Sagara Re Sagara
🎵 2272 characters
⏱️ 5:13 duration
🆔 ID: 13853837
📜 Lyrics
ସାଗର ରେ ସାଗର
ସାଗର ରେ ସାଗର
ସାଗର ରେ ସାଗର
ସାଗର ରେ ସାଗର
ତୋ କୋଳରେ ଭାସୁଥିଲେ ତିନି ଦାରୁ
ରଖିଛୁ କି ଖବର? ରଖିଛୁ କି ଖବର?
ଆଜି ସିଏ ଜଗତର ଠାକୁର
ରଖିଛୁ କି ଖବର? ରଖିଛୁ କି ଖବର?
ରଖିଛୁ କି ଖବର? ରଖିଛୁ କି ଖବର?
ହାତ ନାହିଁ, ଗୋଡ଼ ନାହିଁ, ଅଧା ଗଢା ହୋଇଛି
କିଏ ସେ ବାରିଶିବାଲା? ବାରିଶିରେ ଗଢିଛି
ରଙ୍ଗ ନାହିଁ, ତୂଳୀ ନାହିଁ, ରଙ୍ଗ ଦିଆ ହୋଇଛି
କିଏ ସେହି ରଙ୍ଗବାଲା ରଙ୍ଗ ତାକୁ ଦେଇଛି?
ଜାଣିଛୁ କି ତୁହି, ହେବେ ବୋଲି ଦିନେ ବଡ଼-ଠାକୁର?
ରଖିଛୁ କି ଖବର? ରଖିଛୁ କି ଖବର?
ରଖିଛୁ କି ଖବର? ରଖିଛୁ କି ଖବର?
ବିଦେହି ସେ ଦେହ ନେଇ ଦେଉଳରେ ବସିଛି
ପରଂବ୍ରହ୍ମ ବେଦମୁଖ ଭକତକୁ ଡାକୁଛି
ଯୋଗଜନ୍ମା ଯୋଗୀ ମାନେ ଯେଉଁ ପାଦ ଭଜନ୍ତି
ମର୍ତ୍ୟ ବଇକୁଣ୍ଠେ ଲଷ୍ମୀ ସେ ପାଦରେ ଖଟନ୍ତି
ତା'ର ଚକାଆଖି କଲେ ସାକ୍ଷୀ ଝରେ ଆଶିଷ-ଝର
ରଖିଛୁ କି ଖବର? ରଖିଛୁ କି ଖବର?
ରଖିଛୁ କି ଖବର? ରଖିଛୁ କି ଖବର?
ସାଗର ରେ ସାଗର
ସାଗର ରେ ସାଗର
ସାଗର ରେ, ସାଗର ରେ
ସାଗର ରେ ସାଗର
ତୋ କୋଳରେ ଭାସୁଥିଲେ ତିନି ଦାରୁ
ରଖିଛୁ କି ଖବର? ରଖିଛୁ କି ଖବର?
ଆଜି ସିଏ ଜଗତର ଠାକୁର
ରଖିଛୁ କି ଖବର? ରଖିଛୁ କି ଖବର?
ରଖିଛୁ କି ଖବର? ରଖିଛୁ କି ଖବର?
ରଖିଛୁ କି ଖବର? ରଖିଛୁ କି ଖବର?
ରଖିଛୁ କି ଖବର? ରଖିଛୁ କି ଖବର?
ସାଗର ରେ ସାଗର
ସାଗର ରେ ସାଗର
ସାଗର ରେ ସାଗର
ତୋ କୋଳରେ ଭାସୁଥିଲେ ତିନି ଦାରୁ
ରଖିଛୁ କି ଖବର? ରଖିଛୁ କି ଖବର?
ଆଜି ସିଏ ଜଗତର ଠାକୁର
ରଖିଛୁ କି ଖବର? ରଖିଛୁ କି ଖବର?
ରଖିଛୁ କି ଖବର? ରଖିଛୁ କି ଖବର?
ହାତ ନାହିଁ, ଗୋଡ଼ ନାହିଁ, ଅଧା ଗଢା ହୋଇଛି
କିଏ ସେ ବାରିଶିବାଲା? ବାରିଶିରେ ଗଢିଛି
ରଙ୍ଗ ନାହିଁ, ତୂଳୀ ନାହିଁ, ରଙ୍ଗ ଦିଆ ହୋଇଛି
କିଏ ସେହି ରଙ୍ଗବାଲା ରଙ୍ଗ ତାକୁ ଦେଇଛି?
ଜାଣିଛୁ କି ତୁହି, ହେବେ ବୋଲି ଦିନେ ବଡ଼-ଠାକୁର?
ରଖିଛୁ କି ଖବର? ରଖିଛୁ କି ଖବର?
ରଖିଛୁ କି ଖବର? ରଖିଛୁ କି ଖବର?
ବିଦେହି ସେ ଦେହ ନେଇ ଦେଉଳରେ ବସିଛି
ପରଂବ୍ରହ୍ମ ବେଦମୁଖ ଭକତକୁ ଡାକୁଛି
ଯୋଗଜନ୍ମା ଯୋଗୀ ମାନେ ଯେଉଁ ପାଦ ଭଜନ୍ତି
ମର୍ତ୍ୟ ବଇକୁଣ୍ଠେ ଲଷ୍ମୀ ସେ ପାଦରେ ଖଟନ୍ତି
ତା'ର ଚକାଆଖି କଲେ ସାକ୍ଷୀ ଝରେ ଆଶିଷ-ଝର
ରଖିଛୁ କି ଖବର? ରଖିଛୁ କି ଖବର?
ରଖିଛୁ କି ଖବର? ରଖିଛୁ କି ଖବର?
ସାଗର ରେ ସାଗର
ସାଗର ରେ ସାଗର
ସାଗର ରେ, ସାଗର ରେ
ସାଗର ରେ ସାଗର
ତୋ କୋଳରେ ଭାସୁଥିଲେ ତିନି ଦାରୁ
ରଖିଛୁ କି ଖବର? ରଖିଛୁ କି ଖବର?
ଆଜି ସିଏ ଜଗତର ଠାକୁର
ରଖିଛୁ କି ଖବର? ରଖିଛୁ କି ଖବର?
ରଖିଛୁ କି ଖବର? ରଖିଛୁ କି ଖବର?
ରଖିଛୁ କି ଖବର? ରଖିଛୁ କି ଖବର?
ରଖିଛୁ କି ଖବର? ରଖିଛୁ କି ଖବର?
⏱️ Synced Lyrics
[00:31.27] ସାଗର ରେ ସାଗର
[00:34.47] ସାଗର ରେ ସାଗର
[00:37.33] ସାଗର ରେ ସାଗର
[00:40.41] ସାଗର ରେ ସାଗର
[00:43.03] ତୋ କୋଳରେ ଭାସୁଥିଲେ ତିନି ଦାରୁ
[00:48.00] ରଖିଛୁ କି ଖବର? ରଖିଛୁ କି ଖବର?
[00:54.22] ଆଜି ସିଏ ଜଗତର ଠାକୁର
[01:00.33] ରଖିଛୁ କି ଖବର? ରଖିଛୁ କି ଖବର?
[01:06.44] ରଖିଛୁ କି ଖବର? ରଖିଛୁ କି ଖବର?
[01:12.13]
[01:53.64] ହାତ ନାହିଁ, ଗୋଡ଼ ନାହିଁ, ଅଧା ଗଢା ହୋଇଛି
[01:59.71] କିଏ ସେ ବାରିଶିବାଲା? ବାରିଶିରେ ଗଢିଛି
[02:05.37]
[02:11.86] ରଙ୍ଗ ନାହିଁ, ତୂଳୀ ନାହିଁ, ରଙ୍ଗ ଦିଆ ହୋଇଛି
[02:17.98] କିଏ ସେହି ରଙ୍ଗବାଲା ରଙ୍ଗ ତାକୁ ଦେଇଛି?
[02:24.06] ଜାଣିଛୁ କି ତୁହି, ହେବେ ବୋଲି ଦିନେ ବଡ଼-ଠାକୁର?
[02:31.59] ରଖିଛୁ କି ଖବର? ରଖିଛୁ କି ଖବର?
[02:37.67] ରଖିଛୁ କି ଖବର? ରଖିଛୁ କି ଖବର?
[02:43.01]
[03:24.35] ବିଦେହି ସେ ଦେହ ନେଇ ଦେଉଳରେ ବସିଛି
[03:30.48] ପରଂବ୍ରହ୍ମ ବେଦମୁଖ ଭକତକୁ ଡାକୁଛି
[03:35.64]
[03:42.44] ଯୋଗଜନ୍ମା ଯୋଗୀ ମାନେ ଯେଉଁ ପାଦ ଭଜନ୍ତି
[03:48.32] ମର୍ତ୍ୟ ବଇକୁଣ୍ଠେ ଲଷ୍ମୀ ସେ ପାଦରେ ଖଟନ୍ତି
[03:54.42] ତା'ର ଚକାଆଖି କଲେ ସାକ୍ଷୀ ଝରେ ଆଶିଷ-ଝର
[04:01.98] ରଖିଛୁ କି ଖବର? ରଖିଛୁ କି ଖବର?
[04:07.87] ରଖିଛୁ କି ଖବର? ରଖିଛୁ କି ଖବର?
[04:13.84] ସାଗର ରେ ସାଗର
[04:16.86] ସାଗର ରେ ସାଗର
[04:19.85] ସାଗର ରେ, ସାଗର ରେ
[04:22.85] ସାଗର ରେ ସାଗର
[04:25.40] ତୋ କୋଳରେ ଭାସୁଥିଲେ ତିନି ଦାରୁ
[04:30.47] ରଖିଛୁ କି ଖବର? ରଖିଛୁ କି ଖବର?
[04:36.31] ଆଜି ସିଏ ଜଗତର ଠାକୁର
[04:42.47] ରଖିଛୁ କି ଖବର? ରଖିଛୁ କି ଖବର?
[04:48.53] ରଖିଛୁ କି ଖବର? ରଖିଛୁ କି ଖବର?
[04:54.48] ରଖିଛୁ କି ଖବର? ରଖିଛୁ କି ଖବର?
[05:00.61] ରଖିଛୁ କି ଖବର? ରଖିଛୁ କି ଖବର?
[05:06.44]
[00:34.47] ସାଗର ରେ ସାଗର
[00:37.33] ସାଗର ରେ ସାଗର
[00:40.41] ସାଗର ରେ ସାଗର
[00:43.03] ତୋ କୋଳରେ ଭାସୁଥିଲେ ତିନି ଦାରୁ
[00:48.00] ରଖିଛୁ କି ଖବର? ରଖିଛୁ କି ଖବର?
[00:54.22] ଆଜି ସିଏ ଜଗତର ଠାକୁର
[01:00.33] ରଖିଛୁ କି ଖବର? ରଖିଛୁ କି ଖବର?
[01:06.44] ରଖିଛୁ କି ଖବର? ରଖିଛୁ କି ଖବର?
[01:12.13]
[01:53.64] ହାତ ନାହିଁ, ଗୋଡ଼ ନାହିଁ, ଅଧା ଗଢା ହୋଇଛି
[01:59.71] କିଏ ସେ ବାରିଶିବାଲା? ବାରିଶିରେ ଗଢିଛି
[02:05.37]
[02:11.86] ରଙ୍ଗ ନାହିଁ, ତୂଳୀ ନାହିଁ, ରଙ୍ଗ ଦିଆ ହୋଇଛି
[02:17.98] କିଏ ସେହି ରଙ୍ଗବାଲା ରଙ୍ଗ ତାକୁ ଦେଇଛି?
[02:24.06] ଜାଣିଛୁ କି ତୁହି, ହେବେ ବୋଲି ଦିନେ ବଡ଼-ଠାକୁର?
[02:31.59] ରଖିଛୁ କି ଖବର? ରଖିଛୁ କି ଖବର?
[02:37.67] ରଖିଛୁ କି ଖବର? ରଖିଛୁ କି ଖବର?
[02:43.01]
[03:24.35] ବିଦେହି ସେ ଦେହ ନେଇ ଦେଉଳରେ ବସିଛି
[03:30.48] ପରଂବ୍ରହ୍ମ ବେଦମୁଖ ଭକତକୁ ଡାକୁଛି
[03:35.64]
[03:42.44] ଯୋଗଜନ୍ମା ଯୋଗୀ ମାନେ ଯେଉଁ ପାଦ ଭଜନ୍ତି
[03:48.32] ମର୍ତ୍ୟ ବଇକୁଣ୍ଠେ ଲଷ୍ମୀ ସେ ପାଦରେ ଖଟନ୍ତି
[03:54.42] ତା'ର ଚକାଆଖି କଲେ ସାକ୍ଷୀ ଝରେ ଆଶିଷ-ଝର
[04:01.98] ରଖିଛୁ କି ଖବର? ରଖିଛୁ କି ଖବର?
[04:07.87] ରଖିଛୁ କି ଖବର? ରଖିଛୁ କି ଖବର?
[04:13.84] ସାଗର ରେ ସାଗର
[04:16.86] ସାଗର ରେ ସାଗର
[04:19.85] ସାଗର ରେ, ସାଗର ରେ
[04:22.85] ସାଗର ରେ ସାଗର
[04:25.40] ତୋ କୋଳରେ ଭାସୁଥିଲେ ତିନି ଦାରୁ
[04:30.47] ରଖିଛୁ କି ଖବର? ରଖିଛୁ କି ଖବର?
[04:36.31] ଆଜି ସିଏ ଜଗତର ଠାକୁର
[04:42.47] ରଖିଛୁ କି ଖବର? ରଖିଛୁ କି ଖବର?
[04:48.53] ରଖିଛୁ କି ଖବର? ରଖିଛୁ କି ଖବର?
[04:54.48] ରଖିଛୁ କି ଖବର? ରଖିଛୁ କି ଖବର?
[05:00.61] ରଖିଛୁ କି ଖବର? ରଖିଛୁ କି ଖବର?
[05:06.44]