Mana Mo Ma Emiti Eka
🎵 1871 characters
⏱️ 5:25 duration
🆔 ID: 13771422
📜 Lyrics
ହୋ-ହା-ଲା
ମନ ତ ଏମିତି ଏକ ପାଗଳ ଦିୱାନା
ଭଲପାଇ ପାରେ ହେଲେ କହି ସେ ପାରେନା
ଆଜି ବି ମୁଁ ହାଏ, ତାକୁ ଭଲପାଏ
ଆଜି ବି ମୁଁ ହାଏ, ତାକୁ ଭଲପାଏ
ମନ ଯେ କଲା ଚୁନା
ଭଲପାଇବାର ଇଏ କି ପାଉଣା?
ଇଏ କି ପାଉଣା?
ହୋ-ହା-ଲା
ହେ-ହା-ଲା
ଯଉଦିନ ବୁଝିବ ସେ ମୋ ପ୍ରେମର ମୂଲ
ଚିହ୍ନିବ ସେ କିଏ କଣ୍ଟା ଆଉ କିଏ ଫୁଲ
ମୋ ପ୍ରେମର ଗଭୀରତା କାହୁଁ ସେ ଜାଣିବ?
ନଦୀ କେବେ ସାଗରକୁ ମାପି କି ପାରିବ?
ଭୁଲ ଠିକଣାରେ, ଚିଠି ହଜିପାରେ
ଭୁଲ ଠିକଣାରେ, ଚିଠି ହଜିପାରେ
ଲିଭେନା ସେଥିରୁ ନାଁ
ଫେରିବ ସେ ଦିନେ, ଖୋଜି ମୋ ଠିକଣା
ଖୋଜି ମୋ ଠିକଣା
ହେ-ହା-ଲା
ବୁଝିବାକୁ ମୋର ଟିକେ ରହିଗଲା ବାକି
ଆଖିକୁ ଭରସା କରି ଗଲି ମୁଁ ଯେ ଠକି
ହୋ, ଭଲ ହେଲା ତୁଟିଗଲା ମୋର ସବୁ ଭ୍ରମ
ତା ଆଖିର ଛଳନାକୁ ଭାବିଥିଲି ପ୍ରେମ
ଚାଲୁଛି ମୁଁ ପାଦେ, ଫେରୁଛି ଦି ପାଦ
ଚାଲୁଛି ମୁଁ ପାଦେ, ଫେରୁଛି ଦି ପାଦ
ମାନୁନି ମନ ଜମା
ଆଶା ଅଛି କାଳେ, ଡ଼ାକିବ ସେ ମୋ ନାଁ
ଡାକିବ ସେ ମୋ ନାଁ
ଭଲପାଇବାର ଇଏ କି ପାଉଣା?
ଇଏ କି ପାଉଣା?
ହୋ-ହା-ଲା
ହେ-ହା-ଲା
ମନ ତ ଏମିତି ଏକ ପାଗଳ ଦିୱାନା
ଭଲପାଇ ପାରେ ହେଲେ କହି ସେ ପାରେନା
ଆଜି ବି ମୁଁ ହାଏ, ତାକୁ ଭଲପାଏ
ଆଜି ବି ମୁଁ ହାଏ, ତାକୁ ଭଲପାଏ
ମନ ଯେ କଲା ଚୁନା
ଭଲପାଇବାର ଇଏ କି ପାଉଣା?
ଇଏ କି ପାଉଣା?
ହୋ-ହା-ଲା
ହେ-ହା-ଲା
ଯଉଦିନ ବୁଝିବ ସେ ମୋ ପ୍ରେମର ମୂଲ
ଚିହ୍ନିବ ସେ କିଏ କଣ୍ଟା ଆଉ କିଏ ଫୁଲ
ମୋ ପ୍ରେମର ଗଭୀରତା କାହୁଁ ସେ ଜାଣିବ?
ନଦୀ କେବେ ସାଗରକୁ ମାପି କି ପାରିବ?
ଭୁଲ ଠିକଣାରେ, ଚିଠି ହଜିପାରେ
ଭୁଲ ଠିକଣାରେ, ଚିଠି ହଜିପାରେ
ଲିଭେନା ସେଥିରୁ ନାଁ
ଫେରିବ ସେ ଦିନେ, ଖୋଜି ମୋ ଠିକଣା
ଖୋଜି ମୋ ଠିକଣା
ହେ-ହା-ଲା
ବୁଝିବାକୁ ମୋର ଟିକେ ରହିଗଲା ବାକି
ଆଖିକୁ ଭରସା କରି ଗଲି ମୁଁ ଯେ ଠକି
ହୋ, ଭଲ ହେଲା ତୁଟିଗଲା ମୋର ସବୁ ଭ୍ରମ
ତା ଆଖିର ଛଳନାକୁ ଭାବିଥିଲି ପ୍ରେମ
ଚାଲୁଛି ମୁଁ ପାଦେ, ଫେରୁଛି ଦି ପାଦ
ଚାଲୁଛି ମୁଁ ପାଦେ, ଫେରୁଛି ଦି ପାଦ
ମାନୁନି ମନ ଜମା
ଆଶା ଅଛି କାଳେ, ଡ଼ାକିବ ସେ ମୋ ନାଁ
ଡାକିବ ସେ ମୋ ନାଁ
ଭଲପାଇବାର ଇଏ କି ପାଉଣା?
ଇଏ କି ପାଉଣା?
ହୋ-ହା-ଲା
ହେ-ହା-ଲା
⏱️ Synced Lyrics
[00:17.30] ହୋ-ହା-ଲା
[00:30.06] ମନ ତ ଏମିତି ଏକ ପାଗଳ ଦିୱାନା
[00:38.19] ଭଲପାଇ ପାରେ ହେଲେ କହି ସେ ପାରେନା
[00:46.47] ଆଜି ବି ମୁଁ ହାଏ, ତାକୁ ଭଲପାଏ
[00:50.39] ଆଜି ବି ମୁଁ ହାଏ, ତାକୁ ଭଲପାଏ
[00:55.34] ମନ ଯେ କଲା ଚୁନା
[00:59.80] ଭଲପାଇବାର ଇଏ କି ପାଉଣା?
[01:08.41] ଇଏ କି ପାଉଣା?
[01:12.49] ହୋ-ହା-ଲା
[01:18.81] ହେ-ହା-ଲା
[01:58.92] ଯଉଦିନ ବୁଝିବ ସେ ମୋ ପ୍ରେମର ମୂଲ
[02:05.30] ଚିହ୍ନିବ ସେ କିଏ କଣ୍ଟା ଆଉ କିଏ ଫୁଲ
[02:15.83] ମୋ ପ୍ରେମର ଗଭୀରତା କାହୁଁ ସେ ଜାଣିବ?
[02:22.05] ନଦୀ କେବେ ସାଗରକୁ ମାପି କି ପାରିବ?
[02:28.10] ଭୁଲ ଠିକଣାରେ, ଚିଠି ହଜିପାରେ
[02:32.12] ଭୁଲ ଠିକଣାରେ, ଚିଠି ହଜିପାରେ
[02:36.72] ଲିଭେନା ସେଥିରୁ ନାଁ
[02:41.65] ଫେରିବ ସେ ଦିନେ, ଖୋଜି ମୋ ଠିକଣା
[02:50.42] ଖୋଜି ମୋ ଠିକଣା
[03:02.16] ହେ-ହା-ଲା
[03:25.90] ବୁଝିବାକୁ ମୋର ଟିକେ ରହିଗଲା ବାକି
[03:31.99] ଆଖିକୁ ଭରସା କରି ଗଲି ମୁଁ ଯେ ଠକି
[03:41.85] ହୋ, ଭଲ ହେଲା ତୁଟିଗଲା ମୋର ସବୁ ଭ୍ରମ
[03:48.68] ତା ଆଖିର ଛଳନାକୁ ଭାବିଥିଲି ପ୍ରେମ
[03:54.49] ଚାଲୁଛି ମୁଁ ପାଦେ, ଫେରୁଛି ଦି ପାଦ
[03:58.95] ଚାଲୁଛି ମୁଁ ପାଦେ, ଫେରୁଛି ଦି ପାଦ
[04:03.74] ମାନୁନି ମନ ଜମା
[04:08.34] ଆଶା ଅଛି କାଳେ, ଡ଼ାକିବ ସେ ମୋ ନାଁ
[04:16.54] ଡାକିବ ସେ ମୋ ନାଁ
[04:20.64] ଭଲପାଇବାର ଇଏ କି ପାଉଣା?
[04:29.48] ଇଏ କି ପାଉଣା?
[04:42.55] ହୋ-ହା-ଲା
[04:48.61] ହେ-ହା-ଲା
[05:24.47]
[00:30.06] ମନ ତ ଏମିତି ଏକ ପାଗଳ ଦିୱାନା
[00:38.19] ଭଲପାଇ ପାରେ ହେଲେ କହି ସେ ପାରେନା
[00:46.47] ଆଜି ବି ମୁଁ ହାଏ, ତାକୁ ଭଲପାଏ
[00:50.39] ଆଜି ବି ମୁଁ ହାଏ, ତାକୁ ଭଲପାଏ
[00:55.34] ମନ ଯେ କଲା ଚୁନା
[00:59.80] ଭଲପାଇବାର ଇଏ କି ପାଉଣା?
[01:08.41] ଇଏ କି ପାଉଣା?
[01:12.49] ହୋ-ହା-ଲା
[01:18.81] ହେ-ହା-ଲା
[01:58.92] ଯଉଦିନ ବୁଝିବ ସେ ମୋ ପ୍ରେମର ମୂଲ
[02:05.30] ଚିହ୍ନିବ ସେ କିଏ କଣ୍ଟା ଆଉ କିଏ ଫୁଲ
[02:15.83] ମୋ ପ୍ରେମର ଗଭୀରତା କାହୁଁ ସେ ଜାଣିବ?
[02:22.05] ନଦୀ କେବେ ସାଗରକୁ ମାପି କି ପାରିବ?
[02:28.10] ଭୁଲ ଠିକଣାରେ, ଚିଠି ହଜିପାରେ
[02:32.12] ଭୁଲ ଠିକଣାରେ, ଚିଠି ହଜିପାରେ
[02:36.72] ଲିଭେନା ସେଥିରୁ ନାଁ
[02:41.65] ଫେରିବ ସେ ଦିନେ, ଖୋଜି ମୋ ଠିକଣା
[02:50.42] ଖୋଜି ମୋ ଠିକଣା
[03:02.16] ହେ-ହା-ଲା
[03:25.90] ବୁଝିବାକୁ ମୋର ଟିକେ ରହିଗଲା ବାକି
[03:31.99] ଆଖିକୁ ଭରସା କରି ଗଲି ମୁଁ ଯେ ଠକି
[03:41.85] ହୋ, ଭଲ ହେଲା ତୁଟିଗଲା ମୋର ସବୁ ଭ୍ରମ
[03:48.68] ତା ଆଖିର ଛଳନାକୁ ଭାବିଥିଲି ପ୍ରେମ
[03:54.49] ଚାଲୁଛି ମୁଁ ପାଦେ, ଫେରୁଛି ଦି ପାଦ
[03:58.95] ଚାଲୁଛି ମୁଁ ପାଦେ, ଫେରୁଛି ଦି ପାଦ
[04:03.74] ମାନୁନି ମନ ଜମା
[04:08.34] ଆଶା ଅଛି କାଳେ, ଡ଼ାକିବ ସେ ମୋ ନାଁ
[04:16.54] ଡାକିବ ସେ ମୋ ନାଁ
[04:20.64] ଭଲପାଇବାର ଇଏ କି ପାଉଣା?
[04:29.48] ଇଏ କି ପାଉଣା?
[04:42.55] ହୋ-ହା-ଲା
[04:48.61] ହେ-ହା-ଲା
[05:24.47]