Home 🎬 Bollywood 🎵 Pakistani 🎤 English Pop

E Banara Chai

👤 R. S. Kumar 🎼 Puni Thare Romantic Song Vol 5 ⏱️ 3:49
🎵 2326 characters
⏱️ 3:49 duration
🆔 ID: 13787788

📜 Lyrics

ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ
ଯାଇଛି ସତ ହୋଇ
ମୁଁ ଭୁଲିବି ନାହିଁ, ମୁଁ ଭୁଲିବି ନାହିଁ

ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ
ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ
ଯାଇଛି ସତ ହୋଇ
ମୁଁ ଭୁଲିବି ନାହିଁ, ମୁଁ ଭୁଲିବି ନାହିଁ

ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ଚଇତି
ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ଚଇତି
ଯାଇଛି ମୋତେ ଛୁଇଁ
ମୁଁ ଭୁଲିବି ନାହିଁ, ମୁଁ ଭୁଲିବି ନାହିଁ

ସରଗ ଚାନ୍ଦ ପଡିଛି ଖସି ସତେକି ମୋ ହାତେ
ଗଲା ଜନମ ହଜିଲା ସାଥି ଯାଇଛି ମିଳି ମୋତେ

ମୁଁ ଡେଉଁଛି କହି, "ସାରା ଜୀବନ ହସିବି ମୁହିଁ"
ମୁଁ ଡେଉଁଛି କହି, "ସାରା ଜୀବନ ହସିବି ମୁହିଁ"
ତୁମକୁ ସାଥେ ନେଇ
ମୁଁ ଭୁଲିବି ନାହିଁ, ମୁଁ ଭୁଲିବି ନାହିଁ

ଏ ମନ ତୁମ ପୂଜାରିଣୀ
ଏ ଦେହ ପୂଜାଫୁଲ
ଏଇ ଜୀବନ ଦେଉଳ ହେଲେ
ତୁମେ ଦେବତା ମୋର

ମୁଁ ରଖୁଛି କହି, "ତୁମ ଦେହର ଛାଇ ହୋଇବି"
ମୁଁ ରଖୁଛି କହି, "ତୁମ ଦେହର ଛାଇ ହୋଇବି"
ଜନମ ସାରା ମୁହିଁ
ମୁଁ ଭୁଲିବି ନାହିଁ, ମୁଁ ଭୁଲିବି ନାହିଁ

ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ
ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ
ଯାଇଛି ସତ ହୋଇ

ମୁଁ ଭୁଲିବି ନାହିଁ, ମୁଁ ଭୁଲିବି ନାହିଁ
ମୁଁ ଭୁଲିବି ନାହିଁ, ମୁଁ ଭୁଲିବି ନାହିଁ
ମୁଁ ଭୁଲିବି ନାହିଁ, ମୁଁ ଭୁଲିବି ନାହିଁ
ମୁଁ ଭୁଲିବି ନାହିଁ, ମୁଁ ଭୁଲିବି ନାହିଁ

⭐ Rate These Lyrics

Average: 0.0/5 • 0 ratings