Aruna Stambhare
🎵 3685 characters
⏱️ 6:04 duration
🆔 ID: 13779895
📜 Lyrics
(ହୋ-ହୋ)
(ହୋ-ହୋ-ହୋ)
(ଅରୁଣ ସ୍ତମ୍ବରେ, ହାତ ମାରିଦେଲେ)
(ତୁଳସୀ-ତୁଳସୀ ବାସେ)
ଅରୁଣ ସ୍ତମ୍ବରେ (ହୋ-ହୋ), ହାତ ମାରିଦେଲେ (ହୋ-ହୋ)
ତୁଳସୀ-ତୁଳସୀ ବାସେ ରେ, ତୁଳସୀ-ତୁଳସୀ ବାସେ
(ତୁଳସୀ-ତୁଳସୀ ବାସେ ରେ, ତୁଳସୀ-ତୁଳସୀ ବାସେ)
ସୀଙ୍ଗି ଦୁଆରକୁ (ହୁଁ-ହୁଁ), ପାଦ ବଢ଼େଇଲେ (ହୁଁ-ହୁଁ)
ସୀଙ୍ଗି ଦୁଆରକୁ ପାଦ ବଢ଼େଇଲେ
ଅବଢ଼ା-ଅବଢ଼ା ବାସେ ରେ, ଅବଢ଼ା-ଅବଢ଼ା ବାସେ
(ଅବଢ଼ା-ଅବଢ଼ା ବାସେ ରେ, ଅବଢ଼ା-ଅବଢ଼ା ବାସେ)
ଅରୁଣ ସ୍ତମ୍ବରେ (ହୋ-ହୋ), ହାତ ମାରିଦେଲେ (ହୋ-ହୋ)
ତୁଳସୀ-ତୁଳସୀ ବାସେ ରେ, ତୁଳସୀ-ତୁଳସୀ ବାସେ
(ତୁଳସୀ-ତୁଳସୀ ବାସେ ରେ, ତୁଳସୀ-ତୁଳସୀ ବାସେ)
ବାଇଶି ପାହାଚେ ଫୁଲ-ପସରା
ଦୟଣା ମହକ ସବୁଠି ଭରା
ବାଇଶି ପାହାଚେ ଫୁଲ-ପସରା
ଦୟଣା ମହକ ସବୁଠି ଭରା
(ବେଢ଼ାରେ ଚନ୍ଦନ ପଡୁଛି ଝରି)
(ପବନ ଲାଗୁଛି ମଳୟ ପରି)
(ବେଢ଼ାରେ ଚନ୍ଦନ ପଡୁଛି ଝରି)
(ପବନ ଲାଗୁଛି ମଳୟ ପରି)
କଳପ ମୂଳରୁ (ହୁଁ-ହୁଁ), ଅଳପ-ଅଳପ (ହୁଁ-ହୁଁ)
କଳପ ମୂଳରୁ ଅଳପ-ଅଳପ
କର୍ପୁର ଆଳତି ବାସେ ରେ, କର୍ପୁର ଆଳତି ବାସେ
(କର୍ପୁର ଆଳତି ବାସେ ରେ, କର୍ପୁର ଆଳତି ବାସେ)
ଜଗ-ମୋହନ ରେ ମନ ମହକେ
ଗରୁଡ଼ ପାଖରେ ଚିତ୍ତ ଚମକେ
ଜଗ-ମୋହନ ରେ ମନ ମହକେ
ଗରୁଡ଼ ପାଖରେ ଚିତ୍ତ ଚମକେ
(ଗମ୍ଭିରା ଭିତରେ ଅପୂର୍ବ ବାସ)
(ଲକ୍ଷେ କଦମ୍ଭର ବର୍ଷା ବିଳାସ)
(ଗମ୍ଭିରା ଭିତରେ ଅପୂର୍ବ ବାସ)
(ଲକ୍ଷେ କଦମ୍ଭର ବର୍ଷା ବିଳାସ)
ପୁରୀରୁ ଫେରିଲେ (ହୁଁ), ଦେହ, ମନ ସବୁ (ହୁଁ)
ପୁରୀରୁ ଫେରିଲେ ଦେହ, ମନ ସବୁ
କାଳିଆ-କାଳିଆ ବାସେ ରେ, କାଳିଆ-କାଳିଆ ବାସେ
(କାଳିଆ-କାଳିଆ ବାସେ ରେ, କାଳିଆ-କାଳିଆ ବାସେ)
ଅରୁଣ ସ୍ତମ୍ବରେ (ହୋ-ହୋ), ହାତ ମାରିଦେଲେ (ହୋ-ହୋ)
ତୁଳସୀ-ତୁଳସୀ ବାସେ ରେ, ତୁଳସୀ-ତୁଳସୀ ବାସେ
(ତୁଳସୀ-ତୁଳସୀ ବାସେ ରେ, ତୁଳସୀ-ତୁଳସୀ ବାସେ)
ସୀଙ୍ଗି ଦୁଆରକୁ (ହୁଁ-ହୁଁ), ପାଦ ବଢ଼େଇଲେ (ହୁଁ-ହୁଁ)
ସୀଙ୍ଗି ଦୁଆର କୁ ପାଦ ବଢ଼େଇଲେ

⏱️ Synced Lyrics
[00:05.17] (ହୋ-ହୋ)
[00:11.19] (ହୋ-ହୋ-ହୋ)
[00:12.45]
[00:36.49] (ଅରୁଣ ସ୍ତମ୍ବରେ, ହାତ ମାରିଦେଲେ)
[00:43.32] (ତୁଳସୀ-ତୁଳସୀ ବାସେ)
[00:47.44]
[00:52.22] ଅରୁଣ ସ୍ତମ୍ବରେ (ହୋ-ହୋ), ହାତ ମାରିଦେଲେ (ହୋ-ହୋ)
[00:59.08] ତୁଳସୀ-ତୁଳସୀ ବାସେ ରେ, ତୁଳସୀ-ତୁଳସୀ ବାସେ
[01:05.29] (ତୁଳସୀ-ତୁଳସୀ ବାସେ ରେ, ତୁଳସୀ-ତୁଳସୀ ବାସେ)
[01:11.80] ସୀଙ୍ଗି ଦୁଆରକୁ (ହୁଁ-ହୁଁ), ପାଦ ବଢ଼େଇଲେ (ହୁଁ-ହୁଁ)
[01:18.20] ସୀଙ୍ଗି ଦୁଆରକୁ ପାଦ ବଢ଼େଇଲେ
[01:22.06] ଅବଢ଼ା-ଅବଢ଼ା ବାସେ ରେ, ଅବଢ଼ା-ଅବଢ଼ା ବାସେ
[01:28.23] (ଅବଢ଼ା-ଅବଢ଼ା ବାସେ ରେ, ଅବଢ଼ା-ଅବଢ଼ା ବାସେ)
[01:33.76] ଅରୁଣ ସ୍ତମ୍ବରେ (ହୋ-ହୋ), ହାତ ମାରିଦେଲେ (ହୋ-ହୋ)
[01:40.22] ତୁଳସୀ-ତୁଳସୀ ବାସେ ରେ, ତୁଳସୀ-ତୁଳସୀ ବାସେ
[01:46.55] (ତୁଳସୀ-ତୁଳସୀ ବାସେ ରେ, ତୁଳସୀ-ତୁଳସୀ ବାସେ)
[01:53.05]
[02:29.05] ବାଇଶି ପାହାଚେ ଫୁଲ-ପସରା
[02:35.18] ଦୟଣା ମହକ ସବୁଠି ଭରା
[02:44.27] ବାଇଶି ପାହାଚେ ଫୁଲ-ପସରା
[02:50.06] ଦୟଣା ମହକ ସବୁଠି ଭରା
[02:55.67] (ବେଢ଼ାରେ ଚନ୍ଦନ ପଡୁଛି ଝରି)
[02:58.66] (ପବନ ଲାଗୁଛି ମଳୟ ପରି)
[03:01.62] (ବେଢ଼ାରେ ଚନ୍ଦନ ପଡୁଛି ଝରି)
[03:04.61] (ପବନ ଲାଗୁଛି ମଳୟ ପରି)
[03:08.55] କଳପ ମୂଳରୁ (ହୁଁ-ହୁଁ), ଅଳପ-ଅଳପ (ହୁଁ-ହୁଁ)
[03:15.04] କଳପ ମୂଳରୁ ଅଳପ-ଅଳପ
[03:18.58] କର୍ପୁର ଆଳତି ବାସେ ରେ, କର୍ପୁର ଆଳତି ବାସେ
[03:24.65] (କର୍ପୁର ଆଳତି ବାସେ ରେ, କର୍ପୁର ଆଳତି ବାସେ)
[03:30.62]
[04:07.19] ଜଗ-ମୋହନ ରେ ମନ ମହକେ
[04:13.02] ଗରୁଡ଼ ପାଖରେ ଚିତ୍ତ ଚମକେ
[04:22.09] ଜଗ-ମୋହନ ରେ ମନ ମହକେ
[04:27.83] ଗରୁଡ଼ ପାଖରେ ଚିତ୍ତ ଚମକେ
[04:33.38] (ଗମ୍ଭିରା ଭିତରେ ଅପୂର୍ବ ବାସ)
[04:36.35] (ଲକ୍ଷେ କଦମ୍ଭର ବର୍ଷା ବିଳାସ)
[04:39.43] (ଗମ୍ଭିରା ଭିତରେ ଅପୂର୍ବ ବାସ)
[04:42.47] (ଲକ୍ଷେ କଦମ୍ଭର ବର୍ଷା ବିଳାସ)
[04:46.47] ପୁରୀରୁ ଫେରିଲେ (ହୁଁ), ଦେହ, ମନ ସବୁ (ହୁଁ)
[04:53.15] ପୁରୀରୁ ଫେରିଲେ ଦେହ, ମନ ସବୁ
[04:56.76] କାଳିଆ-କାଳିଆ ବାସେ ରେ, କାଳିଆ-କାଳିଆ ବାସେ
[05:02.66] (କାଳିଆ-କାଳିଆ ବାସେ ରେ, କାଳିଆ-କାଳିଆ ବାସେ)
[05:08.15] ଅରୁଣ ସ୍ତମ୍ବରେ (ହୋ-ହୋ), ହାତ ମାରିଦେଲେ (ହୋ-ହୋ)
[05:14.66] ତୁଳସୀ-ତୁଳସୀ ବାସେ ରେ, ତୁଳସୀ-ତୁଳସୀ ବାସେ
[05:20.72] (ତୁଳସୀ-ତୁଳସୀ ବାସେ ରେ, ତୁଳସୀ-ତୁଳସୀ ବାସେ)
[05:27.29] ସୀଙ୍ଗି ଦୁଆରକୁ (ହୁଁ-ହୁଁ), ପାଦ ବଢ଼େଇଲେ (ହୁଁ-ହୁଁ)
[05:33.73] ସୀଙ୍ଗି ଦୁଆର କୁ ପାଦ ବଢ଼େଇଲେ
[05:37.25] ଅବଢ଼ା-ଅବଢ଼ା ବାସେ ରେ, ଅବଢ଼ା-ଅବଢ଼ା ବାସେ
[05:43.34] (ତୁଳସୀ-ତୁଳସୀ ବାସେ ରେ, ତୁଳସୀ-ତୁଳସୀ ବାସେ)
[05:49.28] (କର୍ପୁର ଆଳତି ବାସେ ରେ, କର୍ପୁର ଆଳତି ବାସେ)
[05:55.33] କାଳିଆ-କାଳିଆ ବାସେ ରେ, କାଳିଆ-କାଳିଆ ବାସେ
[06:01.92]