Home 🎬 Bollywood 🎵 Pakistani 🎤 English Pop

Tame Jadi Gadhidia Balighara (From Katak Sesaru Arambha)

👤 Humane Sagar,Aseema Panda 🎼 Tame Jadi Gadhidia Balighara (From Katak Sesaru Arambha) ⏱️ 4:58
🎵 2533 characters
⏱️ 4:58 duration
🆔 ID: 13979342

📜 Lyrics

ତମେ ସୀମାହୀନ ଭାବନାର ଶେଷ ବର୍ଣ୍ଣବୋଧ
ଯେତେ ବୁଝିଲେ ବି ରହେ ଅବୁଝା
ତମେ ନିଛାଟିଆ ଭାବନାର ଶେଷ ବର୍ଣ୍ଣବୋଧ
ଯେତେ ବୁଝିଲେ ବି ରହେ ଅବୁଝା

ହୋ, କେତେ ଋତୁ ଆସି ଫେରିଯିବ
କେତେ ଯେ ତାରିଖ ବଦଳିବ
ବୟସର ରଙ୍ଗ ଫିକା ହବ
ସ୍ମୃତିର ଓଜନ ବଢ଼ିଯିବ

ସରିବନି, ମରିବନି ପ୍ରେମ ଗପ ଆମର

ତମେ ଯଦି ଗଢ଼ିଦିଅ ମୋ ପାଇଁ ବାଲିଘର
ସେଇ ଘର ହେବ ମୋର ସୁନାର ନଅର
ହୋ, କଥା ଦିଅ, କଥା ଦିଅ, କରିବନି ପର ମତେ, କରିବନି ପର
କରିବିନି ପର ତତେ, କରିବିନି ପର
ଛୋଟ ଛୋଟ ସ୍ଵପ୍ନର କାଠି, କୁଟା ନେଇ
ଘରଟିଏ ତୋଳିଦବା
ମିଞ୍ଜି-ମିଞ୍ଜି ସଞ୍ଜ ତାରା ଆଣିକି ସାଉଁଟି
ଅଗଣାରେ ସଜେଇବା

ହୋ, ନୂଆ ଇତିହାସ ଲେଖାହବ
ମନର ମୁଲକ ଚମକିବ
ଦିନ ରାତି ସିନା ବିତିଯିବ
କଥା ତ ଏତିକି ରହିଥିବ

କମିବନି, ଥମିବନି ଆମ ପ୍ରେମ ଜୁଆର

ତମେ ଯଦି ଗଢ଼ିଦିଅ ମୋ ପାଇଁ ବାଲିଘର
ସେଇ ଘର ହେବ ମୋର ସୁନାର ନଅର
ବିଶ୍ଵାସର ତୂଳୀ ଧରି ଦୁଇ ମନେ ଆମେ
ଗୋଟେ ଚିତ୍ର ଆଙ୍କିଦବା
ହୋ, ନିଃଶ୍ୱାସରେ ପ୍ରସ୍ୱାସରେ ରହି ରହି ଆମେ
ଏକା ଭଳି ବାସୁଥିବା

ମାଟି ଲାଗୁଥିବ ମୋତି ଝରା
ଖରା ଲାଗୁଥିବ ହୀରା-ହୀରା
ହୋ, ଆକାଶର ସେଇ ଜହ୍ନ, ତାରା
ଆଞ୍ଜୁଳିରେ ଆମ ଦେବେ ଧରା

ଲିଭିବନି, ସରିବନି ଆମ ସ୍ମୃତି ଅକ୍ଷର

ଛୋଟ ଏକ ମନ ଅଛି ଛାତିତଳେ ମୋର
ସେ ମନରେ ତୁମ ପାଇଁ ଗଢିଛି ମୁଁ ଘର

କଥାଦେଲି, କଥାଦେଲି, କରିବିନି ପର କେବେ, କରିବିନି ପର
କରିବିନି ପର କେବେ, କରିବିନି ପର

⏱️ Synced Lyrics

[00:44.62] ତମେ ସୀମାହୀନ ଭାବନାର ଶେଷ ବର୍ଣ୍ଣବୋଧ
[00:49.84] ଯେତେ ବୁଝିଲେ ବି ରହେ ଅବୁଝା
[00:54.13]
[01:06.88] ତମେ ନିଛାଟିଆ ଭାବନାର ଶେଷ ବର୍ଣ୍ଣବୋଧ
[01:11.96] ଯେତେ ବୁଝିଲେ ବି ରହେ ଅବୁଝା
[01:17.34] ହୋ, କେତେ ଋତୁ ଆସି ଫେରିଯିବ
[01:20.94] କେତେ ଯେ ତାରିଖ ବଦଳିବ
[01:23.68] ବୟସର ରଙ୍ଗ ଫିକା ହବ
[01:26.46] ସ୍ମୃତିର ଓଜନ ବଢ଼ିଯିବ
[01:29.16] ସରିବନି, ମରିବନି ପ୍ରେମ ଗପ ଆମର
[01:35.07] ତମେ ଯଦି ଗଢ଼ିଦିଅ ମୋ ପାଇଁ ବାଲିଘର
[01:40.62] ସେଇ ଘର ହେବ ମୋର ସୁନାର ନଅର
[01:47.22] ହୋ, କଥା ଦିଅ, କଥା ଦିଅ, କରିବନି ପର ମତେ, କରିବନି ପର
[01:57.41] କରିବିନି ପର ତତେ, କରିବିନି ପର
[02:02.98]
[02:25.34] ଛୋଟ ଛୋଟ ସ୍ଵପ୍ନର କାଠି, କୁଟା ନେଇ
[02:30.76] ଘରଟିଏ ତୋଳିଦବା
[02:36.43] ମିଞ୍ଜି-ମିଞ୍ଜି ସଞ୍ଜ ତାରା ଆଣିକି ସାଉଁଟି
[02:42.23] ଅଗଣାରେ ସଜେଇବା
[02:46.03] ହୋ, ନୂଆ ଇତିହାସ ଲେଖାହବ
[02:50.11] ମନର ମୁଲକ ଚମକିବ
[02:52.87] ଦିନ ରାତି ସିନା ବିତିଯିବ
[02:55.72] କଥା ତ ଏତିକି ରହିଥିବ
[02:58.63] କମିବନି, ଥମିବନି ଆମ ପ୍ରେମ ଜୁଆର
[03:04.44] ତମେ ଯଦି ଗଢ଼ିଦିଅ ମୋ ପାଇଁ ବାଲିଘର
[03:09.78] ସେଇ ଘର ହେବ ମୋର ସୁନାର ନଅର
[03:16.19]
[03:43.45] ବିଶ୍ଵାସର ତୂଳୀ ଧରି ଦୁଇ ମନେ ଆମେ
[03:48.80] ଗୋଟେ ଚିତ୍ର ଆଙ୍କିଦବା
[03:53.95] ହୋ, ନିଃଶ୍ୱାସରେ ପ୍ରସ୍ୱାସରେ ରହି ରହି ଆମେ
[04:00.19] ଏକା ଭଳି ବାସୁଥିବା
[04:05.67] ମାଟି ଲାଗୁଥିବ ମୋତି ଝରା
[04:08.29] ଖରା ଲାଗୁଥିବ ହୀରା-ହୀରା
[04:10.58] ହୋ, ଆକାଶର ସେଇ ଜହ୍ନ, ତାରା
[04:13.60] ଆଞ୍ଜୁଳିରେ ଆମ ଦେବେ ଧରା
[04:16.63] ଲିଭିବନି, ସରିବନି ଆମ ସ୍ମୃତି ଅକ୍ଷର
[04:22.78] ଛୋଟ ଏକ ମନ ଅଛି ଛାତିତଳେ ମୋର
[04:27.87] ସେ ମନରେ ତୁମ ପାଇଁ ଗଢିଛି ମୁଁ ଘର
[04:35.66] କଥାଦେଲି, କଥାଦେଲି, କରିବିନି ପର କେବେ, କରିବିନି ପର
[04:44.81] କରିବିନି ପର କେବେ, କରିବିନି ପର
[04:50.94]

⭐ Rate These Lyrics

Average: 0.0/5 • 0 ratings