Mathare Dei Pata Odhani
🎵 2071 characters
⏱️ 4:55 duration
🆔 ID: 13811011
📜 Lyrics
ମଥାରେ ଦେଇ ପାଟ-ଓଢ଼ଣୀ
ଆସିବୁ ଯେବେ ସାଜି ମୋ ରାଣୀ
ରାତି ହେଇଯିବ ଦିନ
ତୁ ପରା ମୋର ପୁନେଇ ଜହ୍ନ
ତୁ ପର ମୋର ପୁନେଇ ଜହ୍ନ
ମଥାରେ ଦେଇ ପାଟ-ଓଢ଼ଣୀ
ଆସିବୁ ଯେବେ ସାଜି ମୋ ରାଣୀ
ରାତି ହେଇଯିବ ଦିନ
ତୁ ପରା ମୋର ପୁନେଇ ଜହ୍ନ
ତୁ ପର ମୋର ପୁନେଇ ଜହ୍ନ
ଲାଜ-ଲାଜ ଆଖି ତୋର କହୁଥିବ କଥା ସିଏ
ହସ-ହସ ଓଠୁ ତୋର ମହୁ ଝରୁଥିବ ହାଏ, ହାଏ, ହାଏ, ହାଏ
ଲାଜ-ଲାଜ ଆଖି ତୋର କହୁଥିବ କଥା ସିଏ
ହସ-ହସ ଓଠୁ ତୋର ମହୁ ଝରୁଥିବ ହାଏ
ଆଖିରେ ନେଇ ଚୋରା ଚାହାଣି
ପାଖରେ ବସି ବାନ୍ଧିବୁ ବେଣି
ରାତି ହେଇଯିବ ଦିନ
ତୁ ପରା ମୋର ପୁନେଇ ଜହ୍ନ
ତୁ ପରା ମୋର ପୁନେଇ ଜହ୍ନ
ସାଜୁଥିବୁ ଫୁଲ ବତି ସକାଳରୁ ସଞ୍ଜ ଯାଏଁ
ଚାଲୁଥିବୁ ଅଗଣାରେ ବାସୁଥିବ ହେନା ହାଏ, ହାଏ, ହାଏ
ସାଜୁଥିବୁ ଫୁଲ ବତି ସକାଳରୁ ସଞ୍ଜ ଯାଏଁ
ଚାଲୁଥିବୁ ଅଗଣାରେ ବାସୁଥିବ ହେନା ହାଏ
ରାତିରେ ସାଜି ଅଳସ ରାଣୀ
କହିବୁ ଯେବେ ପ୍ରେମ କାହାଣୀ
ରାତି ହେଇଯିବ ଦିନ
ତୁ ପରା ମୋର ପୁନେଇ ଜହ୍ନ
ତୁ ପରା ମୋର ପୁନେଇ ଜହ୍ନ
ମଥାରେ ଦେଇ ପାଟ-ଓଢ଼ଣୀ
ଆସିବୁ ଯେବେ ସାଜି ମୋ ରାଣୀ
ରାତି ହେଇଯିବ ଦିନ
ତୁ ପରା ମୋର ପୁନେଇ ଜହ୍ନ
ତୁ ପର ମୋର ପୁନେଇ ଜହ୍ନ
ଆସିବୁ ଯେବେ ସାଜି ମୋ ରାଣୀ
ରାତି ହେଇଯିବ ଦିନ
ତୁ ପରା ମୋର ପୁନେଇ ଜହ୍ନ
ତୁ ପର ମୋର ପୁନେଇ ଜହ୍ନ
ମଥାରେ ଦେଇ ପାଟ-ଓଢ଼ଣୀ
ଆସିବୁ ଯେବେ ସାଜି ମୋ ରାଣୀ
ରାତି ହେଇଯିବ ଦିନ
ତୁ ପରା ମୋର ପୁନେଇ ଜହ୍ନ
ତୁ ପର ମୋର ପୁନେଇ ଜହ୍ନ
ଲାଜ-ଲାଜ ଆଖି ତୋର କହୁଥିବ କଥା ସିଏ
ହସ-ହସ ଓଠୁ ତୋର ମହୁ ଝରୁଥିବ ହାଏ, ହାଏ, ହାଏ, ହାଏ
ଲାଜ-ଲାଜ ଆଖି ତୋର କହୁଥିବ କଥା ସିଏ
ହସ-ହସ ଓଠୁ ତୋର ମହୁ ଝରୁଥିବ ହାଏ
ଆଖିରେ ନେଇ ଚୋରା ଚାହାଣି
ପାଖରେ ବସି ବାନ୍ଧିବୁ ବେଣି
ରାତି ହେଇଯିବ ଦିନ
ତୁ ପରା ମୋର ପୁନେଇ ଜହ୍ନ
ତୁ ପରା ମୋର ପୁନେଇ ଜହ୍ନ
ସାଜୁଥିବୁ ଫୁଲ ବତି ସକାଳରୁ ସଞ୍ଜ ଯାଏଁ
ଚାଲୁଥିବୁ ଅଗଣାରେ ବାସୁଥିବ ହେନା ହାଏ, ହାଏ, ହାଏ
ସାଜୁଥିବୁ ଫୁଲ ବତି ସକାଳରୁ ସଞ୍ଜ ଯାଏଁ
ଚାଲୁଥିବୁ ଅଗଣାରେ ବାସୁଥିବ ହେନା ହାଏ
ରାତିରେ ସାଜି ଅଳସ ରାଣୀ
କହିବୁ ଯେବେ ପ୍ରେମ କାହାଣୀ
ରାତି ହେଇଯିବ ଦିନ
ତୁ ପରା ମୋର ପୁନେଇ ଜହ୍ନ
ତୁ ପରା ମୋର ପୁନେଇ ଜହ୍ନ
ମଥାରେ ଦେଇ ପାଟ-ଓଢ଼ଣୀ
ଆସିବୁ ଯେବେ ସାଜି ମୋ ରାଣୀ
ରାତି ହେଇଯିବ ଦିନ
ତୁ ପରା ମୋର ପୁନେଇ ଜହ୍ନ
ତୁ ପର ମୋର ପୁନେଇ ଜହ୍ନ