Mun Ta Thili Ekutia
🎵 2093 characters
⏱️ 4:13 duration
🆔 ID: 13872497
📜 Lyrics
ମୁଁତ ଥିଲି ଏକୁଟିଆ ବାଆଁରା ପକ୍ଷୀ, ବାଆଁରା ପକ୍ଷୀ
ମୁଁ ତ ଥିଲି ଏକୁଟିଆ ବାଆଁରା ପକ୍ଷୀ, ବାଆଁରା ପକ୍ଷୀ
ତମେ ପଞ୍ଜୁରୀ ଦେଲ, ତମେ ଶିକୁଳୀ ଦେଲ
ତମେ ଅଧାର ଦେଲ ମୋତେ ପାଖକୁ ଡାକି

ତମ ଡାକରେ ଥିଲା ଏତେ ମହୁଲି ନିଶା, ଏତେ ମହୁଲି ନିଶା
ମୁଁ ତ ଉଡ଼ିବା ଛାଡ଼ି ଆସି ମାନିଲି ପୋଷା, ହାଏ ମାନିଲି ପୋଷା
ତମେ କନ୍ଦେଇ ଦେଲ, ତମେ ହସେଇ ଦେଲ
ତମେ ଭସେଇ ଦେଲ ମୋତେ ଭଉଁରୀ ଦେଖି

ଏଇ ଦୁନିଆରେ ଥିଲା ପରା ଏତେ ଠିକଣା, ଏତେ ଠିକଣା
ତମେ ଖୋଜିନେଲ ଖେଳିବାକୁ ଏଇ ଅଗଣା, କିଆଁ ଏଇ ଅଗଣା?
ତମେ ସଜେଇ ଦେଲ, ତମେ ବୁଜେଇ ଦେଲ
ତମେ ଭିଜେଇ ଦେଲ ମୋର ଦୁଇଟି ଆଖି

ବାଆଁରା ପକ୍ଷୀ ହାଏ ବାଆଁରା ପକ୍ଷୀ