ୍ନୁର ବଇଁଶୀ ବାଜିଲେ କାନେ
[02:52.63] ଗୋପୀ ଧାଉଁଥିଲେ ତମାଳ ବନେ
[02:56.80] ନାଚୁଥିଲା ନୀଳ ଯମୁନା ପାଣି
[03:00.86] ଚାହିଁ ରହୁଥିଲେ ବନ-ହରିଣୀ
[03:08.69] କାହ୍ନୁର ବଇଁଶୀ ବାଜିଲେ କାନେ
[03:12.67] ଗୋପୀ ଧାଉଁଥିଲେ ତମାଳ ବନେ
[03:16.49] ନାଚୁଥିଲା ନୀଳ ଯମୁନା ପାଣି
[03:20.34] ଚାହିଁ ରହୁଥିଲେ ବନ-ହରିଣୀ
[03:24.10] ବଇଁଶୀ ସୁର, ଜୀବନ ମୋର
[03:32.21] ବଇଁଶୀ ସୁର, ଜୀବନ ମୋର
[03:36.29] ଶୁଣି ତ ବଇଁଶୀ ସୁର ତୋହର
[03:40.61] ମୋ ଦେହେ ବୋଳିଛି ରଙ୍ଗ-ଅବିର
[03:48.42] ମୋ ଦେହେ ବୋଳିଛି ରଙ୍ଗ-ଅବିର
[03:55.41]
[04:47.80] ବଇଁଶୀ କିଏ ସେ ଗଢ଼ିଲା ତତେ?
[04:52.04] ପିନ୍ଧାଇ ଦେଲୁ ତୁ ଘୁଙ୍ଗୁର ମୋତେ
[04:55.95] ତୋ ସୁରରେ ଅଛି ଏତେ କୁହୁକ
[04:59.81] ପଥର ଦେହରେ ଖେଳେ ଚମକ
[05:07.73] ବଇଁଶୀ କିଏ ସେ ଗଢ଼ିଲା ତତେ?
[05:11.82] ପିନ୍ଧାଇ ଦେଲୁ ତୁ ଘୁଙ୍ଗୁର ମୋତେ
[05:15.65] ତୋ ସୁରରେ ଅଛି ଏତେ କୁହୁକ
[05:19.52] ପଥର ଦେହରେ ଖେଳେ ଚମକ
[05:23.66] ଶୁଣିଲେ ସୁର, ନାଚେ ଘୁଙ୍ଗୁର
[05:31.40] ଶୁଣିଲେ ସୁର, ନାଚେ ଘୁଙ୍ଗୁର
[05:35.59] ଆଖିରେ ମାଖି ମୁଁ କଜଳ-ଗାର
[05:39.85] ନାଚେ ପାଦେ ବୋଳି ଅଳତା-ଗାର
[05:47.78] ନାଚେ ପାଦେ ବୋଳି ଅଳତା-ଗାର
[05:54.89] ବାଜେ ବଇଁଶୀ, ନାଚେ ଘୁଙ୍ଗୁର
[05:58.95] ଏଇ ମିଳନ ଯୁଗ ଯୁଗର
[06:02.74] ମଧୁର ମଧୁର ବଇଁଶୀର ସୁର
[06:07.04] ପାଦରେ ଅଧିର ଘୁଙ୍ଗୁର ମୋର
[06:14.84] ପାଦରେ ଅଧିର ଘୁଙ୍ଗୁର ମୋର
[06:22.54] ପାଦରେ ଅଧିର ଘୁଙ୍ଗୁର ମୋର
[06:30.38] ପାଦରେ ଅଧିର ଘୁଙ୍ଗୁର ମୋର
[06:37.85]
[01:05.54] ଏଇ ମିଳନ ଯୁଗ ଯୁଗର
[01:09.76] ମଧୁର ମଧୁର ବଇଁଶୀର ସୁର
[01:14.30] ପାଦରେ ଅଧିର ଘୁଙ୍ଗୁର ମୋର
[01:21.88] ପାଦରେ ଅଧିର ଘୁଙ୍ଗୁର ମୋର
[01:29.20] ବାଜେ ବଇଁଶୀ, ନାଚେ ଘୁଙ୍ଗୁର
[01:33.09] ଏଇ ମିଳନ ଯୁଗ ଯୁଗର
[01:37.06] ମଧୁର ମଧୁର ବଇଁଶୀର ସୁର
[01:41.44] ପାଦରେ ଅଧିର ଘୁଙ୍ଗୁର ମୋର
[01:49.19] ପାଦରେ ଅଧିର ଘୁଙ୍ଗୁର ମୋର
[01:56.36]
[02:48.79] କାହ୍ନୁର ବଇଁଶୀ ବାଜିଲେ କାନେ
[02:52.63] ଗୋପୀ ଧାଉଁଥିଲେ ତମାଳ ବନେ
[02:56.80] ନାଚୁଥିଲା ନୀଳ ଯମୁନା ପାଣି
[03:00.86] ଚାହିଁ ରହୁଥିଲେ ବନ-ହରିଣୀ
[03:08.69] କାହ୍ନୁର ବଇଁଶୀ ବାଜିଲେ କାନେ
[03:12.67] ଗୋପୀ ଧାଉଁଥିଲେ ତମାଳ ବନେ
[03:16.49] ନାଚୁଥିଲା ନୀଳ ଯମୁନା ପାଣି
[03:20.34] ଚାହିଁ ରହୁଥିଲେ ବନ-ହରିଣୀ
[03:24.10] ବଇଁଶୀ ସୁର, ଜୀବନ ମୋର
[03:32.21] ବଇଁଶୀ ସୁର, ଜୀବନ ମୋର
[03:36.29] ଶୁଣି ତ ବଇଁଶୀ ସୁର ତୋହର
[03:40.61] ମୋ ଦେହେ ବୋଳିଛି ରଙ୍ଗ-ଅବିର
[03:48.42] ମୋ ଦେହେ ବୋଳିଛି ରଙ୍ଗ-ଅବିର
[03:55.41]
[04:47.80] ବଇଁଶୀ କିଏ ସେ ଗଢ଼ିଲା ତତେ?
[04:52.04] ପିନ୍ଧାଇ ଦେଲୁ ତୁ ଘୁଙ୍ଗୁର ମୋତେ
[04:55.95] ତୋ ସୁରରେ ଅଛି ଏତେ କୁହୁକ
[04:59.81] ପଥର ଦେହରେ ଖେଳେ ଚମକ
[05:07.73] ବଇଁଶୀ କିଏ ସେ ଗଢ଼ିଲା ତତେ?
[05:11.82] ପିନ୍ଧାଇ ଦେଲୁ ତୁ ଘୁଙ୍ଗୁର ମୋତେ
[05:15.65] ତୋ ସୁରରେ ଅଛି ଏତେ କୁହୁକ
[05:19.52] ପଥର ଦେହରେ ଖେଳେ ଚମକ
[05:23.66] ଶୁଣିଲେ ସୁର, ନାଚେ ଘୁଙ୍ଗୁର
[05:31.40] ଶୁଣିଲେ ସୁର, ନାଚେ ଘୁଙ୍ଗୁର
[05:35.59] ଆଖିରେ ମାଖି ମୁଁ କଜଳ-ଗାର
[05:39.85] ନାଚେ ପାଦେ ବୋଳି ଅଳତା-ଗାର
[05:47.78] ନାଚେ ପାଦେ ବୋଳି ଅଳତା-ଗାର
[05:54.89] ବାଜେ ବଇଁଶୀ, ନାଚେ ଘୁଙ୍ଗୁର
[05:58.95] ଏଇ ମିଳନ ଯୁଗ ଯୁଗର
[06:02.74] ମଧୁର ମଧୁର ବଇଁଶୀର ସୁର
[06:07.04] ପାଦରେ ଅଧିର ଘୁଙ୍ଗୁର ମୋର
[06:14.84] ପାଦରେ ଅଧିର ଘୁଙ୍ଗୁର ମୋର
[06:22.54] ପାଦରେ ଅଧିର ଘୁଙ୍ଗୁର ମୋର
[06:30.38] ପାଦରେ ଅଧିର ଘୁଙ୍ଗୁର ମୋର
[06:37.85]