Chithi Mora Tiki Chadhei
🎵 2345 characters
⏱️ 4:28 duration
🆔 ID: 13812740
📜 Lyrics
ଚିଠି ମୋର ଟିକି ଚଢେଇ...
ଚିଠି ମୋର ଟିକି ଚଢେଇ...
ଫୁର୍ କିନା ଦେଲି ଉଡେଇ...
ସେଇ ଚଢେଇ...
ଲା ଲା ଲା ଲା ଲା
କହିବ ଯାଇ...
ଲା ଲା ଲା ଲା ଲା
ସେଇ ଚଢେଇ କହିବ ଯାଇ ଲେଖିଛି ଯିଏ ଏଇ ଚିଠି ସେ,
ସେ ତୋରି ପାଇଁ ତୋ ପାଇଁ,ତୋରି ପାଇଁ ତୋ ପାଇଁ
ଚିଠି ମୋର ଟିକି ଚଢେଇ...
ଚିଠି ମୋର ଟିକି ଚଢେଇ...
ସାଗର ସାଗର ସାଗର ବୁକୁରେ,
ଲହରୀ ରେ ଢେଉ ଢେଉକା...
ସାଗର ସାଗର ସାଗର ବୁକୁରେ,
ଲହରୀ ରେ ଢେଉ ଢେଉକା...
ଲହରୀ ଲହରୀ ଲହରୀ ବୁକୁରେ,
ପାଇଛି ମୁଁ ମୋ ଶାମୁକା
ଶାମୁକା ମୋର ଅତି ନିଜର ଜାଣେନା
ସେ ତ କାହାରି ପାଇଁ,
ସେ ତୋରି ପାଇଁ ତୋ ପାଇଁ,
ସେ ତୋରି ପାଇଁ ତୋ ପାଇଁ,
ଚିଠି ମୋର ଟିକି ଚଢେଇ...
ଚିଠି ମୋର ଟିକି ଚଢେଇ...
ଶାମୁକା ଶାମୁକା ଶାମୁକା ଓଠୋରେ,
ଶିଶିର ହୋଇଛି ସାଇତା...
ଶାମୁକା ଶାମୁକା ଶାମୁକା ଓଠୋରେ,
ଶିଶିର ହୋଇଛି ସାଇତା
ଜାଣେନା ଜାଣେନା ଜାଣେନା କେବେ ସେ,
ଶିଶିର ହେବ ଯେ ମୁକୁତା
ମୋ ମନର ସେଇ ଶିଶିର,
ମୁକୁତା ହେଲେ କାହାର ପାଇଁ,
ସେ ଆମ ପାଇଁ ଆ... ମ ପାଇଁ
ସେ ଆମ ପାଇଁ ଆ... ମ ପାଇଁ
ଚିଠି ମୋର ଟିକି ଚଢେଇ...
ହାଁ...
ଚିଠି ମୋର ଟିକି ଚଢେଇ...
ଲା...
ଫୁର୍ କିନା ଦେଲି ଉଡେଇ,
ସେଇ ଚଢେଇ...
ଲା ଲା ଲା ଲା ଲା
କହିବ ଯାଇ...
ଲା ଲା ଲା ଲା ଲା
ସେଇ ଚଢେଇ କହିବ ଯାଇ ଲେଖିଛି ଯିଏ ଏଇ ଚିଠି ସେ,
ସେ ତୋରି ପାଇଁ ତୋ ପାଇଁ,ତୋରି ପାଇଁ ତୋ ପାଇଁ
ଚିଠି ମୋର ଟିକି ଚଢେଇ...
ଫୁର୍ କିନା ଦେଲି ଉଡେଇ...
ସେଇ ଚଢେଇ...
ଲା ଲା ଲା ଲା ଲା
କହିବ ଯାଇ...
ଲା ଲା ଲା ଲା ଲା
ସେଇ ଚଢେଇ କହିବ ଯାଇ ଲେଖିଛି ଯିଏ ଏଇ ଚିଠି ସେ,
ସେ ତୋରି ପାଇଁ ତୋ ପାଇଁ,ତୋରି ପାଇଁ ତୋ ପାଇଁ
ଚିଠି ମୋର ଟିକି ଚଢେଇ...
ଚିଠି ମୋର ଟିକି ଚଢେଇ...
ସାଗର ସାଗର ସାଗର ବୁକୁରେ,
ଲହରୀ ରେ ଢେଉ ଢେଉକା...
ସାଗର ସାଗର ସାଗର ବୁକୁରେ,
ଲହରୀ ରେ ଢେଉ ଢେଉକା...
ଲହରୀ ଲହରୀ ଲହରୀ ବୁକୁରେ,
ପାଇଛି ମୁଁ ମୋ ଶାମୁକା
ଶାମୁକା ମୋର ଅତି ନିଜର ଜାଣେନା
ସେ ତ କାହାରି ପାଇଁ,
ସେ ତୋରି ପାଇଁ ତୋ ପାଇଁ,
ସେ ତୋରି ପାଇଁ ତୋ ପାଇଁ,
ଚିଠି ମୋର ଟିକି ଚଢେଇ...
ଚିଠି ମୋର ଟିକି ଚଢେଇ...
ଶାମୁକା ଶାମୁକା ଶାମୁକା ଓଠୋରେ,
ଶିଶିର ହୋଇଛି ସାଇତା...
ଶାମୁକା ଶାମୁକା ଶାମୁକା ଓଠୋରେ,
ଶିଶିର ହୋଇଛି ସାଇତା
ଜାଣେନା ଜାଣେନା ଜାଣେନା କେବେ ସେ,
ଶିଶିର ହେବ ଯେ ମୁକୁତା
ମୋ ମନର ସେଇ ଶିଶିର,
ମୁକୁତା ହେଲେ କାହାର ପାଇଁ,
ସେ ଆମ ପାଇଁ ଆ... ମ ପାଇଁ
ସେ ଆମ ପାଇଁ ଆ... ମ ପାଇଁ
ଚିଠି ମୋର ଟିକି ଚଢେଇ...
ହାଁ...
ଚିଠି ମୋର ଟିକି ଚଢେଇ...
ଲା...
ଫୁର୍ କିନା ଦେଲି ଉଡେଇ,
ସେଇ ଚଢେଇ...
ଲା ଲା ଲା ଲା ଲା
କହିବ ଯାଇ...
ଲା ଲା ଲା ଲା ଲା
ସେଇ ଚଢେଇ କହିବ ଯାଇ ଲେଖିଛି ଯିଏ ଏଇ ଚିଠି ସେ,
ସେ ତୋରି ପାଇଁ ତୋ ପାଇଁ,ତୋରି ପାଇଁ ତୋ ପାଇଁ
⏱️ Synced Lyrics
[00:20.67] ଚିଠି ମୋର ଟିକି ଚଢେଇ...
[00:26.21] ଚିଠି ମୋର ଟିକି ଚଢେଇ...
[00:31.06] ଫୁର୍ କିନା ଦେଲି ଉଡେଇ...
[00:36.38] ସେଇ ଚଢେଇ...
[00:37.77] ଲା ଲା ଲା ଲା ଲା
[00:39.05] କହିବ ଯାଇ...
[00:40.33] ଲା ଲା ଲା ଲା ଲା
[00:41.75] ସେଇ ଚଢେଇ କହିବ ଯାଇ ଲେଖିଛି ଯିଏ ଏଇ ଚିଠି ସେ,
[00:47.01] ସେ ତୋରି ପାଇଁ ତୋ ପାଇଁ,ତୋରି ପାଇଁ ତୋ ପାଇଁ
[01:00.18] ଚିଠି ମୋର ଟିକି ଚଢେଇ...
[01:05.45] ଚିଠି ମୋର ଟିକି ଚଢେଇ...
[01:26.59] ସାଗର ସାଗର ସାଗର ବୁକୁରେ,
[01:31.33] ଲହରୀ ରେ ଢେଉ ଢେଉକା...
[01:36.69] ସାଗର ସାଗର ସାଗର ବୁକୁରେ,
[01:42.02] ଲହରୀ ରେ ଢେଉ ଢେଉକା...
[01:47.07] ଲହରୀ ଲହରୀ ଲହରୀ ବୁକୁରେ,
[01:52.66] ପାଇଛି ମୁଁ ମୋ ଶାମୁକା
[01:57.76] ଶାମୁକା ମୋର ଅତି ନିଜର ଜାଣେନା
[02:01.42] ସେ ତ କାହାରି ପାଇଁ,
[02:05.25] ସେ ତୋରି ପାଇଁ ତୋ ପାଇଁ,
[02:10.83] ସେ ତୋରି ପାଇଁ ତୋ ପାଇଁ,
[02:16.43] ଚିଠି ମୋର ଟିକି ଚଢେଇ...
[02:21.25] ଚିଠି ମୋର ଟିକି ଚଢେଇ...
[02:42.51] ଶାମୁକା ଶାମୁକା ଶାମୁକା ଓଠୋରେ,
[02:47.31] ଶିଶିର ହୋଇଛି ସାଇତା...
[02:52.72] ଶାମୁକା ଶାମୁକା ଶାମୁକା ଓଠୋରେ,
[02:58.02] ଶିଶିର ହୋଇଛି ସାଇତା
[03:03.13] ଜାଣେନା ଜାଣେନା ଜାଣେନା କେବେ ସେ,
[03:08.80] ଶିଶିର ହେବ ଯେ ମୁକୁତା
[03:13.79] ମୋ ମନର ସେଇ ଶିଶିର,
[03:16.47] ମୁକୁତା ହେଲେ କାହାର ପାଇଁ,
[03:20.96] ସେ ଆମ ପାଇଁ ଆ... ମ ପାଇଁ
[03:25.71] ସେ ଆମ ପାଇଁ ଆ... ମ ପାଇଁ
[03:32.14] ଚିଠି ମୋର ଟିକି ଚଢେଇ...
[03:37.25] ହାଁ...
[03:38.36] ଚିଠି ମୋର ଟିକି ଚଢେଇ...
[03:41.59] ଲା...
[03:42.89] ଫୁର୍ କିନା ଦେଲି ଉଡେଇ,
[03:47.91] ସେଇ ଚଢେଇ...
[03:49.29] ଲା ଲା ଲା ଲା ଲା
[03:50.67] କହିବ ଯାଇ...
[03:51.94] ଲା ଲା ଲା ଲା ଲା
[03:53.29] ସେଇ ଚଢେଇ କହିବ ଯାଇ ଲେଖିଛି ଯିଏ ଏଇ ଚିଠି ସେ,
[03:58.90] ସେ ତୋରି ପାଇଁ ତୋ ପାଇଁ,ତୋରି ପାଇଁ ତୋ ପାଇଁ
[04:27.24]
[00:26.21] ଚିଠି ମୋର ଟିକି ଚଢେଇ...
[00:31.06] ଫୁର୍ କିନା ଦେଲି ଉଡେଇ...
[00:36.38] ସେଇ ଚଢେଇ...
[00:37.77] ଲା ଲା ଲା ଲା ଲା
[00:39.05] କହିବ ଯାଇ...
[00:40.33] ଲା ଲା ଲା ଲା ଲା
[00:41.75] ସେଇ ଚଢେଇ କହିବ ଯାଇ ଲେଖିଛି ଯିଏ ଏଇ ଚିଠି ସେ,
[00:47.01] ସେ ତୋରି ପାଇଁ ତୋ ପାଇଁ,ତୋରି ପାଇଁ ତୋ ପାଇଁ
[01:00.18] ଚିଠି ମୋର ଟିକି ଚଢେଇ...
[01:05.45] ଚିଠି ମୋର ଟିକି ଚଢେଇ...
[01:26.59] ସାଗର ସାଗର ସାଗର ବୁକୁରେ,
[01:31.33] ଲହରୀ ରେ ଢେଉ ଢେଉକା...
[01:36.69] ସାଗର ସାଗର ସାଗର ବୁକୁରେ,
[01:42.02] ଲହରୀ ରେ ଢେଉ ଢେଉକା...
[01:47.07] ଲହରୀ ଲହରୀ ଲହରୀ ବୁକୁରେ,
[01:52.66] ପାଇଛି ମୁଁ ମୋ ଶାମୁକା
[01:57.76] ଶାମୁକା ମୋର ଅତି ନିଜର ଜାଣେନା
[02:01.42] ସେ ତ କାହାରି ପାଇଁ,
[02:05.25] ସେ ତୋରି ପାଇଁ ତୋ ପାଇଁ,
[02:10.83] ସେ ତୋରି ପାଇଁ ତୋ ପାଇଁ,
[02:16.43] ଚିଠି ମୋର ଟିକି ଚଢେଇ...
[02:21.25] ଚିଠି ମୋର ଟିକି ଚଢେଇ...
[02:42.51] ଶାମୁକା ଶାମୁକା ଶାମୁକା ଓଠୋରେ,
[02:47.31] ଶିଶିର ହୋଇଛି ସାଇତା...
[02:52.72] ଶାମୁକା ଶାମୁକା ଶାମୁକା ଓଠୋରେ,
[02:58.02] ଶିଶିର ହୋଇଛି ସାଇତା
[03:03.13] ଜାଣେନା ଜାଣେନା ଜାଣେନା କେବେ ସେ,
[03:08.80] ଶିଶିର ହେବ ଯେ ମୁକୁତା
[03:13.79] ମୋ ମନର ସେଇ ଶିଶିର,
[03:16.47] ମୁକୁତା ହେଲେ କାହାର ପାଇଁ,
[03:20.96] ସେ ଆମ ପାଇଁ ଆ... ମ ପାଇଁ
[03:25.71] ସେ ଆମ ପାଇଁ ଆ... ମ ପାଇଁ
[03:32.14] ଚିଠି ମୋର ଟିକି ଚଢେଇ...
[03:37.25] ହାଁ...
[03:38.36] ଚିଠି ମୋର ଟିକି ଚଢେଇ...
[03:41.59] ଲା...
[03:42.89] ଫୁର୍ କିନା ଦେଲି ଉଡେଇ,
[03:47.91] ସେଇ ଚଢେଇ...
[03:49.29] ଲା ଲା ଲା ଲା ଲା
[03:50.67] କହିବ ଯାଇ...
[03:51.94] ଲା ଲା ଲା ଲା ଲା
[03:53.29] ସେଇ ଚଢେଇ କହିବ ଯାଇ ଲେଖିଛି ଯିଏ ଏଇ ଚିଠି ସେ,
[03:58.90] ସେ ତୋରି ପାଇଁ ତୋ ପାଇଁ,ତୋରି ପାଇଁ ତୋ ପାଇଁ
[04:27.24]