Home 🎬 Bollywood 🎵 Pakistani 🎤 English Pop

Tora Ishq Re GST

👤 Tariq Aziz 🎼 Sundargarh Ra Salman Khan (Original Motion Picture Soundtrack) ⏱️ 4:15
🎵 3412 characters
⏱️ 4:15 duration
🆔 ID: 13747295

📜 Lyrics

Bygod ତୋର राश्के कमर
Bygod ତୋର तिरछी नजर
ହାଏରେ ମତେ ମୋଡ଼ିଦେଲା ରେ

Bygod ତୋର बाली उमर
Bygod ତୋର multi colour
ଚୁମ୍ବକପରି ଭିଡ଼ିନେଲା ରେ

ତୋ ପାଇଁ ମୁଁ already ହେଇଗଲି ପାଗଳ
ରୂପ ତୋର costly, ତୋ ଆଗେ ମୁଁ କାଙ୍ଗାଳ
ହାଏରେ ଜବର figure ଟା ତୋର କଲା निकम्मा

ତୋର love ରେ, ତୋର इश्क़ ରେ GST ଲାଗିବନି ଜମା
ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା
ତୋର इश्क़ ରେ GST ଲାଗିବନି ଜମା
ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା, ଚୁମ୍ମା, ଚୁମ୍ମା

ହଁ, ଯେବେଠୁ जानू ତୁ life ରେ କଲୁ ମୋର entry, entry, entry
ଆରେ ବିଦ୍ୟାରାଣ ଦିଲ ଭିତରେ ତୋ ନାଁରେ ମରିକି ସିଟି, ସିଟି, ସିଟି
ହଁ, ଯେବେଠୁ darling ତୋ ସାଥେ ହେଲାଣି ମୋ meeting
ଯିଏ ଦେଖୁଛି ସିଏ କହୁଛି ମୋ ପାଇଁ ତୁ 100% fitting

Bygod ତୋର hero figure
Bygod ତୋର ରୋମିଓ ନଜର
ମନକୁ ମୋର twist କଲା ରେ

Cool, cool heart ରେ ଚଲେଇଲୁ heater
ଲାଗେ ସତେ ତୋବିନା ନାହିଁ କେହି better
ରାତିସାରା ଜମା ଶୋଇପାରୁନାହିଁ ଛାତିରେ ଫୁଟେ ବୋମା

ତୋର love ରେ, ତୋର इश्क़ ରେ GST ଲାଗିଯିବ ରାମା
ତତେ ଦେବିନି, ଦେବିନି, ଦେବିନି ବାବା ରକେଟମାର୍କା ଚୁମ୍ମା
ତୋର इश्क़ ରେ GST ଲାଗିବନି ଜମା
ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା

Bygod, bygod

ହାଏ ତୋ teenage ମୋ ପାଇଁ ଧରିଲାଣି pickup, pickup, pickup
ଆରେ, ପ୍ରେମରେ ଆ ଚିପିକିଯିବା ପାରିବେନି କରି କେହି breakup, breakup, breakup
ହାଏ ତୋ କଥାରେ ମନଟା ହେଇଯାଏ cooling
ତୋର ଯାହା ମୋର ତାହା, ଦୁହିଁଙ୍କର same ଆଜି feeling

ଆରେ bygod ତୋର Aadhar number
Bygod ତୋର detail ଖବର
ମୋ ସାଥିରେ match କଲା ରେ

ବମ୍-ଚିକିଚିକି-ବମ୍, ଥିଲୁ କହ କଉଠି?
ତୁ କହିଲେ ତୋ ଘରେ କରିବି ମୁଁ duty
କିସ୍ତିରେ, କିସ୍ତିରେ ସୁଝିଦେବି ତୁ ଯାହାଦବୁ ଚୁମ୍ମା

ତୋର love ରେ, ତୋର इश्क़ ରେ GST ଲାଗିବନି ଜମା
ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା
ତୋର इश्क़ ରେ GST ଲାଗିବନି ଜମା
ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା, ଚୁମ୍ମା, ଚୁମ୍ମା

⏱️ Synced Lyrics

[00:31.77] Bygod ତୋର राश्के कमर
[00:33.63] Bygod ତୋର तिरछी नजर
[00:35.29] ହାଏରେ ମତେ ମୋଡ଼ିଦେଲା ରେ
[00:40.63] Bygod ତୋର बाली उमर
[00:42.32] Bygod ତୋର multi colour
[00:44.07] ଚୁମ୍ବକପରି ଭିଡ଼ିନେଲା ରେ
[00:47.99] ତୋ ପାଇଁ ମୁଁ already ହେଇଗଲି ପାଗଳ
[00:51.30] ରୂପ ତୋର costly, ତୋ ଆଗେ ମୁଁ କାଙ୍ଗାଳ
[00:54.71] ହାଏରେ ଜବର figure ଟା ତୋର କଲା निकम्मा
[00:58.02] ତୋର love ରେ, ତୋର इश्क़ ରେ GST ଲାଗିବନି ଜମା
[01:03.22] ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା
[01:06.80] ତୋର इश्क़ ରେ GST ଲାଗିବନି ଜମା
[01:10.39] ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା, ଚୁମ୍ମା, ଚୁମ୍ମା
[01:15.77]
[01:29.66] ହଁ, ଯେବେଠୁ जानू ତୁ life ରେ କଲୁ ମୋର entry, entry, entry
[01:36.76] ଆରେ ବିଦ୍ୟାରାଣ ଦିଲ ଭିତରେ ତୋ ନାଁରେ ମରିକି ସିଟି, ସିଟି, ସିଟି
[01:43.64] ହଁ, ଯେବେଠୁ darling ତୋ ସାଥେ ହେଲାଣି ମୋ meeting
[01:49.41] ଯିଏ ଦେଖୁଛି ସିଏ କହୁଛି ମୋ ପାଇଁ ତୁ 100% fitting
[01:54.77] Bygod ତୋର hero figure
[01:56.41] Bygod ତୋର ରୋମିଓ ନଜର
[01:58.22] ମନକୁ ମୋର twist କଲା ରେ
[02:02.04] Cool, cool heart ରେ ଚଲେଇଲୁ heater
[02:05.64] ଲାଗେ ସତେ ତୋବିନା ନାହିଁ କେହି better
[02:08.92] ରାତିସାରା ଜମା ଶୋଇପାରୁନାହିଁ ଛାତିରେ ଫୁଟେ ବୋମା
[02:12.15] ତୋର love ରେ, ତୋର इश्क़ ରେ GST ଲାଗିଯିବ ରାମା
[02:17.48] ତତେ ଦେବିନି, ଦେବିନି, ଦେବିନି ବାବା ରକେଟମାର୍କା ଚୁମ୍ମା
[02:20.93] ତୋର इश्क़ ରେ GST ଲାଗିବନି ଜମା
[02:24.47] ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା
[02:28.46] Bygod, bygod
[02:32.60]
[02:56.79] ହାଏ ତୋ teenage ମୋ ପାଇଁ ଧରିଲାଣି pickup, pickup, pickup
[03:03.22] ଆରେ, ପ୍ରେମରେ ଆ ଚିପିକିଯିବା ପାରିବେନି କରି କେହି breakup, breakup, breakup
[03:10.96] ହାଏ ତୋ କଥାରେ ମନଟା ହେଇଯାଏ cooling
[03:15.97] ତୋର ଯାହା ମୋର ତାହା, ଦୁହିଁଙ୍କର same ଆଜି feeling
[03:20.85] ଆରେ bygod ତୋର Aadhar number
[03:22.86] Bygod ତୋର detail ଖବର
[03:24.60] ମୋ ସାଥିରେ match କଲା ରେ
[03:28.57] ବମ୍-ଚିକିଚିକି-ବମ୍, ଥିଲୁ କହ କଉଠି?
[03:32.03] ତୁ କହିଲେ ତୋ ଘରେ କରିବି ମୁଁ duty
[03:35.20] କିସ୍ତିରେ, କିସ୍ତିରେ ସୁଝିଦେବି ତୁ ଯାହାଦବୁ ଚୁମ୍ମା
[03:38.67] ତୋର love ରେ, ତୋର इश्क़ ରେ GST ଲାଗିବନି ଜମା
[03:43.95] ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା
[03:47.42] ତୋର इश्क़ ରେ GST ଲାଗିବନି ଜମା
[03:50.90] ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା, ଚୁମ୍ମା, ଚୁମ୍ମା
[03:56.45]

⭐ Rate These Lyrics

Average: 0.0/5 • 0 ratings