Home 🎬 Bollywood 🎵 Pakistani 🎤 English Pop

Mate Pagala Karichi

👤 Subhashis Mahakud 🎼 Punei Janha ⏱️ 4:24
🎵 2599 characters
⏱️ 4:24 duration
🆔 ID: 13811013

📜 Lyrics

ମୋତେ ପାଗଳ କରିଛି ଗୋଟେ ଝିଅ
ହଁ, ମୋତେ ପାଗଳ କରିଛି ଗୋଟେ ଝିଅ
ହେ, ମୋତେ ପାଗଳ କରିଛି ଗୋଟେ ଝିଅ

ଆଖି ବୁଜିଦେଲେ, ଆଖି ଖୋଲିଦେଲେ
ଆଖି ବୁଜିଦେଲେ, ଆଖି ଖୋଲିଦେଲେ

ଦିଶିଯାଉଛି ମୋତେ ତାରି ମୁହଁ

ସେଇ କଣ୍ଢେଇ ମୁହଁ, ସେଇ କଣ୍ଢେଇ ମୁହଁ
ମୋତେ ପାଗଳ କରିଛି ଗୋଟେ ଝିଅ
ହେ, ମୋତେ ପାଗଳ କରିଛି ଗୋଟେ ଝିଅ

ଏକା-ଏକା ଯେବେ ଦେଖା ହୁଏ
ମୁରୁକି-ମୁରୁକି ହସିଦିଏ
ହେ-ହେ, ଏକା-ଏକା ଯେବେ ଦେଖା ହୁଏ
ମୁରୁକି-ମୁରୁକି ହସିଦିଏ

ସାଙ୍ଗେ ଯଦି ଆଉ କେହି ଥାଏ
ନଚିହ୍ନିଲା ପରି ଚାଲିଯାଏ

ଟିକେ ଚାଲୁଥାଏ, ଟିକେ ରହୁଥାଏ
ଟିକେ ଡରୁଥାଏ, ଟିକେ ଖୋଜୁଥାଏ

ନଜର ଆଡେଇ ସେ ପଛକୁ ଚାହେଁ

ସେଇ କଣ୍ଢେଇ ମୁହଁ, ସେଇ କଣ୍ଢେଇ ମୁହଁ
ମୋତେ ପାଗଳ କରିଛି ଗୋଟେ ଝିଅ
ହେ, ମୋତେ ପାଗଳ କରିଛି ଗୋଟେ ଝିଅ

ମୋତେ ଦେଖି ଯେବେ ରହିଯାଏ
କଥା କହିବାକୁ ଇଚ୍ଛାହୁଏ
ହେ-ହେ, ମୋତେ ଦେଖି ଯେବେ ରହିଯାଏ
କଥା କହିବାକୁ ଇଚ୍ଛାହୁଏ

କଥା ହେଲେ ଟିକେ ଲାଜ କରେ
କହିବ କି ନାହିଁ ଭାବୁଥାଏ

ଟିକେ କହୁଥାଏ, ଟିକେ ଭାବୁଥାଏ
ଟିକେ ଚାହୁଁଥାଏ, ଟିକେ ହସୁଥାଏ

ଲାଜେଇ ଲାଜେଇ ସେ ହଁ ଟି କହେ

ସେଇ କଣ୍ଢେଇ ମୁହଁ, ସେଇ କଣ୍ଢେଇ ମୁହଁ
ମୋତେ ପାଗଳ କରିଛି ଗୋଟେ ଝିଅ
ହେ, ମୋତେ ପାଗଳ କରିଛି ଗୋଟେ ଝିଅ

ଆଖି ବୁଜିଦେଲେ, ଆଖି ଖୋଲିଦେଲେ
ଆଖି ବୁଜିଦେଲେ, ଆଖି ଖୋଲିଦେଲେ

ଦିଶିଯାଉଛି ମୋତେ ତାରି ମୁହଁ

ସେଇ କଣ୍ଢେଇ ମୁହଁ, ସେଇ କଣ୍ଢେଇ ମୁହଁ
ସେଇ କଣ୍ଢେଇ ମୁହଁ, ସେଇ କଣ୍ଢେଇ ମୁହଁ

⏱️ Synced Lyrics

[00:38.12] ମୋତେ ପାଗଳ କରିଛି ଗୋଟେ ଝିଅ
[00:45.16] ହଁ, ମୋତେ ପାଗଳ କରିଛି ଗୋଟେ ଝିଅ
[00:48.90] ହେ, ମୋତେ ପାଗଳ କରିଛି ଗୋଟେ ଝିଅ
[00:53.29] ଆଖି ବୁଜିଦେଲେ, ଆଖି ଖୋଲିଦେଲେ
[00:57.16] ଆଖି ବୁଜିଦେଲେ, ଆଖି ଖୋଲିଦେଲେ
[01:00.49] ଦିଶିଯାଉଛି ମୋତେ ତାରି ମୁହଁ
[01:05.39] ସେଇ କଣ୍ଢେଇ ମୁହଁ, ସେଇ କଣ୍ଢେଇ ମୁହଁ
[01:09.16] ମୋତେ ପାଗଳ କରିଛି ଗୋଟେ ଝିଅ
[01:12.45] ହେ, ମୋତେ ପାଗଳ କରିଛି ଗୋଟେ ଝିଅ
[01:16.59]
[01:49.45] ଏକା-ଏକା ଯେବେ ଦେଖା ହୁଏ
[01:53.04] ମୁରୁକି-ମୁରୁକି ହସିଦିଏ
[01:58.45] ହେ-ହେ, ଏକା-ଏକା ଯେବେ ଦେଖା ହୁଏ
[02:03.48] ମୁରୁକି-ମୁରୁକି ହସିଦିଏ
[02:07.24] ସାଙ୍ଗେ ଯଦି ଆଉ କେହି ଥାଏ
[02:10.62] ନଚିହ୍ନିଲା ପରି ଚାଲିଯାଏ
[02:14.67] ଟିକେ ଚାଲୁଥାଏ, ଟିକେ ରହୁଥାଏ
[02:18.03] ଟିକେ ଡରୁଥାଏ, ଟିକେ ଖୋଜୁଥାଏ
[02:21.63] ନଜର ଆଡେଇ ସେ ପଛକୁ ଚାହେଁ
[02:26.45] ସେଇ କଣ୍ଢେଇ ମୁହଁ, ସେଇ କଣ୍ଢେଇ ମୁହଁ
[02:30.26] ମୋତେ ପାଗଳ କରିଛି ଗୋଟେ ଝିଅ
[02:33.67] ହେ, ମୋତେ ପାଗଳ କରିଛି ଗୋଟେ ଝିଅ
[02:37.01]
[03:10.49] ମୋତେ ଦେଖି ଯେବେ ରହିଯାଏ
[03:14.09] କଥା କହିବାକୁ ଇଚ୍ଛାହୁଏ
[03:19.62] ହେ-ହେ, ମୋତେ ଦେଖି ଯେବେ ରହିଯାଏ
[03:24.83] କଥା କହିବାକୁ ଇଚ୍ଛାହୁଏ
[03:28.38] କଥା ହେଲେ ଟିକେ ଲାଜ କରେ
[03:31.98] କହିବ କି ନାହିଁ ଭାବୁଥାଏ
[03:35.71] ଟିକେ କହୁଥାଏ, ଟିକେ ଭାବୁଥାଏ
[03:39.10] ଟିକେ ଚାହୁଁଥାଏ, ଟିକେ ହସୁଥାଏ
[03:42.97] ଲାଜେଇ ଲାଜେଇ ସେ ହଁ ଟି କହେ
[03:47.43] ସେଇ କଣ୍ଢେଇ ମୁହଁ, ସେଇ କଣ୍ଢେଇ ମୁହଁ
[03:51.37] ମୋତେ ପାଗଳ କରିଛି ଗୋଟେ ଝିଅ
[03:54.72] ହେ, ମୋତେ ପାଗଳ କରିଛି ଗୋଟେ ଝିଅ
[03:59.05] ଆଖି ବୁଜିଦେଲେ, ଆଖି ଖୋଲିଦେଲେ
[04:02.45] ଆଖି ବୁଜିଦେଲେ, ଆଖି ଖୋଲିଦେଲେ
[04:06.39] ଦିଶିଯାଉଛି ମୋତେ ତାରି ମୁହଁ
[04:10.98] ସେଇ କଣ୍ଢେଇ ମୁହଁ, ସେଇ କଣ୍ଢେଇ ମୁହଁ
[04:14.77] ସେଇ କଣ୍ଢେଇ ମୁହଁ, ସେଇ କଣ୍ଢେଇ ମୁହଁ
[04:19.08]

⭐ Rate These Lyrics

Average: 0.0/5 • 0 ratings