Damara Kaure
🎵 1678 characters
⏱️ 4:23 duration
🆔 ID: 14101115
📜 Lyrics
ଡାମରା କାଉ ରେ ଡାମରା କାଉ
ଉଚ ପରବତେ ବୋବାଉ ଥାଉ
ଉଡିଆସି ବସିଲୁ ଚାଳରେ ମୋର
ଆଣିଛୁ କି ମୋ ପାଇଁ କିଛି ଖବର?
କହିଦେ ଆରେ ଚତୁର
ଆଉ ନ କରି ଉଛୁର
ଡାମରା କାଉ ରେ ଡାମରା କାଉ
ଅଗଣାରେ ଥୋଇଦେଲି ଚାଲଳ
ମୁଠେ ବାପା ନାଁରେ, ମୁଠେ ମା ନାଁରେ
ଅଗଣାରେ ଥୋଇଦେଲି ଚାଲଳ
ମୁଠେ ବାପା ନାଁରେ, ମୁଠେ ମା ନାଁରେ
ସତ ସତ କହିଦେ ତୁ ଆସୁଛି କିଏ
ମୋର ଏ ଛୋଟ ଘରେ?
ଦୂର କି ନିକଟ ବନ୍ଧୁ ସେ ମୋର
ମୋତେ କହିଯା, ଟିକେ ରହିଯା
ମୋତେ କହିଯା, ଟିକେ ରହିଯା
ଡାମରା କାଉ ରେ ଡାମରା କାଉ
ନଈ ପରି ଦିନ ବୋହି ଯାଉଛି
ଦିନ ଯାଉଛି ବୋହି, ବାଟ ରହିଛି ଚାହିଁ
ନଈ ପରି ଦିନ ବୋହି ଯାଉଛି
ଦିନ ଯାଉଛି ବୋହି, ବାଟ ରହିଛି ଚାହିଁ
ଫେରିଗଲେ ପକ୍ଷୀ, ସଞ୍ଜ ଆସିଲା ନଇଁ
ଆଉ ଆଶା ବି ନାହିଁ
ବାଟ ଭୁଲି ଆସିବେନି ଆଉ ତ କେହି
ତୋ ପାଇଁ ନା ମୋ ପାଇଁ
ତୋ ପାଇଁ ନା ମୋ ପାଇଁ
ତୋ ପାଇଁ ନା ମୋ ପାଇଁ
ତୋ ପାଇଁ ନା ମୋ ପାଇଁ
ତୋ ପାଇଁ ନା ମୋ ପାଇଁ
ଉଚ ପରବତେ ବୋବାଉ ଥାଉ
ଉଡିଆସି ବସିଲୁ ଚାଳରେ ମୋର
ଆଣିଛୁ କି ମୋ ପାଇଁ କିଛି ଖବର?
କହିଦେ ଆରେ ଚତୁର
ଆଉ ନ କରି ଉଛୁର
ଡାମରା କାଉ ରେ ଡାମରା କାଉ
ଅଗଣାରେ ଥୋଇଦେଲି ଚାଲଳ
ମୁଠେ ବାପା ନାଁରେ, ମୁଠେ ମା ନାଁରେ
ଅଗଣାରେ ଥୋଇଦେଲି ଚାଲଳ
ମୁଠେ ବାପା ନାଁରେ, ମୁଠେ ମା ନାଁରେ
ସତ ସତ କହିଦେ ତୁ ଆସୁଛି କିଏ
ମୋର ଏ ଛୋଟ ଘରେ?
ଦୂର କି ନିକଟ ବନ୍ଧୁ ସେ ମୋର
ମୋତେ କହିଯା, ଟିକେ ରହିଯା
ମୋତେ କହିଯା, ଟିକେ ରହିଯା
ଡାମରା କାଉ ରେ ଡାମରା କାଉ
ନଈ ପରି ଦିନ ବୋହି ଯାଉଛି
ଦିନ ଯାଉଛି ବୋହି, ବାଟ ରହିଛି ଚାହିଁ
ନଈ ପରି ଦିନ ବୋହି ଯାଉଛି
ଦିନ ଯାଉଛି ବୋହି, ବାଟ ରହିଛି ଚାହିଁ
ଫେରିଗଲେ ପକ୍ଷୀ, ସଞ୍ଜ ଆସିଲା ନଇଁ
ଆଉ ଆଶା ବି ନାହିଁ
ବାଟ ଭୁଲି ଆସିବେନି ଆଉ ତ କେହି
ତୋ ପାଇଁ ନା ମୋ ପାଇଁ
ତୋ ପାଇଁ ନା ମୋ ପାଇଁ
ତୋ ପାଇଁ ନା ମୋ ପାଇଁ
ତୋ ପାଇଁ ନା ମୋ ପାଇଁ
ତୋ ପାଇଁ ନା ମୋ ପାଇଁ
⏱️ Synced Lyrics
[00:49.48] ଡାମରା କାଉ ରେ ଡାମରା କାଉ
[00:54.13] ଉଚ ପରବତେ ବୋବାଉ ଥାଉ
[00:59.06] ଉଡିଆସି ବସିଲୁ ଚାଳରେ ମୋର
[01:03.90] ଆଣିଛୁ କି ମୋ ପାଇଁ କିଛି ଖବର?
[01:07.87] କହିଦେ ଆରେ ଚତୁର
[01:10.49] ଆଉ ନ କରି ଉଛୁର
[01:13.41] ଡାମରା କାଉ ରେ ଡାମରା କାଉ
[01:17.87]
[01:32.97] ଅଗଣାରେ ଥୋଇଦେଲି ଚାଲଳ
[01:37.30] ମୁଠେ ବାପା ନାଁରେ, ମୁଠେ ମା ନାଁରେ
[01:47.66] ଅଗଣାରେ ଥୋଇଦେଲି ଚାଲଳ
[01:51.74] ମୁଠେ ବାପା ନାଁରେ, ମୁଠେ ମା ନାଁରେ
[01:57.25] ସତ ସତ କହିଦେ ତୁ ଆସୁଛି କିଏ
[02:01.67] ମୋର ଏ ଛୋଟ ଘରେ?
[02:04.48] ଦୂର କି ନିକଟ ବନ୍ଧୁ ସେ ମୋର
[02:09.44] ମୋତେ କହିଯା, ଟିକେ ରହିଯା
[02:14.37] ମୋତେ କହିଯା, ଟିକେ ରହିଯା
[02:19.38] ଡାମରା କାଉ ରେ ଡାମରା କାଉ
[02:23.95]
[02:56.29] ନଈ ପରି ଦିନ ବୋହି ଯାଉଛି
[03:00.63] ଦିନ ଯାଉଛି ବୋହି, ବାଟ ରହିଛି ଚାହିଁ
[03:05.58]
[03:20.84] ନଈ ପରି ଦିନ ବୋହି ଯାଉଛି
[03:25.28] ଦିନ ଯାଉଛି ବୋହି, ବାଟ ରହିଛି ଚାହିଁ
[03:30.67] ଫେରିଗଲେ ପକ୍ଷୀ, ସଞ୍ଜ ଆସିଲା ନଇଁ
[03:37.02] ଆଉ ଆଶା ବି ନାହିଁ
[03:42.88] ବାଟ ଭୁଲି ଆସିବେନି ଆଉ ତ କେହି
[03:53.32] ତୋ ପାଇଁ ନା ମୋ ପାଇଁ
[03:58.27] ତୋ ପାଇଁ ନା ମୋ ପାଇଁ
[04:03.11] ତୋ ପାଇଁ ନା ମୋ ପାଇଁ
[04:08.07] ତୋ ପାଇଁ ନା ମୋ ପାଇଁ
[04:12.93] ତୋ ପାଇଁ ନା ମୋ ପାଇଁ
[04:20.46]
[00:54.13] ଉଚ ପରବତେ ବୋବାଉ ଥାଉ
[00:59.06] ଉଡିଆସି ବସିଲୁ ଚାଳରେ ମୋର
[01:03.90] ଆଣିଛୁ କି ମୋ ପାଇଁ କିଛି ଖବର?
[01:07.87] କହିଦେ ଆରେ ଚତୁର
[01:10.49] ଆଉ ନ କରି ଉଛୁର
[01:13.41] ଡାମରା କାଉ ରେ ଡାମରା କାଉ
[01:17.87]
[01:32.97] ଅଗଣାରେ ଥୋଇଦେଲି ଚାଲଳ
[01:37.30] ମୁଠେ ବାପା ନାଁରେ, ମୁଠେ ମା ନାଁରେ
[01:47.66] ଅଗଣାରେ ଥୋଇଦେଲି ଚାଲଳ
[01:51.74] ମୁଠେ ବାପା ନାଁରେ, ମୁଠେ ମା ନାଁରେ
[01:57.25] ସତ ସତ କହିଦେ ତୁ ଆସୁଛି କିଏ
[02:01.67] ମୋର ଏ ଛୋଟ ଘରେ?
[02:04.48] ଦୂର କି ନିକଟ ବନ୍ଧୁ ସେ ମୋର
[02:09.44] ମୋତେ କହିଯା, ଟିକେ ରହିଯା
[02:14.37] ମୋତେ କହିଯା, ଟିକେ ରହିଯା
[02:19.38] ଡାମରା କାଉ ରେ ଡାମରା କାଉ
[02:23.95]
[02:56.29] ନଈ ପରି ଦିନ ବୋହି ଯାଉଛି
[03:00.63] ଦିନ ଯାଉଛି ବୋହି, ବାଟ ରହିଛି ଚାହିଁ
[03:05.58]
[03:20.84] ନଈ ପରି ଦିନ ବୋହି ଯାଉଛି
[03:25.28] ଦିନ ଯାଉଛି ବୋହି, ବାଟ ରହିଛି ଚାହିଁ
[03:30.67] ଫେରିଗଲେ ପକ୍ଷୀ, ସଞ୍ଜ ଆସିଲା ନଇଁ
[03:37.02] ଆଉ ଆଶା ବି ନାହିଁ
[03:42.88] ବାଟ ଭୁଲି ଆସିବେନି ଆଉ ତ କେହି
[03:53.32] ତୋ ପାଇଁ ନା ମୋ ପାଇଁ
[03:58.27] ତୋ ପାଇଁ ନା ମୋ ପାଇଁ
[04:03.11] ତୋ ପାଇଁ ନା ମୋ ପାଇଁ
[04:08.07] ତୋ ପାଇଁ ନା ମୋ ପାଇଁ
[04:12.93] ତୋ ପାଇଁ ନା ମୋ ପାଇଁ
[04:20.46]