Home 🎬 Bollywood 🎵 Pakistani 🎤 English Pop

Mu Paradesi Chadhei - Male Vocals

👤 Munna Aziz 🎼 Manini (Original Motion Picture Soundtrack) ⏱️ 4:13
🎵 1859 characters
⏱️ 4:13 duration
🆔 ID: 13812249

📜 Lyrics

ମୁଁ ପରଦେଶୀ ଚଢ଼େଇ, ଚଢ଼େଇ, ଚଢ଼େଇ, ଚଢ଼େଇ

ମୁଁ ପରଦେଶୀ ଚଢ଼େଇ ଗାଇବାର ସ୍ବପ୍ନ ନେଇ
ଗାଇଯାଏ କାହା ପାଇଁ?
ଜାଣେନା, ଜାଣେନା, ଜାଣେନା
ମୁଁ ପରଦେଶୀ ଚଢ଼େଇ ଗାଇବାର ସ୍ବପ୍ନ ନେଇ
ଗାଇଯାଏ କାହା ପାଇଁ?
ଜାଣେନା, ଜାଣେନା, ଜାଣେନା

ମୁଁ ପରଦେଶୀ ଚଢ଼େଇ

ଗୀତ ନୁହେଁ ମୋର ଜୁଇ, ଜାଇ, ହେନା
ଗୀତ ନୁହେଁ ମୋର ଜୁଇ, ଜାଇ, ହେନା
ସେ ଯେ ମୋ ମନ, ମନର ମଇନା

ଆଜି ସେଇ ମଇନାଟି ଝୁରେ ପୁଣି କାହା ପାଇଁ?
ଜାଣେନା, ଜାଣେନା, ଜାଣେନା

ମୁଁ ପରଦେଶୀ ଚଢ଼େଇ

ମନେ ଅଛି ମୋର ଆଶା ଅସୁମାରି
ମନେ ଅଛି ମୋର ଆଶା ଅସୁମାରି
ନୀଳ ଦାରିଆର ନୀଳ ଢ଼େଉ ପରି

ଏତେ ଆଶା ମନେ ଆଜି ସାଇତିଛି କାହା ପାଇଁ?
ଜାଣେନା, ଜାଣେନା, ଜାଣେନା

ମୁଁ ପରଦେଶୀ ଚଢ଼େଇ ଗାଇବାର ସ୍ବପ୍ନ ନେଇ
ଗାଇଯାଏ କାହା ପାଇଁ?
ଜାଣେନା, ଜାଣେନା, ଜାଣେନା
ମୁଁ ପରଦେଶୀ ଚଢ଼େଇ ଗାଇବାର ସ୍ବପ୍ନ ନେଇ
ଗାଇଯାଏ କାହା ପାଇଁ?
ଜାଣେନା, ଜାଣେନା, ଜାଣେନା

ଜାଣେନା, ଜାଣେନା, ଜାଣେନା
ଜାଣେନା, ଜାଣେନା, ଜାଣେନା
ଜାଣେନା, ଜାଣେନା, ଜାଣେନା, ଜାଣେନା

⭐ Rate These Lyrics

Average: 0.0/5 • 0 ratings