Kahana E Phula Kahana
🎵 2119 characters
⏱️ 3:45 duration
🆔 ID: 13811869
📜 Lyrics
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
ଆସିବ କେବେ କହନା? ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ଲୋ ମିତ ସତ କହୁଚି କରୁନାହିଁ ବାହାନା
ମୋ ମନ ଖୁସି କାହିଁକି ମୁଁ ତ ନିଜେ ଜାଣେନା
ମୋ ସାଥେ ମିଛଟାରେ ଆଉ ଲାଗନା
ମନ ଛନଛନ, ମୁହେଁ ଲାଜ କାହାକୁ କହିପାରେନା, ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
ଆସିବ କେବେ କହନା? ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ତା' ଛବି ମୋ ଆଖିରେ ନାଚି-ନାଚି ଯାଉଛି
ମୁଁ ଖାଲି ତା' ଆସିବା ବାଟ ଚାହିଁ ବସିଛି
ଲୋ ମିତ ତାରା ଗଣି ରାତି ପାହୁଛି
ପର ଲଗାଇ ମନ ମୋର ଆଜି ତ ବୋଲ ମାନେନା, ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
ଆସିବ କେବେ କହନା? ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
କହିଦେ, ନକରି ବାହାନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
ଆସିବ କେବେ କହନା? ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ଲୋ ମିତ ସତ କହୁଚି କରୁନାହିଁ ବାହାନା
ମୋ ମନ ଖୁସି କାହିଁକି ମୁଁ ତ ନିଜେ ଜାଣେନା
ମୋ ସାଥେ ମିଛଟାରେ ଆଉ ଲାଗନା
ମନ ଛନଛନ, ମୁହେଁ ଲାଜ କାହାକୁ କହିପାରେନା, ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
ଆସିବ କେବେ କହନା? ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ତା' ଛବି ମୋ ଆଖିରେ ନାଚି-ନାଚି ଯାଉଛି
ମୁଁ ଖାଲି ତା' ଆସିବା ବାଟ ଚାହିଁ ବସିଛି
ଲୋ ମିତ ତାରା ଗଣି ରାତି ପାହୁଛି
ପର ଲଗାଇ ମନ ମୋର ଆଜି ତ ବୋଲ ମାନେନା, ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
ଆସିବ କେବେ କହନା? ନା, ନା, ନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
କହନା, ଏ ଫୁଲ କହନା?
କହିଦେ, ନକରି ବାହାନା
⏱️ Synced Lyrics
[00:08.98] କହନା, ଏ ଫୁଲ କହନା?
[00:13.18] କହିଦେ, ନକରି ବାହାନା
[00:17.40] କହନା, ଏ ଫୁଲ କହନା?
[00:21.73] କହିଦେ, ନକରି ବାହାନା
[00:26.37] ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
[00:30.86] ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
[00:35.46] ଆସିବ କେବେ କହନା? ନା, ନା, ନା
[00:39.71] କହନା, ଏ ଫୁଲ କହନା?
[00:43.84] କହିଦେ, ନକରି ବାହାନା
[01:14.52] ଲୋ ମିତ ସତ କହୁଚି କରୁନାହିଁ ବାହାନା
[01:22.17] ମୋ ମନ ଖୁସି କାହିଁକି ମୁଁ ତ ନିଜେ ଜାଣେନା
[01:28.51] ମୋ ସାଥେ ମିଛଟାରେ ଆଉ ଲାଗନା
[01:33.25] ମନ ଛନଛନ, ମୁହେଁ ଲାଜ କାହାକୁ କହିପାରେନା, ନା, ନା, ନା
[01:38.98] କହନା, ଏ ଫୁଲ କହନା?
[01:43.63] କହିଦେ, ନକରି ବାହାନା
[01:48.59] ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
[01:53.35] ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
[01:57.46] ଆସିବ କେବେ କହନା? ନା, ନା, ନା
[02:01.51] କହନା, ଏ ଫୁଲ କହନା?
[02:05.98] କହିଦେ, ନକରି ବାହାନା
[02:37.38] ତା' ଛବି ମୋ ଆଖିରେ ନାଚି-ନାଚି ଯାଉଛି
[02:43.89] ମୁଁ ଖାଲି ତା' ଆସିବା ବାଟ ଚାହିଁ ବସିଛି
[02:50.31] ଲୋ ମିତ ତାରା ଗଣି ରାତି ପାହୁଛି
[02:55.00] ପର ଲଗାଇ ମନ ମୋର ଆଜି ତ ବୋଲ ମାନେନା, ନା, ନା, ନା
[03:01.62] କହନା, ଏ ଫୁଲ କହନା?
[03:06.09] କହିଦେ, ନକରି ବାହାନା
[03:10.76] ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
[03:15.32] ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
[03:19.73] ଆସିବ କେବେ କହନା? ନା, ନା, ନା
[03:23.45] କହନା, ଏ ଫୁଲ କହନା?
[03:28.40] କହିଦେ, ନକରି ବାହାନା
[03:32.01] କହନା, ଏ ଫୁଲ କହନା?
[03:36.44] କହିଦେ, ନକରି ବାହାନା
[03:43.70]
[00:13.18] କହିଦେ, ନକରି ବାହାନା
[00:17.40] କହନା, ଏ ଫୁଲ କହନା?
[00:21.73] କହିଦେ, ନକରି ବାହାନା
[00:26.37] ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
[00:30.86] ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
[00:35.46] ଆସିବ କେବେ କହନା? ନା, ନା, ନା
[00:39.71] କହନା, ଏ ଫୁଲ କହନା?
[00:43.84] କହିଦେ, ନକରି ବାହାନା
[01:14.52] ଲୋ ମିତ ସତ କହୁଚି କରୁନାହିଁ ବାହାନା
[01:22.17] ମୋ ମନ ଖୁସି କାହିଁକି ମୁଁ ତ ନିଜେ ଜାଣେନା
[01:28.51] ମୋ ସାଥେ ମିଛଟାରେ ଆଉ ଲାଗନା
[01:33.25] ମନ ଛନଛନ, ମୁହେଁ ଲାଜ କାହାକୁ କହିପାରେନା, ନା, ନା, ନା
[01:38.98] କହନା, ଏ ଫୁଲ କହନା?
[01:43.63] କହିଦେ, ନକରି ବାହାନା
[01:48.59] ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
[01:53.35] ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
[01:57.46] ଆସିବ କେବେ କହନା? ନା, ନା, ନା
[02:01.51] କହନା, ଏ ଫୁଲ କହନା?
[02:05.98] କହିଦେ, ନକରି ବାହାନା
[02:37.38] ତା' ଛବି ମୋ ଆଖିରେ ନାଚି-ନାଚି ଯାଉଛି
[02:43.89] ମୁଁ ଖାଲି ତା' ଆସିବା ବାଟ ଚାହିଁ ବସିଛି
[02:50.31] ଲୋ ମିତ ତାରା ଗଣି ରାତି ପାହୁଛି
[02:55.00] ପର ଲଗାଇ ମନ ମୋର ଆଜି ତ ବୋଲ ମାନେନା, ନା, ନା, ନା
[03:01.62] କହନା, ଏ ଫୁଲ କହନା?
[03:06.09] କହିଦେ, ନକରି ବାହାନା
[03:10.76] ତୋ ମନ ନୀଳକଇଁ, ଯାହାର ବାଟ ଚାହିଁ
[03:15.32] ରାତିକୁ ଦିଏ ପାହି, ଆଖିକୁ ନିଦ ନାହିଁ
[03:19.73] ଆସିବ କେବେ କହନା? ନା, ନା, ନା
[03:23.45] କହନା, ଏ ଫୁଲ କହନା?
[03:28.40] କହିଦେ, ନକରି ବାହାନା
[03:32.01] କହନା, ଏ ଫୁଲ କହନା?
[03:36.44] କହିଦେ, ନକରି ବାହାନା
[03:43.70]